Sign in
Sign in
Recover your password.
A password will be e-mailed to you.
ସିଦ୍ଧମଠରେ ବ୍ୟଞ୍ଜନ ଦ୍ୱାଦଶୀରେ ଶହେ ପ୍ରକାର ଭୋଗ ଲାଗି ହେଲା।
କେନ୍ଦୁଝର,ତା୩/୧୨- କେନ୍ଦୁଝରଗଡ଼ର ସର୍ବ ପ୍ରାଚୀନ ଜଗନ୍ନାଥ କ୍ଷେତ୍ର ହେଲା ସିଦ୍ଧମଠ ଏଠାରେ ପ୍ରଭୁ ସିଦ୍ଧ ଜଗନ୍ନାଥ କେବେଠାରୁ ଏକ ବିଶାଳ ଭବ୍ୟ ମନ୍ଦିରରେ ପୂଜା ପାଉଛନ୍ତି। ଏହି ମନ୍ଦିର ପରିସରରେ ଏବେ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଯାଇଛି। କଥିତ ଅଛି ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ କଳାକାଠ…
ଗଜପତି ଜିଲ୍ଲା ର ଉନ୍ନୟନ ପାଇଁ ମୋହନ ସରକାର ତତ୍ପର : ପୂର୍ବତନ ବିଧାୟକ ନାରାୟଣ ରାଓ
https://youtu.be/O-ddISdKinU
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ର ଉନ୍ନତି ଓ ଗ୍ରାମୀଣ ବିକାଶ ପାଇଁ ମୋହନ ସରକାର ସର୍ବଦା ତତ୍ପର। ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟଳୟ ରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ବିଧାୟକ ତଥା…
ବେଆଇନ୍ ଅର୍ଥ କାରବାର ଅଭିଯୋଗରେ ୫ ଗିରଫ।
( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅର୍ନ୍ତଗତ ଶାଙ୍କୁଡା ଗ୍ରାମ ର ଶୁଶାନ୍ତ ସାହୁ ନାମକ ଜଣେ ଯୁବକ ବିଭିନ୍ନ ପ୍ରଲୋଭନ ଦେଖାଇ ଶତାଧିକ ଲୋକଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଆତ୍ମସାତ ଅଭିଯୋଗରେ ପୋଲିସ ଶୁଶାନ୍ତ ସମେତ ସେହି ଗ୍ରାମର ଅନ୍ୟ ୪ ଜଣ ଯଥା…
ଟିପିସିଓଡିଏଲ୍ ପକ୍ଷରୁ ବ୍ୟବସାୟିକ ସହଯୋଗୀଙ୍କ ପାଇଁ ପିଏମ୍ ସୂର୍ଯ୍ୟ ଘର ୟୁଏଲ୍ଏ ମଡେଲ୍ ର ସଚେତନତା କାର୍ଯ୍ୟକ୍ରମ
ପ୍ରତି ରୁଫ୍ଟପ୍ ସିଷ୍ଟମ୍ ର ସ୍ଥାପନ ପାଇଁ ଗ୍ରାମ ପଞ୍ଚାୟତକୁ ୧୦୦୦ ଟଙ୍କାର ପ୍ରୋତ୍ସାହନ ରାଶି
ଭୁବନେଶ୍ୱର, ୨ ଡିସେମ୍ବର, ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପକ୍ଷରୁ ଆଜି ଏହାର…
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଏନ୍ଏଚ୍-୫୫ର କଣ୍ଟାବଣିଆଠାରେ ଆଲୋକୀକରଣ ବ୍ୟବସ୍ଥାର ଲୋକାର୍ପଣ
ସରପା ଗ୍ରାମରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଶୁଭାରମ୍ଭ
ମେରାମଣ୍ଡଳୀ, ୦୨/୧୨/୨୦୨୫: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟାବଣିଆଠାରେ ଆଲୋକୀକରଣ ପ୍ରକଳ୍ପର ଲୋକାର୍ପଣ ଓ ସରପା ଗ୍ରାମ ପୋଖରୀର ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରାଯାଇଛି।…
ଗୌର ବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ: ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସମର୍ପିତ ୮୭୫ ପ୍ରକାର ବ୍ୟଞ୍ଜନ
ପୁରୀ (ଅନିମେଶ ପଟ୍ଟନାୟକ): ସମୁଦ୍ରକୂଳ ସ୍ଥିତ ମାତା ମଠ ଶ୍ରୀ ଗୌର ବିହାର ଆଶ୍ରମରେ ମଙ୍ଗଳଵାର ଧାର୍ମିକ ଭକ୍ତିଭାବରେ ବ୍ୟଞ୍ଜନ ଦ୍ୱାଦଶୀ ମହୋତ୍ସବ ପାଳିତ ହୋଇଯାଇଛି । ଆଶ୍ରମର ଆଧ୍ୟାତ୍ମିକ ଦାତବ୍ୟ ଟ୍ରଷ୍ଟ ତରଫରୁ ଟ୍ରଷ୍ଟ ଅଧ୍ୟକ୍ଷ ଏବଂ ମହାମଣ୍ଡଳେଶ୍ୱର ମହନ୍ତ ସୁବଳ ଚରଣ ଦାସଜୀ…
ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଣେଶ ବଜାର ମୋ ଖତ ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ,୫ ମିନିଟରେ ୫୦କେଜି ମୋ ଖତ ବିକ୍ରି,
ଓଡ଼ଗାଁ,୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସିର) ବସଷ୍ଟାଣ୍ଡ ନିକଟ ଗଣେଶ ବଜାରରେ ମଙ୍ଗଳବାର ଅପରାହ୍ନରେ "ମୋ ଖତ ବିକ୍ରୟ କେନ୍ଦ୍ର"ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ…
କୋମଣ୍ଡ ଶିଳ୍ପ ତାଲିମ କେନ୍ଦ୍ର ପାର୍ଶ୍ଵ ସରକାରୀ ଜାଗା ଜବର ଦଖଲ ଘଟଣାର ସରଜମିନ୍ ମାପ ଓ ଚିହ୍ନଟ ପାଇଁ ଦାବି
ଧାର୍ଯ୍ୟ ମାପ ତାରିଖ ବାତିଲ ହେବା ନେଇ ଗ୍ରାମବାସୀଙ୍କ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା,\
ଡିସେମ୍ବର ୧୦କୁ ପୁନଃ ମାପ ତାରିଖ ଧାର୍ଯ୍ୟ
ଓଡ଼ଗାଁ,୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କୋମଣ୍ଡ ରାଜସ୍ବ ଅଞ୍ଚଳ କୋମଣ୍ଡ ଶିଳ୍ପ ତାଲିମ…
କାଶୀପୁର ସ୍ଥିତ ମାଁ ମାଣିକେଶ୍ଵରୀ ମନ୍ଦିରରୁ ବହୁତ୍ ଆଡ଼ମ୍ବରରେ ଶୁଭାରମ୍ଭ ହେଲା ଚଇତି-୨୦୨୫
କାଶୀପୁର ରୁ ବୈକୁଣ୍ଠ ଦୁରିଆ :-ରାୟଗଡ଼ା ଜିଲ୍ଲା ସ୍ଥାନୀୟ କାଶିପୁର ବ୍ଲକର ସ୍ଥିତ ମାଁ ମାଣିକେଶ୍ଵରୀ ମନ୍ଦିରରୁ ଆଜ ତା ୦୨-୧୨-୨୦୨୫ ରିଖ, ମଙ୍ଗଳବାର ଦିନ ପୂର୍ବାହ୍ନ ୯.୦୦ ଘଟିକା ସମୟରେ ରାୟଗଡ଼ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ଗଣପର୍ବ ଚଇତି - ୨୦୨୫ ଜିଲ୍ଲାପାଳ ତଥା…
ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବେଲଗୁଣ୍ଠା- (ଶିବରାମ ଚୌଧୁରୀ )-ଆଜି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବେଶ ସ୍ୱଚ୍ଛତା ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ସବିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ…