Sign in
Sign in
Recover your password.
A password will be e-mailed to you.
ପୁଣି ପାରାଦୀପ ବନ୍ଦର ରଚିଲା ଇତିହାସ
୧୦୦.୧୨ ମିଲିୟନ ମେଟ୍ରିକ୍ ଟନ୍ କାର୍ଗୋ ପରିବହନ କରି ଏକ ଐତିହାସିକ ରେକର୍ଡ
ପାରାଦୀପ : ଚଳିତ ଆର୍ଥିକ ବର୍ଷ ୨୦୧୮ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ପାରାଦୀପ ବନ୍ଦର ୧୦୦.୧୨ ମିଲିୟନ ମେଟ୍ରିକ୍ ଟନ୍ କାର୍ଗୋ ପରିବହନ କରି ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି । ଏଥିସହିତ ସର୍ବଭାରତୀୟ…
ଅଗାଡିଆ ରାଜାକୁ ପାଳଚୁଣ୍ଟା ମନ୍ତ୍ରୀ, ପୂର୍ତ୍ତ ବିଭାଗରେ ଚାଲିଛି ଧୂର୍ତ୍ତ କାରବାର
ଧନ୍ୟ ମୁଖ୍ୟମନ୍ତ୍ରୀ, ଧନ୍ୟ ଆପଣଙ୍କ ସ୍ୱଚ୍ଛ ସରକାର
ଛତ୍ରଛାୟା ତଳେ ମାତିଛନ୍ତି ବ୍ଲାକ ଲିସ୍ଟେଡ଼ ଠିକାଦାର
ଭୁବନେଶ୍ୱରରୁ ଜ୍ଞାନେଶ୍ବର : ମଣିଷ ମାରି କଳା ତାଲିକାଭୁକ୍ତ ହେବା ପରେ ବି ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକଙ୍କୁ ଧୋକା ଦେଇ ଜଣେ ଠିକାଦାର ପୁଣି କାମ…
ଜନସେବା କେନ୍ଦ୍ର ମାଲିକଙ୍କ ଆତ୍ମହତ୍ୟା
ବାରିପଦା(Dillip Mohanty )- ବାରିପଦା ସହରର ତକତପୁରସ୍ଥିତ ଏକ ଜନସେବା କେନ୍ଦ୍ର ସହିତ କୋଚିଂ ସେଣ୍ଟରର ମାଲିକ ତଥା ଉକ୍ତ ଅଞ୍ଚଳରେ ଘରଭଡ଼ା ନେଇ ପରିବାର ସହିତ ବସବାସ କରିଆସୁଥିବା ୪୦ ବର୍ଷର ଯୁବକ ସନ୍ତୋଷ କୁମାର ପାଢ଼ୀ ମାର୍ଚ୍ଚ ୨୫ ରବିବାର ସକାଳ ସମୟରେ ଜନସେବା କେନ୍ଦ୍ରରେ ବେକରେ…
ବଳାଙ୍ଗୀ ମହୋତ୍ସବ ଟେଲେଣ୍ଟ ହଣ୍ଟ ମେଗା ଅଡିସନ ସିଜିନ-୩
ବାରିପଦା( ଦିଲ୍ଲୀପ ମହାନ୍ତି ) - ମୟୂରଭଞ୍ଜ ଜିଲ୍ଲାର ବିଲୋପ ପ୍ରାୟ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି, ପର୍ଯ୍ୟଟନ ଏବଂ ଐତିହ୍ୟର ସୁରକ୍ଷା ତଥା ସମୃଦ୍ଧି ନିମନ୍ତେ ୨୦୦୩ ରୁ ବାରିପଦା ଠାରେ ଅନୁଷ୍ଠିତ ହୋଇ ଆସୁଛି ରାଜ୍ୟସ୍ତରୀୟ ବଳାଙ୍ଗୀ ମହୋତ୍ସବ । ଏହି ଅବସରରେ ଅନୁଷ୍ଠିତ ହୋଇ…
ବିଜୁ ବାବୁ ଚାରା ଲଗାଇଥିଲେ, ଏବେ ପାଲଟିଛି ବିରାଟ ଗଛ
ଯାଜପୁର ପୌରପରିଷଦ ୧୫୦ବର୍ଷ ପୁର୍ତ୍ତୀ ଓ ୨୫ତମ ଜିଲ୍ଲା ପ୍ରତିଷ୍ଠା ଦିବସ
ଯାଜପୁର ଜିଲ୍ଲା ଏବେ ରାଜ୍ୟର ଶିଳ୍ପ ରାଜଧାନୀ : ମୁଖ୍ୟମନ୍ତ୍ରୀ
ଯାଜପୁରରୁ ଜୟଶଙ୍କର ଦାସ : ଯାଜପୁର ଜିଲ୍ଲା ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା । ପରାଧିନ ଭାରତରେ ସ୍ୱାଧୀନତା ଆନେ୍ଦାଳନ ପାଇଁ ଏହି ଜିଲ୍ଲାର…
ଏପ୍ରିଲ ପହିଲାରୁ ରାସ୍ତାରେ ଗଡିବନି ନମ୍ବର ବିହୀନ ଯାନ
ଭୁବନେଶ୍ୱର/chakradhar majhi : ଆଂଚଳିକ ପରିବହନ କର୍ତ୍ତୃପକ୍ଷଙ୍କ ଠାରୁ ବୈଧ ପଞ୍ଜୀକୃତ ନମ୍ବର ନଥାଇ କୌଣସି ଯାନ ଏପ୍ରିଲ ପହିଲାରୁ ରାସ୍ତାରେ ଗଡିପାରିବନି । ତେଣୁ କୌଣସି ଗାଡିର ବୈଧ ପଞ୍ଜୀକରଣ ନମ୍ବର ନପାଇବା ପର୍ଯ୍ୟନ୍ତ କୌଣସି ଗାଡି ଗ୍ରାହକଙ୍କୁ ହସ୍ତାନ୍ତର ନକରିବା ପାଇଁ ଗାଡି…
ଶେଷରେ ଗଣତନ୍ତ୍ରର ବିଜୟ ହେଲା, ହାର ମାନିଲା ଅମଲାତନ୍ତ୍ର
ଦୀର୍ଘ ୭ ବର୍ଷର ସଂଗ୍ରାମ ପରେ ବିସ୍ଥାପିତଙ୍କୁ ମିଳିଲା ଜମି ପଟ୍ଟା
ବାରିପଦା/ ଦିଲ୍ଲୀପ ମହାନ୍ତି : - ଶେଷରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ସମ୍ମୁଖରେ ଅମଲାତନ୍ତ୍ର ହାର ମାନିଲା । ବିଳମ୍ବରେ ହେଲେ ମଧ୍ୟ ଦୀର୍ଘ ୭ ବର୍ଷ ଧରି ନିଜର ହକ୍ ଆଦାୟ ପାଇଁ ଗାଣତନ୍ତ୍ରିକ ପଦ୍ଧତିରେ ମୟୂରଭଞ୍ଜ ଜିଲା…
ନାବାଳକ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା : କମ୍ୟୁନିଟି ସର୍ଭିସ ସେଣ୍ଟରରେ ଏକ ବର୍ଷ ଝାଡ଼ୁ ମାରିବେ ଅଭିଯୁକ୍ତ
ବାରିପଦା/ଦିଲ୍ଲୀପ ମହାନ୍ତି - ବାରିପଦା ପ୍ରିନ୍ସପାଲ ମାଜିଷ୍ଟ୍ରେଟ ଜୁଭେନାଇଲ ଜଷ୍ଟିଷ ବୋଡର଼୍ ଜଜ୍ ଅମୀୟ ରଞ୍ଜନ ଜେନା ଆଜି ଏକ ୧୨ ବର୍ଷର ନାବାଳକ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲାର ବିଚାର କରି ଅଭିଯୁକ୍ତ ୧୭ ବର୍ଷର ନାବାଳକକୁ କମ୍ୟୁନିଟି ସର୍ଭିସ ସେଣ୍ଟରରେ ଜିଲ୍ଲା ଶିଶୁ…
୧,୨୦,୦୨୮ କୋଟି ଟଙ୍କାର ବଜେଟ୍ ନୂଆ ଟିକସ ପ୍ରସ୍ତାବ ନାହିଁ, ହେଲେ ବଢିବ ପ୍ରଚଳିତ ଟିକସ
ଏବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ହେବ ୭୬,୪୮୩ କୋଟି ଟଙ୍କା
ଭୁବନେଶ୍ୱର, : ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଶୁକ୍ରବାର ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ୧,୨୦,୦୨୮ କୋଟି ଟଙ୍କାର ବଜେଟ୍ ଗୃହରେ ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ରେ ପୁଞ୍ଜିନିବେଶ…