Sign in
Sign in
Recover your password.
A password will be e-mailed to you.
ସୋସିଆଲ ମିଡିଆରେ ଗଣ୍ଡାଗଣ୍ଡା ପଲିଟିକାଲ ଜ୍ୟୋତିଷ : ମୂଳରୁ ମାଈପ ନାହିଁ , ପୁଅ ନାଁ ଗୋପାଳିଆ
ମିଡିଆରେ ବିଜେଡିକୁ ବଦନାମ କରିବାକୁ ଉଦ୍ୟମ : ବିଜେଡି
ଭୁବନେଶ୍ୱର/Gyaneswar : ନଗଦ ନଗଦ ପୋଖରୀରୁ ଧରାହୋଇ ଆସିଥିବା ଆଉ ଫକଫକ ଦେଉନଥିବା ମାଛରେ ପୋକ ପକାଇବା ଯଦି ଆବଶ୍ୟକ ତେବେ ଏବେ ସୋସିଆଲ ମିଡ଼ିଆ ସେଥିରେ ଉସ୍ତାଦ | କିଛି ଭଡାଟିଆ ଦଲାଲ ମାତିଛନ୍ତି ଏବେ ସୋସିଆଲ ମିଡିଆରେ, ଆଉ…
ହରିପ୍ରସାଦଙ୍କ ହରିବୋଲ, ଓଡିଶାର ମଙ୍ଗ ଧରିବେ ଟାଣୁଆ ନେତା ଜିତେନ୍ଦ୍ର ସିଂ
ଭୁବନେଶ୍ୱର:ଏଆଇସିସି ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଏକ ସମୟୋଚିତ ନିଷ୍ପତ୍ତି ଦ୍ୱାରା ଓଡିଶା କଂଗ୍ରେସରେ ଲାଗିରହିଥିବା ଏକ ଦ୍ୱନ୍ଦର ୍ରଅବସାନ ଘଟିଛି ।ଏଆଇସିସି ଓଡିଶା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ବି କେ ହରିପ୍ରସାଦଙ୍କୁ ଶେଷରେ ଓଡିଶା ଦାୟିତ୍ୱରୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ…
ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ଜୋନ୍ ଏବଂ ସହରାଂଚଳର ଶକ୍ତିକେନ୍ଦ୍ରରେ ବିଜେପି ପାଳନ କରିବ ଉକ୍ରଳ ଦିବସ : ବସନ୍ତ ପଣ୍ଡା
ଭାଷା ଓ ସଂସ୍କୃତିର ପୁନଃଜାଗରଣ କରିବା ପାଇଁ ଆଗାମୀ ଉତ୍କଳ ଦିବସ ଅବସରରେ ଓଡିଆ ଭାଷା ଓ ସଂସ୍କୃତିର ପୁର୍ନଜାଗରଣ କରିବା ପାଇଁ ବିଜେପିର ପ୍ରତ୍ୟେକ ସକ୍ରିୟ ସଦସ୍ୟମାନେ ସଂକଳ୍ପ ନେବେ
ଓଡିଆ ଭାଷାକୁ ମାନ୍ୟତା ପ୍ରଦାନ ଲାଗି ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମସ୍ତ…
ହିଂସାକୁ ବରଦାସ୍ତ କରାଯିବନାହିଁ: ନବ ନିଯୁକ୍ତ ଏସଡିପିଓ ରାହୁଲ ଜୈନ
ଖଣିଜ ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଗିରଫ
ବଡବିଲରୁ ଚିତରଂଜନ କର - କେନ୍ଦୁଝର ଜିଲ୍ଲା ବଡବିଲଥାନା ଠାକୁରାଣୀସ୍ଥିତ କେପି ଏଂଟର ପ୍ରାଇଜେସ ଖଣିରୁ ଖଣିଜ ପରିବହନକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ପୋଲିସ ଶୁକ୍ରବାର ଦିନ ୫ଜଣ ଟ୍ରକ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।…
ସିବିଏସ୍ଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଭେଟିଲା ଏବିଭିପି
ଭୁବନେଶ୍ୱର: ଚଳିତବର୍ଷ ସର୍ବଭାରତୀୟ ସ୍ତରରେ ହୋଇଥିବା ସିବିଏସ୍ଇ ପରୀକ୍ଷାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପରୀକ୍ଷାର କିଛି ସମୟ ପରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଏହି ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଅତିଶୀଘ୍ର କଠୋର ଦଣ୍ଡ ଦିଆଯାଉ ବୋଲି ଆଜି…
ବିଜେପିର ଚିଟ ଫଣ୍ଡ ଜମାକାରୀଙ୍କ ସ୍ୱାର୍ଥରକ୍ଷା ଉଦ୍ୟମ
ବାଲେଶ୍ୱରରୁ ଉଜ୍ଜ୍ୱଳ କର : ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବିଜେପି ପକ୍ଷରୁ ବିଭିନ୍ନ ସମସ୍ୟା ଉପରେ ଫୋକସ କରାଯାଉଛି । ଏହିକ୍ରମରେ ଚିଟ୍ଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ ନେଇ ଜିଲ୍ଲା ବିଜେପି ଅଣ୍ଟା ଭିଡ଼ିଥିବା ଲକ୍ଷ୍ୟ କରାଯାଇଛି ।…
ପୋଷ୍ୟ ଶିଶୁ ଗ୍ରହଣ ସମ୍ପର୍କିତ କର୍ମଶାଳା
ବାଲେଶ୍ୱରରୁ ଉଜ୍ଜ୍ୱଳ କର : : ରାଜ୍ୟ ଶିଶୁ ସୁରକ୍ଷା ସମିତି ଓଡ଼ିଶା, ରାଜ୍ୟ ମହିଳା-ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଏବଂ ବାଲେଶ୍ୱର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ମଳିତ ଆନୁକୂଲ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ରାଜ୍ୟସ୍ତରୀୟ ଏକ ଦିବସୀୟ କର୍ମଶାଳା ଜିଲ୍ଲାପାଳଙ୍କ…
ଚାଷକୁ ଗୁରୁତ୍ୱ ଚାଷୀକୁ ସମ୍ମାନ
କୃଷି ବିଭାଗରେ ୬ ହଜାରରୁ ଅଧିକ ପଦବୀ ଖାଲି
ଭୁବନେଶ୍ୱର: କୃଷି ବିଭାଗରେ ପ୍ରାୟ ୬ ହଜାର ପଦପଦବୀ ଖାଲି ପଡ଼ିଛି । ଏଥିଯୋଗୁ ରାଜ୍ୟ ସଚିବାଳୟଠାରୁ ଆରମ୍ଭ କରି କ୍ଷେତ୍ର ଦପ୍ତର ଏମିତିକି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ସମସ୍ୟା ଲାଗି ରହୁଛି ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ…
ଜହର ସୂଅ କବଳରେ ଜୀବନ
ବ୍ରାହ୍ମଣୀ ଏବଂ ଏହାର ଉପନଦୀ ଓ ଶାଖାନଦୀର ଜଳ ବହୁ ମାତ୍ରାରେ ପ୍ରଦୂଷିତ
ଭୁବନେଶ୍ୱର : ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଏବଂ ତାହାର ଉପନଦୀ ଓ ଶାଖାନଦୀଗୁଡ଼ିକର ଜଳ ବହୁ ମାତ୍ରାରେ ପ୍ରଦୂଷିତ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା କରାଯାଉଥିବା ପରୀକ୍ଷଣରୁ…
ମାସାର ୧୨ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ଏକ ଅଣରାଜନୈତିକ ଆଦିବାସୀ ଛାତ୍ର ସଙ୍ଗଠନ ମାସା ପକ୍ଷରୁ ଦିଆଯାଇଥିବା ଗୁରୁବାର ସକାଳ ୬ରୁ ସନ୍ଧ୍ୟା ୬ ୧୨ ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରାର ମିଶ୍ରିତ ପ୍ରଭାବ ଜନସାଧାରଣଙ୍କ ଉପରେ ପ୍ରତିଫଳିତ ହୋଇଥିବାର ପରିଲକ୍ଷିତ ହୋଇଛି । ବାରିପଦା…