Sign in
Sign in
Recover your password.
A password will be e-mailed to you.
ଆରମ୍ଭ ହେଲା ମ୍ୟାଟ୍ରିକ ଖାତା ମୂଲ୍ୟାୟନ, ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଧାରଣା
ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ଶିକ୍ଷା ବର୍ଷ ୨୦୧୮ରେ ଅନୁଷ୍ଠିତ ମ୍ୟାଟ୍ରିକ ପରୀକ୍ଷାର ଖାତା ମୂଲ୍ୟାୟନ ମାର୍ଚ୍ଚା ୨୦ ମଙ୍ଗଳବାରଠାରୁ ଆରମ୍ଭ ହୋଇଅଛି । ଏଥି ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ, କଦଞ୍ଜିଆ…
ରାଜ୍ୟପାଳଙ୍କ ମୁହଁରେ ମିଛ କୁହାଇଛନ୍ତି ରାଜ୍ୟ ସରକାର : ବିଜେପି
ପ୍ରଥମେ ୧୫ ବର୍ଷରେ ୧୦ ଲକ୍ଷ ଘରକୁ ଦୁଇ ବର୍ଷରେ ଦଶ ଲକ୍ଷ କହିବା ପରେ ଏବେ ପୁଣି ଆଉଥରେ ମିଛ କହି ୧୫ ଲକ୍ଷ ୫୦ ହଜାର କହିଛନ୍ତି
ଏକ ବର୍ଷରେ ୫ ଲକ୍ଷ ୫୦ ହଜାର ନିର୍ମାଣ କଥା ମିଥ୍ୟା ତଥ୍ୟ
୨୦୧୯ ସୁଦ୍ଧା ସମସ୍ତ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ କହିବା କେବଳ ମିଛ…
କେନ୍ଦ୍ରସରକାରଙ୍କ ଯୋଜନାକୁ ହାଇଜାକ୍ କରି ନିଜ ନାଁ ଦେବାରେ ମୁଖ୍ୟମନ୍ତ୍ରୀ ମାହିର : ବିଜେପି
ମୁଖ୍ୟମନ୍ତ୍ରୀ “ଲଘୁଶସ୍ୟ ମିଶନ” ଘୋଷଣା କରିବା ପ୍ରସଙ୍ଗ
ଭୁବନେଶ୍ୱର : ଲଘୁ ଶସ୍ୟ ମିଶନ ରାଜ୍ୟ ସରକାରଙ୍କ ନୁହେଁ ବରଂ ଏହା କେନ୍ଦ୍ର ସରକାରଙ୍କ ଯୋଜନା । ମୁଖ୍ୟମନ୍ତ୍ରୀ କେବଳ ମିଥ୍ୟା କହି ସାଧାରଣ ଜନତାଙ୍କୁ ବିଭ୍ରାନ୍ତି କରାଉଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦ୍ରର ସମସ୍ତ ଯୋଜନାକୁ ହାଇଜାକ…
ଏପ୍ରିଲ ୪ ଓ ୫ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା
୪ ତାରିଖରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜନ ସାଧାରଣଙ୍କୁ ଦେବେ ଉଦ୍ବୋଧନ ୫ରେ ବଲାଙ୍ଗୀରଠାରେ ଯୁବ ସମାବେଶକୁ କରିବେ ସମ୍ବୋଧନ
ଭୁବନେଶ୍ୱର/chakradhar majhi : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା ଆସନ୍ତା ଏପ୍ରିଲ ମାସ ୪ ଏବଂ ୫ ତାରିଖରେ ଏକ ଦୁଇ ଦିନିଆ…
ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡାଙ୍କୁ ନୂତନ ଦାଇତ୍ୱ, ଏମଏସଟିସି ଲିମିଟେଡର ସ୍ୱତନ୍ତ୍ର…
ଆଗାମୀ ୩ ବର୍ଷ ପାଇଁ ତୁଲାଇବେ ଦାୟୀତ୍ୱ ରାଜ୍ୟ ବିଜେପି ତରଫରୁ ଅଭିନନ୍ଦନ
ଭୁବନେଶ୍ୱର,(ଚକ୍ରଧର ମାଝି) : ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ତରଫରୁ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡାଙ୍କୁ ଏମଏସଟିସି ଲିମିଟେଡର ସ୍ୱତନ୍ତ୍ର ନିର୍ଦ୍ଦେଶିକା ଭାବେ…
ଖସି ପଡିଲା ବାୟୂସେନାର ମିଗ୍ ୩୬ ବିମାନ ।
baripada/ dillip mohanty : ମାର୍ଚ୍ଚ ୨୦ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୨ ସମୟରେ ପଶ୍ଚିମବଙ୍ଗ ରାଜ୍ୟ ଖଡ଼ଗପୁର ନିକଟ କଲେଇକୁଣ୍ଡା ବାୟୁସେନା ଘାଟିର ଏକ ପ୍ରଶିକ୍ଷଣ ବିମାନ ଆକାଶରେ ଉଡ଼ୁଥିବା ଅବସ୍ଥାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଥିଲା । ଉକ୍ତ ଅଗ୍ନିକାଣ୍ଡ ବିଷୟରେ ପାଇଲଟ ନଜରକୁ…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଉପରେ “ସି….” କରୁନି ବି ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ
କି ମହୁ ଲାଗିଛି କି ତୁଷାରଙ୍କ ଠାରେ, କଣ ସେ ଏତେ କାଢ଼ୁଆ
ଅବସରପରେ ବାରମ୍ବାର ପରିଚାଳନା ନିର୍ଦ୍ଦେଶକଙ୍କୁ ପୁନଃନିଯୁକ୍ତି
ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : ବହୁ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତୁଷାରକାନ୍ତି ପଣ୍ଡାଙ୍କ…
ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାୟନ ବର୍ଜନ
ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାୟନ ବର୍ଜନ
ବଲାଙ୍ଗିର(ନିରୋଜ ମିଶ୍ର)- ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟଠାରେ ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ମୂଲ୍ୟାଙ୍କନ କେନ୍ଦ୍ରରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ…
ଆଜିଠୁ ଯାଜପୁର ଜିଲ୍ଲା ପ୍ରଥମ ଦୁଇଦିନିଆ ଲୋକକଳା ମହୋତ୍ସବ
ଯାଜପୁର( ଜୟଶଙ୍କର ଦାଶ) : ଆଜିଠୁ ୨୦ ଓ ୨୧ ତାରିଖ ଦୁଇଦିନ ଧରି ଯାଜପୁର ଜିଲ୍ଲାସ୍ତରୀୟ ଲୋକ କଳା ମହୋତ୍ସବ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହେବ । ଏହି ମହୋତ୍ସବ ସମଗ୍ର ରାଜ୍ୟରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଥିବାରୁ ଜିଲ୍ଲାରେ ମଧ୍ୟ ଏହାକୁ ପ୍ରଥମ ଥର ପାଇଁ ପାଳନ…
ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର , ୧୨୮ଟି ଅଭିଯୋଗ ଶୁଣାଣି
ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ।
୧୨୮ଟି ଅଭିଯୋଗ ଶୁଣାଣି
ଯାଜପୁର(ଜୟଶଙ୍କର ଦାଶ) : ସୋମବାର ପୂର୍ବାହ୍ନରେ ଯାଜପୁର ବ୍ଲକ୍ର ଭୁବନେଶ୍ୱରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର …