ସାଂସଦ ଖେଳ ମହୋତ୍ସବରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଫଳତା.

ଚଳିତ ବର୍ଷର ଯୁବ ଶକ୍ତି ଓ ସାଂସଦ ଖେଳ ମହୋତ୍ସବ ଗତ ୧୫ ନଭେମ୍ବର ଠାରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ୧୦୦ ମିଟର ଦୌଡ, ଡିସ୍କସ ଥ୍ରୋ, ସଟଫୁଟ, ରଙ୍ଗୋଲି, ବ୍ୟାଡ଼ମୀଣ୍ଟନ, ଇତ୍ୟାଦି ଖେଳରେ ଗୋଳନ୍ଥରା ନିକଟସ୍ଥ କରୁଣାଶାନ୍ତି (କାଶ ) ଆବାସିକ…

ପୋଲିସ୍ କୁ ଆକ୍ରମଣ ଉଦ୍ୟମ ପଡ଼ିଲା ମହଙ୍ଗା:ପୋଲିସକୁ ଧମକ ଦେଇ ବନ୍ଧା ହେଲେ ତିନି

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜାମପଲ୍ଲୀ ବିଦେଶୀ ମଦ ଦୋକାନ ନିକଟରେ ପୋଲିସ୍ କୁ ଅସଦ ବ୍ୟବହାର ଦେଖାଇବା ଏବଂ ପୋଲିସକୁ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗରେ ପୋଲିସ ବୁଧବାର ୩ ଜଣକୁ ଗିରଫ କରିଛି। ଥାନାଧିକାରୀ ଙ୍କ ସୁଚନା ଓ ପ୍ରେସ ବିଜ୍ଞପ୍ତି…

ହାତୀ ଦାନ୍ତ ବିକିବା ବେଳେ ୩ ଗିରଫ : ମୋବାଇଲ, ସ୍କୁଟର ଓ ଦୁଇ ବାଇକ ଜବତ।

  କେନ୍ଦୁଝର,ତା୩/୧୨- ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଚମ୍ପୁଆ ଓ କରଞ୍ଜିଆ ବନଖଣ୍ଡ ମଝିରେ ଥିବା ଫଗୁ ପୋଲ ନିକଟରୁ ତିନି ହାତୀ ଦାନ୍ତ ତସ୍କରଙ୍କୁ ଧରାଯାଇଛି। ସୂଚନା ମିଳିଛି କି ହାତୀ ଦାନ୍ତ ବିକ୍ରୀ ଲାଗି ମସୁଧା ଚାଲିଥିବା ବେଳେ ଜେଟିଏଫ(ପିସିସିଏଫ, ୱାଇଲ୍ଡ ଲାଇଫ) ଠାରୁ ଖବର ପାଇ କେନ୍ଦୁଝର…

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କେନ୍ଦୁଝର,ତା ୩/୧୨-ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସମଗ୍ର ଶିକ୍ଷା କେନ୍ଦୁଝର ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ପାଳନ ହୋଇଯାଇଛି । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ମର୍ଯ୍ୟାଦା, ଅନ୍ତର୍ଭୁକ୍ତି ଏବଂ ସମାନ ସୁଯୋଗକୁ ପ୍ରୋତ୍ସାହିତ…

ସୁତୁମୁସର ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ; ତିନି ଅଭିଯୁକ୍ତ କୋର୍ଟଚାଲାଣ

  ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ଥାନା ଅନ୍ତର୍ଗତ ସୁତୁମୁସର ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ମାମଲାରେ ବେଲଗୁଣ୍ଠା ପୋଲିସ୍ ସେହି ଗ୍ରାମର ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ସୁତୁମୁସର ଗ୍ରାମର ଯୁଗଳ ବିଷୋୟୀ (୩୨)…

28ତମ କଳାହାଣ୍ଡି ଉତ୍ସବ ଘୁମୁରା – 2026 ପ୍ରସ୍ତୁତି ବୈଠକ ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା. 03.12.2025 କଳାହାଣ୍ଡିର କଳା, ସଂସ୍କୃତି ଐତିହ ପରମ୍ପରା ଓ ଭାଇଚାରା ସମ୍ପକର ମହୋତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା-2026 ମହାସମାରୋହରେ ପାଳନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ତଥା…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସକାଳ ୮ ଘଟିକା ସମୟରେ ଜିଲ୍ଲାର ବିଭିନ୍ନ…

ଚୋରା ଦେଶୀ ହାତ ରନ୍ଧା ମଦ ଜବତ

ନବରଙ୍ଗପୁର: ଅଦ୍ୟ ତା 03.12.2025 ରିଖ ରେ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ବାଇଁ ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ତଥା ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

ନବରଙ୍ଗପୁର, ୩/୧୨/୨୦୨୫:ଆଜି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଆଶାକିରଣ (ମାନସିକ ଅନଗ୍ରସର ପିଲାଙ୍କ ନିମନ୍ତେ ଶିକ୍ଷା ଓ ବୈଷୟିକ ତାଲିମ କେନ୍ଦ୍ର) ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ…

ନବରଙ୍ଗପୁର ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

ନବରଙ୍ଗପୁର ତା ୦୩.୧୨.୨୦୨୫: ଅଶୋକ ସାହୁ, ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ,ନବରଙ୍ଗପୁରଠାରେ ସାମାଜିକ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ଵାରା ମହା ସମାରୋହ ରେ "ଆନ୍ତର୍ଜାତୀକ ଭିନ୍ନକ୍ଷମ ଦିବସ ' ପାଳନ କରାଯାଇଛି। ସକାଳ ଘ ୯ .୪୫ ମି ସମୟରେ ମା ଭଣ୍ଡାରଘରଣୀ ମନ୍ଦିର ଠାରୁ ଏକ…