ମାଓବାଦୀଙ୍କ ଶହୀଦ ସପ୍ତାହର ତୃତୀୟ ଦିନ : ପାର୍ସାଲିରେ ମାଓ ବ୍ୟାନର ଓ ପୋଷ୍ଟର

ମାଓ ସଂଗଠନରେ ସାମିଲ ହେବାକୁ ଯୁବକଯୁବତୀଙ୍କୁ ଆହ୍ୱାନ ରାୟଗଡା/ ସରୋଜ ସାହୁ  ଶତ୍ରୁଠାରେ ଆତ୍ମ ସମର୍ପଣ କରିବା ଠାରୁ ଆତ୍ମହତ୍ୟା କରିବା ଭଲ |  ଶତ୍ରୁ ପାଇଁ ଜୀବନ ଦେବା ଏକ ପକ୍ଷୀର ପର ଠାରୁ ହାଲକା, ମାତ୍ର ଗରିବ ଲୋକ ପାଇଁ ଜୀବନ ଦେବା ହିମାଳୟ ପର୍ବତ ଠାରୁ ଓଜନିଆ | ସହିଦ ମାନେ…

ଆଖି ନାଇଁ କଣ ନାଇଁ,,,,ବାଧିଗଲେ ଦୋଷ ନାଇଁ 

ବଲାଙ୍ଗୀର ଜ଼ିଲ୍ଲା ପରିଷଦ କାର୍ୟାଳୟ ପାଚେରୀ ଟା କେମିତି ବିଉଟିଫୁଲ ଲାଗୁଛି !! NIROJ MISHRA/ BOLANGIR : ଭାରି ସୁନ୍ଦର ଲାଗୁଛି | ମୋଦିଜୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ତ | ମାନିବାକୁ ପଡିବ ଏଇ ରାଜନୈତିକ ଦଳର ନେତା ମାନଙ୍କୁ | ଭଲ ଜାଗା ଦେଖି ପୋଷ୍ଟର ମାରିଲେ ଲୋକଙ୍କ ଆକର୍ଷଣ ଆଉ…

କାଳିଆପାଣିରେ ସଜା, ମଉନେ ମୌନି ରାଜା 

ଭଗବାନଙ୍କ ଭାରୋସେ ଚାଲିଛି ଜୀବନ  ଯାଜପୁର (ବ୍ୟୁରୋଚିଫ ଜୟଶଙ୍କର ଦାଶ, ସୁବାସ ନାୟକ ଏବଂ ସନାତନ ମହାନ୍ତଙ୍କ ରିପୋର୍ଟ) ଖଣି ଖୋଳା ହେବ...କାରଖାନା ହେବ...ଲୋକଙ୍କ ବିକାଶ ହେବ...ଅଂଚଳ ହସି ଉଠିବ...ଦ୍ରୁତ  ଶିଳ୍ପାୟନ ଆଣିଦେବ ସେମାନଙ୍କ ମୁହଁରେ ହସ...ସେମାନେ ହସିବେ...ଆଉ ଓଡିଶା ବି…

ଗୁରୁପ୍ରିୟାକୁ ନେଇ ଲାଲ ବାହିନୀ ନିଆଁ 

 ପ୍ରଜାମେଳିରେ ହୁଙ୍କାର , ଖଣି ଖାଦାନ ଲୁଟ ପାଇଁ ସେତୁ କରିଛନ୍ତି ସରକାର ମାଲକାନଗିରିରୁ ସ୍ୱତନ୍ତ୍ର ପ୍ରତିନିଧି : ମାତ୍ର ଦିନ କେଇଟା ଯାଇନି ...ସମ୍ପର୍କର ସେତୁ ଗୁରୁପ୍ରିୟା ଉପରେ ଏବେ ଲାଲ ନଜର | ମାଓ ସପ୍ତାହ  ପାଳନ ଅବସରରେ ପ୍ରଜାମେଳି କରି ବିଷୋଦ୍ଗାର କରିଛି ଲାଲ ବାହିନୀ | ଲୋକଙ୍କ…

ଗଣମାଧ୍ୟମର ବ୍ୟବସାୟୀକରଣ କାମଳ ସାମ୍ବାଦିକତାକୁ ପ୍ରୋତ୍ସାହନ’

  ଓଡ଼ିିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ସମ୍ମିଳନୀ ବାଲେଶ୍ୱର,(ଉଜ୍ଜ୍ୱଳ ଚନ୍ଦ୍ର କର ): ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ (ଓୟୁଡବ୍ଲୁଜେ)ର ବାର୍ଷିକ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ‘ହରି  ପ୍ଲାଜା’ ପରିସରରେ ଆଜି ଅନୁଷ୍ଠିତ  ହୋଇଯାଇଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ…

ମୁଖ୍ୟ ଚିକିତ୍ସାଳୟରେ ଏମଆରଆଇ ସ୍କାନ ଉଦ୍ଘାଟିତ

ବାଲେଶ୍ୱର/Ujjwal kar : ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟାଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ଏମଆରଆଇ ସ୍କାନ ଚିକିତ୍ସା ବ୍ୟବସ୍ଥା’ ଆଜି ଉଦ୍ଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗଦେଇ ଏମଆରଆଇ…

 ‘ମାରୱାଡି ଯୁବ ମଞ୍ଚ’ ଏବଂ ‘ବାଲେଶ୍ୱର ରୋଟାରୀ କ୍ଲବ ଅନ ସି’ ପକ୍ଷରୁ  ମେଗା ରକ୍ତଦାନ ଶିବିର 

ବାଲେଶ୍ୱର/ ଉଜ୍ଜ୍ୱଳ କର : ‘ମାରୱାଡି ଯୁବ ମଞ୍ଚ’ ଏବଂ ‘ବାଲେଶ୍ୱର ରୋଟାରୀ କ୍ଲବ ଅନ ସି’ର ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହରର ହୋଟେଲ କଳିଙ୍ଗ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ…

ରାଣିତାଲ ସଡ଼କ ଦୁର୍ଘଟଣାରେ ୫ମୃତ ଛତ୍ରଛାତ୍ରୀଙ୍କ ପାଇଁ ଶୋକସଭା କଲା ଶହୀଦ୍ ଭଗତ୍ ସେନା 

   ଭଦ୍ରକ( ସତ୍ୟଭୂଷଣ ସ୍ୱାମୀ) : ଭଦ୍ରକ ରାଣିତାଲ ଠାରେ ଗତ ୧୯ତାରିଖରେ ସଡ଼କ ଦୁର୍ଘଟଣାରେ ୫ଛାତ୍ରଛାତ୍ରୀଙ୍କର ମୃତ୍ୟୁ  ହୋଇଥିଲା  । ଏହି ଘଟଣା ସାରା ରାଜ୍ୟ ବାସୀଙ୍କୁ ସ୍ତବ୍ଧ କରିଥିଲା । ମୁଖ୍ୟମନ୍ତ୍ରୀ ମୃତ ଛାତ୍ରୀଛାତ୍ରୀଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଘୋଷଣା କରିବା ସହ ଗୁରୁତର…

ଭାରତ ମହିଳା ଦଳ ପାଇଲା କ୍ରସ ଓଭର ଯୋଗ୍ୟତା

ଆୟର୍ଲାଣ୍ଡଠୁ  କମ ଗୋଲର ବ୍ୟବଧାନରେ ହାରିବା  ଆଣିଦେଲା ସୁଯୋଗ  ସୁଶାନ୍ତ ବେହେରା/ ଶାସକ ପ୍ରଶାସକ ବ୍ୟୁରୋ : ଆୟର୍ଲାଣ୍ଡ ଠାରୁ ୧-୦ରେ ପରାସ୍ତ ହେଲାପରେ ଭାରତୀୟ ମହିଳା ହକି ଦଳର ବିଶ୍ୱକପ ଯାତ୍ରାକୁ ନେଇ ବା କ୍ରସ ଭାର ଯୋଗ୍ୟତା ହାସଲ କରିବକି ନାହିଁ, ତାକୁ ନେଇ  ସୃଷ୍ଟି ହୋଇଥିବା…