ବିଶ୍ୱ ଶୌଚାଳୟ ଦିବସରେ ସଚେତନତା କାର୍ଯ୍ୟକ୍ରମ 

0

ଜମନକିରା : କୁଚିଣ୍ଡା ବ୍ଲକ ବକସମାଗ୍ରାମ ପଂଚାୟତରେ ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇ ଯାଇଛି | ବିଜୁ ଯୁବ ବାହିନୀ ଓ ଏସଏଚଜି ଗ୍ରୁପର ସଦସ୍ୟ ମାନେ ଗାଁ ଗାଁ ବୁଲି ଲୋକମାନଙ୍କୁ ପାଇଖାନା ବ୍ୟବହାର କରିବା ପାଇଁ ପ୍ରବର୍ତ୍ତାଇବା ସହ ସଚେତନ କରୁଥିବା ଦେଖିବାକୁ ମିଳିଥିଲା | ପାଇଖାନାର ବ୍ୟବହାର ଦ୍ୱାରା ଆମେ ସୁସ୍ଥ ନିରୋଗ ରହିବ ସହ ପରିବେଶକୁ ସୁସ୍ଥ ରଖିପାରିବ  ବୋଲି କର୍ମକର୍ତ୍ତାମାନେ କହିଥିଲେ | 

Leave A Reply

Your email address will not be published.