Sign in
Sign in
Recover your password.
A password will be e-mailed to you.
ରୀତା ଓ ଗୀତା ସନ୍ନ୍ୟାସୀ ଜାତୀୟସ୍ତରୀୟ ଜୁନିୟର ଖୋ-ଖୋ ଚାମ୍ପିୟନସିପ ଖେଳିବେ
ବଲାଙ୍ଗୀର/ ନିରୋଜ ମିଶ୍ର - ଆସନ୍ତା ୨୬.୦୩.୨୦୧୮ ରୁ ୩୦.୦୩.୨୦୧୮ ପର୍ଯ୍ୟନ୍ତ ମଣିପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ୧୮ବର୍ଷରୁ କମ୍ ଜୁନିୟର ଖୋ-ଖୋ ଚାମ୍ପିୟନସିପରେ ଜିଲ୍ଲା କ୍ରୀଡାସଂସଦ, ବଲାଙ୍ଗିର ସୃଷ୍ଟ ରୀତା ଓ ଗୀତା ସନ୍ନ୍ୟାସୀ ଦୁଇ ଭଉଣୀ ଓଡିଶା ରାଜ୍ୟ ଦଳ…
ମ୍ୟାଟ୍ରିକ ମୂଲ୍ୟାୟନ କେନ୍ଦ୍ରରେ ମିଳିତ ମଞ୍ଚର ଧାରଣା ଜାରି
ବଲାଙ୍ଗିର/NIROJ MISHRA : ମିଳିତ ମଞ୍ଚର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାର ମୂଲ୍ୟାୟନ କେନ୍ଦ୍ରରେ ଧାରଣା ଚାଲୁ ରହିଛି । ସରକାରଙ୍କ ପ୍ରତିଶୃତି ପାଣିର ଗାର ହୋଇଛି ବୋଲି ମତ ପ୍ରକାଶ ପାଇଛି । ସରକାର ଓଡିଶା ବାସୀଙ୍କୁ ସତ୍ୟପାଠ ପ୍ରତ୍ୟାହାର କରିବା ନାଁ ରେ ବିଭ୍ରାନ୍ତିକର ତଥ୍ୟ…
ଚୋପାଛଡା ଦକ୍ଷତା ବିକାଶ, କାଢ଼ୁଆ ବୈଷୟିକ ଶିକ୍ଷା
ବିପୁଟ୍ ସମେତ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ରେ ୨୦୦୦ରୁ ଅଧିକ ପଦବୀ ଖାଲି
ଭୁବନେଶ୍ୱର/ମାନସୀ ମିଶ୍ର : ରାଜ୍ୟର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିରେ ଥିବା ଦୁଇଟି ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୨ହଜାରରୁ ଅଧିକ ପଦବୀ ଖାଲି ପଡ଼ିଛି । ବିଧାୟକ…
ନବୀନ ବାବୁଙ୍କ ୧୭ ବର୍ଷର ବିକାଶ : ୯୫ ପ୍ରତିଶତରେ ପ୍ରତି ଶ୍ରେଣୀ ଲାଗି ଜଣେ ଲେଖାଏଁ ଶିକ୍ଷକ ନାହାନ୍ତି
୮୫ ପ୍ରତିଶତରୁ ଉର୍ଧ୍ଵ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀଗୃହ ନାହିଁ
ଭୁବନେଶ୍ୱର/ମାନସୀ ମିଶ୍ର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତରେ ପ୍ରତି ଶ୍ରେଣୀ ଲାଗି ଜଣେ ଲେଖାଏଁ…
ଲୋକକଳାର ମୃତ୍ୟୁ ନାହିଁ, ଏହାର ସମୃଦ୍ଧି ପାଇଁ ପ୍ରତ୍ୟେକଙ୍କ ଉଦ୍ୟମ ଜରୁରୀ ।
ଯାଜପୁର/jayshankar dash :ଲୋକକଳାର ମୃତ୍ୟୁ ନାହିଁ କିମ୍ୱା କଳାକାର କେବେ ହାରେ ନାହିଁ ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ବୁଧବାର ଅପରାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ୨ ଦିନିଆ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ …
ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଗସ୍ତର ସ୍ମାରକୀ ମାର୍ଚ୍ଚ ୨୩ : ଓଡିଶା ମାଟିରେ ପାଦ ଦେଇଥିଲେ ସତ୍ୟ ଓ ଅହିଂସାର ଦେବଦୂତ
ଭୁବନେଶ୍ୱର : ଜାତିର ଜନକ ମହାତ୍ମାଗାନ୍ଧୀ ତାଙ୍କ ପ୍ରଥମ ଓଡ଼ିଶା ଗସ୍ତରେ ଆସିଥିଲେ ୧୯୨୧ ମାର୍ଚ୍ଚ ୨୩ ତାରିଖ ଦୋଳପୂର୍ଣ୍ଣିମା ଦିନ ପ୍ରତ୍ୟୁଷରେ । ଏହି ପ୍ରଥମ ଗସ୍ତରେ ତାଙ୍କ ସହ ଥିଲେ ପତ୍ନୀ କସ୍ତୁରବା, ପୁତ୍ର ଦେବଦାସ ଓ ସେ ସମୟର ଅନ୍ୟତମ ନେତା ରାଜେନ୍ଦ୍ର ପ୍ରସାଦ । ଓଡ଼ିଶାରେ…
ମାଡିଆସୁଛି ଗ୍ରୀଷ୍ମ ଋତୁ : ପଦ୍ମପୁର ସହରରେ ସବୁଆଡେ ଦେଖାଦେବ ଜଳାଭାବ
ପଦ୍ମପୁର/ Nila Deep : ମାଡିଆସୁଛି ଗ୍ରୀଷ୍ମ ଋତୁ , ସବୁଆଡେ ଦେଖାଦେବ ଜଳାଭାବ । ମୁଖ୍ୟତଃ ସହରାଞ୍ଚଳରେ ଅଧିକ ଜନସଂଖ୍ୟା ହେତୁ ପାଣିର ଅଧିକ ପରିମାଣରେ ବ୍ୟବହାର ହୋଇଥାଏ । ପଦ୍ମପୁର ସହରରେ ଆଗରୁ ଜଳାଭାବ ଦେଖାଦେଇଛି। ଏହାର ସମାଧାନ ପାଇଁ ପଦ୍ମପୁର ସହରର ଜନସାଧାରଣ ଗରା ବାଲଟି ମାଠିଆ…
ପାଟଣାଗଡ଼ ଗିଫଟ ବୋମା ବିସ୍ଫୋରଣ : ପୂରା ସତ ଜାଣିଲେ ଆହତ ନବବଧୂ ରିମା
bolangir / Niroj Mishra : ପାଟଣାଗଡ଼ ଗିଫଟ ବୋମା ବିସ୍ଫୋରଣର ପୂରା ସତ ଜାଣିଲେ ଆହତ ନବବଧୂ ରିମା । ବିସ୍ଫୋରଣରେ ସ୍ୱାମୀ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ଖବର ଘଟଣାର ୨୫ ଦିନ ପରେ ଜାଣିଲେ ରିମା । କଟକ ମେଡିକାଲ୍ ପ୍ଲାଷ୍ଟିକ୍ ସର୍ଜରି ବର୍ନ ୱାର୍ଡରେ ସକାଳୁ ଟିଫିନ୍…
ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାୟନ ବର୍ଜନ
ମୂଲ୍ୟାୟନ ବର୍ଜନ ପାଇଁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ
ବଲାଙ୍ଗିର(ନିରୋଜ ମିଶ୍ର) ସ୍ଥାନୀୟ ବାଳିକ ବିଦ୍ୟାଳୟ ସମ୍ମୁଖରେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାୟନ ବର୍ଜନ ପାଇଁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଓଷ୍ଟା ରାଜ୍ୟସଭାପତି…
କଳାକାର ଦୁସ୍ଥ ନୁହେଁ ; ସ୍ୱାଭିମାନୀ ଓ କଳାପାଇଁ ସମର୍ପିତ- ଜିଲ୍ଲାପାଳ
ଯାଜପୁର(ଜୟଶଙ୍କର ଦାଶ): ପାରମ୍ପରିକ ଲୋକ କଳା ଆମ ସଂସ୍କୃତିର ପ୍ରତୀକ । ଏହାର ସୁରକ୍ଷା ଓ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା …