ତେରମାଣପୁର (ମଠସାହି)ରେ ଅଗ୍ନିକାଣ୍ଡ,ଜଳିଗଲା ୩ବଖରା,କାରଣ ଅସ୍ପଷ୍ଟ ଅଘଟଣ By SPNEWS On Nov 13, 2018 0 Share ତିର୍ତ୍ତୋଲ :ତିର୍ତ୍ତୋଲ ଥାନା ଅଧିନସ୍ଥ ସାଇଲୋ ପଞ୍ଚାୟତ ସ୍ଥିତ ତେରମାଣପୁର(ମଠସାହି)ଗ୍ରାମର ବଟକୃଷ୍ଣ ନାୟକ ପିତା ବିରବର ନାୟକଙ୍କ ଘରେ ସଂନ୍ଧ୍ଯା ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା।ଏହି ଅଗ୍ନିକାଣ୍ଡରେ ୩ବଖରା ଚାଳଛପର ଘର ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।ଖବରପାଇ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।କିନ୍ତୁ ସେତେବେଳକୁ ସବୁ ପୋଡି ପାଉଁଶ ହୋଇସାରିଥିଲା।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ଅଗ୍ନିକାଣ୍ଡ ବିଷୟରେ ତଦନ୍ତ ଚଳାଇଥିବା ଜଣାପଡିଛି। 0 Share FacebookTwitterGoogle+ReddItWhatsAppPinterestEmail