ସରକାରୀ ମହିଳା ମହାବିଦ୍ୟାଳୟରେ କ୍ରୀଡ଼ା ଉତ୍ସବ ଉଦଯାପିତ

କେନ୍ଦୁଝର,ତା୪/୧୨- ସରକାରୀ ମହିଳା ମହାବିଦ୍ୟାଳୟରେ ୩୭ତମ କ୍ରୀଡ଼ା ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି । ଆଥଲେଟିକ କ୍ଲବର ସହ ସମ୍ପାଦିକା ପ୍ରଫେସର୍ ଗୀତାଞ୍ଜଳି ନାଏକ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ରୀ ବର୍ଷାରାଣୀ ଦେହୁରୀଙ୍କୁ ମଞ୍ଚ ପରିଚାଳନା…

ଉତ୍କଳ ସେବା ନିବୃତ ସେନାନୀ ସଂଘ ତରଫରୁ ନୌସେନା ଦିବସ ପାଳିତ

କେନ୍ଦୁଝର,ତା୪/୧୨- ଘଟଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପାଟଣା ଗ୍ରାମ ପଞ୍ଚାୟତ ଠାରେ ଥିବା ଉତ୍କଳ ସେବା ନିବୃତ ସେନାନୀ ସଂଘ ଗୃହ ଠାରେ ୫୫ତମ ନୌସେନା ଦିବସ ଧୂମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ମୁଖ୍ୟ ଅତିଥିଭାବେ ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ…

ଢେଙ୍କାନାଳ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ସଦସ୍ୟ ମାନଙ୍କର ଜଗତସିଂହପୁର ଜିଲ୍ଲା କୃଷକ ଉତ୍ପାଦକ ସଂଗଠନକୁ ଅନୁଭବ ବିକାଶ…

ଜଗତସିଂହପୁର ତା -04/12/2025 ସୁମନ୍ତ କୁମାର ଦାସ: ଢେଙ୍କାନାଳ ଜିଲ୍ଲାର ୩ଟି କୃଷକ ଉତ୍ପାଦକ ସଂଗଠନର ୧୫ ଜଣ ନିର୍ଦ୍ଦେଶକ ମଣ୍ଡଳୀ ଓ ସଦସ୍ୟମାନେ ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର କୃଷକ ଉତ୍ପାଦକ ସଂଗଠନର ଦାୟିତ୍ଵରତ ଅଧିକାରୀ ଡ଼ ରୋଜାଲିନ ମହନ୍ତଙ୍କ ନେତୃତ୍ୱରେ ଏବଂ ଜଗତସିଂପୁର କୃଷି…

ପଦ୍ମପୁର–ବିଜେପୁର ରୁଟରେ ସରକାରୀ AC ବସ୍‌ରେ ଅଗ୍ନିକାଣ୍ଡ

ବିଜେପୁର :- ସମ୍ବଲପୁର, ନୂଆପଡା ଭାୟା ବିଜେପୁର ଆସୁଥିବା ସରକାରୀ AC ବସ୍‌ରେ ଆଜି ସନ୍ଧ୍ୟା ପାଖାପାଖି 5ଟାରୁ 5:30 ମଧ୍ୟରେ ବଲଣ୍ଡା ନିକଟରେ ହଠାତ୍‌ ଶର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ବସ୍‌ର ଡ୍ୟାସ୍‌ ବୋର୍ଡ ଭାଗରୁ ଧୁଆଁ ବାହାରିବା ପରେ ଯାତ୍ରୀମାନେ ଆତଙ୍କିତ ହୋଇ ବସ୍‌ ଭିତରୁ…

ନବରଙ୍ଗପୁର ଠାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଶୁଭାରମ୍ଭ

ନବରଙ୍ଗପୁର ତା ୪.୧୨.୨୦୨୫: ଅଶୋକ ସାହୁ: ସ୍ଥାନୀୟ ସରୋଜିନୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ଏବଂ ଆସୋସିଏସନ ଫର ଭଲ୍ନଟାରୀ ଆକ୍ସନ ସଂସ୍ଥା ତରଫ ରୁ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ର ଶୁଭାରମ୍ଭ ହୋଇଯାଇଅଛି ।ଏହି ବାଲ୍ୟ ବିବାହ ବିରୋଧରେ ଏହି ଜାତୀୟ ଅଭିଯାନ ଗତ ୨୭ ନଭେମ୍ବର ରୁ ୮…

ବିନା ନୋଟିସରେ କେନ୍ଦୁଝର କଂଗ୍ରେସ ଭବନରେ ବୁଲଡୋଜର ଚାଲିବା ବେଆଇନ : ଜୟଦେବ।

  ଦମ ଥିଲେ ଗାନ୍ଧୀ ଛକରୁ ଜବରଦଖଲ ହଟାଉ ପ୍ରଶାସନ। କେନ୍ଦୁଝର,ତା୪/୧୨- ଡିସେମ୍ବର ୨ ତାରିଖ କେନ୍ଦୁଝର ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କୁ କୌଣସି ନୋଟିସ ନଦେଇ ହଠାତ୍ କଂଗ୍ରେସ ଭବନର ପାଚେରୀ ଭାଙ୍ଗି ସୀମା ନିର୍ଦ୍ଧାରଣ କରିବା ଏକ ଆଇନ ଅସମ୍ମତ କାର୍ଯ୍ୟ।…

ଘୁମୁସର ମହୋତ୍ସବ ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରଣ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ଉନ୍ନୟନ ମଞ୍ଚ ଭୁବନେଶ୍ବର ଓ ଘୁମୁସର ବିକାଶ ପରିଷଦ, ଭଞ୍ଜନଗର ମିଳିତ ତରଫରୁ ଆୟୋଜନ କରାଯାଊ ଥିବା ଘୁମୁସର ମହୋତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗ ଦେବା ନିମନ୍ତେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ…

ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗୋଷ୍ଠୀ ଶିକ୍ଷାଧିକାରୀ ଭଞ୍ଜନଗର ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ମହା ସମାରୋହ ରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ପୁଲିଆମା ମୁଖ୍ୟ ଅତିଥି ରୁପେ ଯୋଗଦାନ…

ଦିବ୍ୟାଙ୍ଗଙ୍କୁ ସୁରକ୍ଷା, ସମ୍ମାନ ମିଳିବା ଆବଶ୍ୟକ

ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଦିବସ ପାଳିତ ରାଜଗାଙ୍ଗପୁର .03-12-25.(ବିଷୁ ଭୋମିକ): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ହୋପ୍ ସ୍କୁଲ ପରିସରରେ ବୁଧବାର ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇ ମୁଖ୍ୟ ଅତିଥ୍,…

ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ଜାତୀୟ ଆୟ ମେଧା ବୃତ୍ତି ସୁଯୋଗ ପାଇଁ ସାଂସଦ ବିଶି ଙ୍କ ଦାବୀ।

ପଦ୍ମପୁର :- ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ଜାତୀୟ ଆୟ ମେଧା ଛାତ୍ରବୃତ୍ତି ସୁଯୋଗ ଦେବାପାଇଁ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଦାବୀ କରିଛନ୍ତି l ରାଜ୍ୟ ସଭାରେ ସାଂସଦ ଶ୍ରୀ ନିରଞ୍ଜନ ବିଶି ଆଜି ଶୂନ୍ୟ କାଳରେ ଜନ ଚିନ୍ତାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଭାରତ…