Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ଥାନାରେ ପରିଚୟ ଯାଞ୍ଚ ଘଟଣା, ଯାଞ୍ଚ ଖବର ପାଇ ଓଡ଼ଗାଁ ଓ ବାହାଡ଼ାଝୋଲାରୁ ପଶ୍ଚିମବଙ୍ଗ ଫେରିଲେ ୩୦ ଫେରିବାଲା,
ସାଂସଦ ମହୁଆ ମୋଇତ୍ରଙ୍କ ଟୁଇଟକୁ ନେଇ ଚର୍ଚ୍ଚା ଜୋର୍ ଧରିଲା
ଓଡ଼ଗାଁ,୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ପଶ୍ଚିମବଙ୍ଗରୁ ଆସି ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ରହୁଥିବା ୧୪ଜଣ ଅଜଣା ବେପାରୀଙ୍କ ପରିଚୟ ଯାଞ୍ଚ କାର୍ଯ୍ୟ ନିମନ୍ତେ ଓଡ଼ଗାଁ ପୋଲିସ…
ସଦରମହକୁମା ବାହାରେ ମେଡିକାଲ କଲେଜ ନିର୍ମାଣ ସୂଚନାକୁ ଜିଲ୍ଲାର ବିରୋଧ
ଓଡ଼ଗାଁ ସହିତ କୁରାଳ ବାଉଁଶ ଗାଡ଼ିଆ ବରିଷ୍ଠ ନାଗରିକ ମଞ୍ଚର ଚିନ୍ତା ପ୍ରକଟ,
ଓଡ଼ଗାଁ,୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ସଦର ମହକୁମା ବାହାରେ ମେଡିକାଲ କଲେଜ ନିର୍ମାଣ ସୂଚନା ପାଇ ଜିଲ୍ଲାର ସବୁ କ୍ଷେତ୍ରରୁ ବିରୋଧ ଆରମ୍ଭ ହୋଇଥିବା ବେଳେ ଓଡ଼ଗାଁ ସମେତ କୁରାଳ ବାଉଁଶ…
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ ପାଇଁ ବିଜେପି ବିଧାୟକ କ୍ଷମା ମାଗନ୍ତୁ: ବିଜେଡି
ଭୁବନେଶ୍ୱର, ୦୪/୧୨/୨୦୨୫: ବିଜେପି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ବିଧାନସଭାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶାଳୀନ ଓ ଅଶୋଭନୀୟ ମନ୍ତବ୍ୟକୁ ବିଜେଡି କଡା ଭାଷାରେ ନିନ୍ଦା କରିଛି । ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ…
“ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ସନ୍ତୋଷ ଖଟୁଆ”
ବିଧାନସଭାରେ ଜାତିର ଜନକଙ୍କୁ ଅପମାନ, ବିଜେଡି ଯୁବ ଓ ଛାତ୍ର ଜନତା ଦଳର ତୀବ୍ର ନିନ୍ଦା
ଭୁବନେଶ୍ୱର, ୦୪/୧୨/୨୦୨୫: ଆଜି ବିଧାନସଭାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ବିବାଦୀୟ ବୟାନକୁ ତୀବ୍ର ନିନ୍ଦା କରିଛି ବିଜୁ ଜନତା ଦଳ । ଏହାକୁ ବିରୋଧ…
ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସେବା ଚିକିତ୍ସା : ପ୍ରଥମ ଦିନରେ ୩୩୮ ଜଣ ରୋଗୀ ଚିକିତ୍ସିତ
ମାଲକାନଗିର ତା:-୦୪/୧୨ ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’ ଟିମ୍ ପହଞ୍ଚିଛନ୍ତି। ଗତକାଲି ଏକ ସ୍ଵତନ୍ତ୍ର ବିମାନ ଯୋଗେ ମାଲକାନଗିରି ବିମାନ ବନ୍ଦର ଠାରେ ପହଞ୍ଚିଛନ୍ତି ବିଶେଷଜ୍ଞ ଡ଼ାକ୍ତରୀ ଦଳ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାରୁ ଏବଂ…
ଜଗତ କଲ୍ୟାଣ ପାଇଁ ମହୁଲପାଲି ଠାରେ ଶୋଡ଼ଶ ଅଙ୍ଗ ଆଳତୀ
ପଦମପୁର - ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି । ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ଗୁରୁବାର ମାର୍ଗଶିର ପୂର୍ଣିମା ଅବସରରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଐତିହାସିକ ୧୬ଶ ଅଙ୍ଗ ଆଳତୀ କରାଯାଇଅଛି…
ଲୋକମାହତ୍ସବ ଚଇତି -୨୦୨୫ର ବିଭିନ୍ନ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ରାୟଗଡ:-ତା. ୪/୧୧- ରାୟଗଡ ଲୋକମହୋତ୍ସବ ଚଇତି -୨୦୨୫ର ବିଭିନ୍ନ ଉପସମିତି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ନିମନ୍ତ୍ରଣ, ଖାଦ୍ୟ କମିଟିର ପ୍ରସ୍ତୁତି ବୈଠକ ସମ୍ମାନ ପତ୍ର ଓ ଶୋଭାଯାତ୍ରାର ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନୟାକ ଏବଂ ଅତିରିକ୍ତ…
ଜଷ୍ଟିସ୍ କର୍ଣ୍ଣର ପକ୍ଷରୁ କମ୍ବଳ ବଣ୍ଟନ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଜଷ୍ଟିସ୍ କର୍ଣ୍ଣର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଗୋଷାଣି ବ୍ଲକ କତଳକଇଠା ପଞ୍ଚାୟତ ଅନ୍ତର୍ଗତ ମର୍କଡା ଗ୍ରାମ ଠାରେ ୩ ଗୋଟି ଗ୍ରାମ ଯଥା :- ମର୍କଡା , ତଳମର୍କଡା ଓ ପର୍ଶୁରାମପୁରର ୩୦ ରୁ ଉର୍ଦ୍ଧ ଲୋକଙ୍କୁ କମ୍ବଳ ବଣ୍ଟନ…
ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପାରଳାଖେମୁଣ୍ଡିର ବାର୍ଷିକ କ୍ରୀଡା ଉତ୍ସବ ୩ ଡିସେମ୍ବରରୁ ଆରମ୍ଭ ହୋଇ ୪ ଡିସେମ୍ବର ୨୦୨୫ରେ ଉତ୍ସାହ-ଉତ୍ସବମୟ ପରିବେଶରେ ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବରେ ଛାତ୍ରୀମାନଙ୍କ…
ମୁଖ୍ୟମନ୍ତ୍ରୀଙ୍କ ମା’ ତାରିଣୀ ମନ୍ଦିର ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ।
କେନ୍ଦୁଝର,ତା୪/୧୨- ଆସନ୍ତା ୭ ଡିସେମ୍ବରରେ ଘଟଗାଁ ମା' ତାରିଣୀ ମନ୍ଦିର ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗଦେବା ସହିତ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ବିଶେଷ ଭବ୍ୟ କାର୍ଯ୍ୟକ୍ରମରେ କିପରି ହଜାର ହଜାର ଭକ୍ତ ସାମିଲ ହେବାର ସୌଭାଗ୍ୟ ପ୍ରାପ୍ତ…