Sign in
Sign in
Recover your password.
A password will be e-mailed to you.
ସମାଜିକ ପ୍ରଗତିକୁ ଅଗ୍ରସର କରିବା ପାଇଁ ଦିବ୍ୟାଙ୍ଗ-ସମାବେଶୀ ସମାଜ ଗଠନ:
ଲପଙ୍ଗା: ଆଦିତ୍ୟ ଅଲୁମିନିୟମ୍ ଲପଙ୍ଗା, ବ୍ଲକ ଶିକ୍ଷା କାର୍ଯ୍ୟାଳୟ ରେଙ୍ଗାଲିଙ୍କ ସହଯୋଗରେ ‘ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ’ ଓ ‘ବିଶେଷ ଆବଶ୍ୟକତା ଥିବା ଶିଶୁମାନଙ୍କ ପାଇଁ କମ୍ୟୁନିଟି ରିସୋର୍ସ ସେଣ୍ଟର’ ର ଭୂମିପୂଜା କାର୍ଯ୍ୟକ୍ରମ ଆୟୋଜନ କରିଥିଲା।
ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି…
ଆସନ୍ତା ୧୨ ଡିସେମ୍ବର ୨୦୨୫ ରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ
ଜଗତସିଂହପୁର ତା ୦୩.୧୨.୨୫ :ସୁମନ୍ତ କୁମାର ଦାସ: ଆସନ୍ତା ଡ଼ିସେମ୍ବର ୧୨ ତାରିଖ ରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେବ । ୧୫ରୁ ୨୯ ବର୍ଷର ପ୍ରତିଯୋଗୀଙ୍କ ମଧ୍ୟରେ ବକ୍ତୃତା(Declamation), ଗଳ୍ପ ଲିଖନ, ପଦ୍ୟ ଲିଖନ, ଚିତ୍ରାଙ୍କନ,…
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା ରମାଦେବୀ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ପାଳିତ
ଜଗତସିଂହପୁର -ତା ୩.୧୨.୨୦୨୫ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା ରମାଦେବୀ ଚୌଧୁରୀ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲାପାଳ ଶ୍ରୀ…
ସୁବର୍ଣ୍ଣପୁର ଜିଲ୍ଲାଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ।
ସୁବର୍ଣ୍ଣପୁର,ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ )ଆଜି ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ - ୨୦୨୫ ପାଳନ ଅବସରରେ ପୂର୍ବାହ୍ନ ୯.୩୦ ଘଟିକା ସମୟରେ ସୁବର୍ଣ୍ଣପୁର ଡି.ଡି.ଆର୍.ସି କାର୍ଯ୍ୟାଳୟ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ତହସିଲ ଅଫିସ ଛକ,…
ସୁବର୍ଣ୍ଣପୁର ଜିଲ୍ଲାଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ।
ସୁବର୍ଣ୍ଣପୁର,ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ )ଆଜି ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ - ୨୦୨୫ ପାଳନ ଅବସରରେ ପୂର୍ବାହ୍ନ ୯.୩୦ ଘଟିକା ସମୟରେ ସୁବର୍ଣ୍ଣପୁର ଡି.ଡି.ଆର୍.ସି କାର୍ଯ୍ୟାଳୟ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ତହସିଲ ଅଫିସ ଛକ,…
ଓଡ଼ଗାଁ କେନ୍ଦ୍ର ସମବାୟ ବ୍ୟାଙ୍କ ଓଡ଼ଗାଁ ଶାଖା ସ୍ଥାନାନ୍ତର: କାର୍ଯ୍ୟାଳୟକୁ ଉଦଘାଟନ କଲେ ଜିଲ୍ଲାପାଳ
ଓଡ଼ଗାଁ,୩।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କେନ୍ଦ୍ର ସମବାୟ ବ୍ୟାଙ୍କ ଓଡ଼ଗାଁ ଶାଖା କଲେଜ ରୋଡ଼, ଦଲକକୁ ସ୍ଥାନାନ୍ତରିତ ହୋଇଛି । ବୁଧବାର ସକାଳେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆନୁଷ୍ଠାନିକ ଭାବେ ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଉକ୍ତ…
ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦କୁ ନେଇ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦ କୁ ଆଖି ଆଗରେ ରଖି ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ଯୋଜନା ଓ ପର୍ଯ୍ୟଲୋଚନା କାର୍ଯ୍ୟାଳୟ ତରଫରୁ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଲିଲିତା ଦାସ ମୁଖ୍ୟ…
ବର୍ତ୍ତମାନ ସୁଦ୍ଧା ଭଞ୍ଜନଗର ବିଭିନ୍ନ ବ୍ୟାଙ୍କରେ ଥିବା ୬୬ ଟି ଆକାଉଣ୍ଟ ଉପରେ ପୋଲିସ୍ ର ନଜର
ଭଞ୍ଜନଗର ବିଭିନ୍ନ ବ୍ୟାଙ୍କ ର ୬୬ ଆକାଉଣ୍ଟ ଉପରେ କଡା ନଜର
ଥାନାକୁ ଡାକି ଯାଞ୍ଚ କରୁଛି ଭଞ୍ଜନଗର ପୋଲିସ୍
ଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଅନ୍ଲାଇନ୍ ଲୁଟ୍ର ଶିକାର ହୋଇ ଲୋକ ତ୍ରାହି ତ୍ରାହି ଡାକୁଥିବାବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସମେତ ଜିଲ୍ଲାର ସମସ୍ତ ଥାନା…
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
କଟକ ତା ୦୩.୧୨.୨୦୨୫ ରିଖ – ଦିବ୍ୟାଙ୍ଗମାନେ ସମାଜର ମୁଖ୍ୟସ୍ରୋତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସେମାନେ ନିଜକୁ କୌଣସି ଗୁଣରେ କମ୍ ଭାବିବା ଉଚିତ୍ ନୁହେଁ । ଜୀବନର ଯେକୌଣସି ସମସ୍ୟାର ମୁକାବିଲା କରିବା ନିମନ୍ତେ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରାଇବା ଉଚିତ୍ । ଅନ୍ତର୍ଭୁକ୍ତି ଏବଂ…
ଖଇରା ପଞ୍ଚାୟତ ରେ ମନରେଗା କାର୍ଯ୍ୟରେ ଚାଲିଛି ମହା ଘୋଟାଲା
ନୂଆପଡା: ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଖଇରା ପଞ୍ଚାୟତରେ ଚାଲିଛି ଘୋଟାଲା ଉପରେ ମହା ଘୋଟାଲା ମନରେଗା ରେ କାମ ନ କରି ଘରେ ବସି ପାଉଛନ୍ତି ମନରେଗା ଟଙ୍କା, ସରକାର ଙ୍କ ନିୟମ ମଧ୍ୟ ଏଠାରେ ବିଫଳ, ସରକାର ଗରିବ, ନିରୀହ, ଖଟି ଖିଆ, ଦିନ ମନଜୁରିଆ,ଓ ଦାଦନ ମୁକ୍ତ କରିବା ପାଇଁ ଆଣି ଥିଲେ ଏହି…