ପଦ୍ମପୁର ଭାରତୀୟ ଜନତା ପାର୍ଟ୍ଟି ର ସାମ୍ବାଦିକ ସମ୍ମିଳନୀ : ୧୫ ତାରିଖରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

0

 ପଦ୍ମପୁର (ନୀଳ ଦୀପ) :  ବରଗଡ ଜିଲ୍ଲା ପଦ୍ମପୁର ଭାରତୀୟ ଜନତା ପାର୍ଟ୍ଟି ତରଫରୁ ଆଜି ଏକ ସାମ୍ବାସିକ ସମ୍ମିଳନୀ ଅନୁଷ୍ଠିତ  କରା ଯାଇଥିଲା । ଏହି ସମ୍ମିଲନୀ ରେ ପଦ୍ମପୁର ବିଧାୟକ ପ୍ରଦୀପ ପୂରୋହିତ ଯୋଗ ଦେଇ ଆସନ୍ତା ତା.୧୫.୧୨.୧୮ ରିଖ ଦିନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦ୍ମପୁରକୁ ଜନସମ୍ପର୍କ ଜାତ୍ରା ଏବଂ ଜନ ସମାବେଶ ପାଇଁ ଆସିବା କ୍ରାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଏହି ସମ୍ମିଳନୀରେ  ପଦ୍ମପୁର ଅଂଚଳର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ଏବଂ ବରଗଡ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତୀ ପ୍ରିତେଶ କୁମାର ବହିଦାର, ଅଶୋକ ମିଶ୍ର, ନାରାୟଣ ପୂରୋହିତ, ପାଲି ସିଂ, ସୁବାଷ ପାତ୍ର, ପ୍ରମୋଦ ମେହେର, ନରେଶ ସୁନ୍ଦର ସାହୁ, କୁନାଲ ପାଣିଗ୍ରାହି ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.