ପୃଥିବୀରେ ଶ୍ରେଷ୍ଠ  କୃତି ଗୁଡିକ ଯୁବାବସ୍ଥାରେ ହିଁ ଅଧିକ :ଜିଲ୍ଲାପାଳ ।

  ଯାଜପୁର/ jayashankar dash : ପୃଥିବୀରେ ଶ୍ରେଷ୍ଠ   ସମ୍ପଦ ଭାବେ ଯୁବ ସମ୍ପଦକୁ  ବିବେଚନା କରାଯାଏ ।  ୧୬ ରୁ ୪୫ ବର୍ଷ ବୟସର ଏହି ଯୁବ ବର୍ଗ ଗୋଟିଏ ଦେଶର ଭାଗ୍ୟ ବଦଳାଇବାର କ୍ଷମତା ଓ ଦକ୍ଷତା ରଖିଥାନ୍ତି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତ ଦେଇଚ୍ଥନ୍ତି ।  ମଙ୍ଗଳବାର ଗୈାତମ…

ଚାଷୀ ପରିବାରର ଚାଷରୁ ମାସିକ ହାରାହାରି ଆୟ :ଓଡ଼ିଶାରେ ମାତ୍ର ୧୪୦୭ ଟଙ୍କା , ପଞ୍ଜାବରେ ୧୦,୮୬୨ ଟଙ୍କା

ଭୁବନେଶ୍ୱର, ୨୭ା୦୩: ନିରୋଳା କୃଷିରୁ ଓଡ଼ିଶା କୃଷକ ପରିବାରର ହାରାହାରି ମାସିକ ଆୟ ମାତ୍ର ୧୪୦୭ ଟଙ୍କା । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି । ଏଥିରୁ ଓଡ଼ିଶାରେ କୃଷି ଓ…

ଭାରତ ଛାଡ଼  ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି କଥା କାହାର ମନେ ନାହିଁ 

ଜନ୍ମ ଶତବାର୍ଷିକୀ  : କେନ୍ଦ୍ର ସରକାର ପାଳୁଛନ୍ତି ଦିନ ଦୟାଲଙ୍କ , ରାଜ୍ୟ ସରକାର ବିଜୁଙ୍କର  ଭୁବନେଶ୍ୱର, ୨୭ା୦୩: ଓଡ଼ିଶା ସରକାର ଧୁମ ଧାମ  ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ କରିଥିବା ବେଳେ କେନ୍ଦ୍ର ସରକାର ଦୀନଦୟାଲ୍ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକୀ ରାଷ୍ଟ୍ରବ୍ୟାପୀ ପାଳନ…

ଓଡ଼ିଶାରେ ଚିହ୍ନଟ ସାମ୍ବାଦିକଙ୍କ ସଂଖ୍ୟା ୩୩୫୧ : ସ୍ୱାସ୍ଥ୍ୟବୀମା ପାଇଁ ଆବେଦନ କରିଛନ୍ତି ୭୬୨

ଭୁବନେଶ୍ୱର : ସରକାର ରାଜ୍ୟରେ ୩୩୫୧ ସଂଖ୍ୟକ ସାମ୍ବାଦିକଙ୍କୁ ଚିହ୍ନଟ କରିଥିବା ବେଳେ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ବର୍ତ୍ତମାନ ସୁଦ୍ଧା ୭୬୨ ଜଣ ସାମ୍ବାଦିକ ଆବେଦନ କରିଛନ୍ତି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ…

ଅଦାଲତ ଛାଟ ପରେ ଶିଶୁପାଳ  ପ୍ରଶାସନ

ବିଜେପି ଜିଲ୍ଲା ସଭାପତିଙ୍କ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନକରି ଫେରିଲା ବାରିପଦା(ଦିଲ୍ଲୀପ ମହାନ୍ତି )- ବିଜେପିର ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର ବସବାସ କରୁଥିବା ବାସଗୃହଟି ସରକାରୀ ଜମିକୁ ଜବରଦଖଲ କରି ମୁଣ୍ଡ ଟେକି ଉଠିଥିବାରୁ ଏହାକୁ ଜବରଦଖଲ…

ଜିଲ୍ଲାର ତୃତୀୟ ‘ଜନଔଷଧି କେନ୍ଦ୍ର’ ଉଦ୍ଘାଟିତ

ପ୍ରେସକ୍ରିପ୍ସନ ବେଳେ ଜନ ଔଷଧି ଲେଖିବାକୁ ଡାକ୍ତରଙ୍କୁ ରୋଗୀପରିବାର କହିବାର ଆବଶ୍ୟକତା ରହିଛି ବାଲେଶ୍ୱର(ଉଜ୍ଜ୍ୱଳ କର ): ବାଲେଶ୍ୱର ଜିଲ୍ଲାର ତୃତୀୟ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ‘ମୃତ୍ୟୁଞ୍ଜୟ  ଡ୍ରଗ୍ସ’ ସହରର କେନ୍ଦ୍ରୀୟ ବିଦ୍ୟାଳୟ ଛକଠାରେ ଆଜି ଉଦ୍ଘାଟିତ ହୋଇଯାଇଛି…

ଗୁଳିମାଡରେ ଟଳିଲେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ : ହତ୍ୟାକାରୀଙ୍କ ଟେର ପାଉନି ପୋଲିସ, ବ୍ୟବସାୟିକ…

  ଯଶୋବନ୍ତଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି : ଏସପି  କାମାକ୍ଷାନଗରରୁ ବିମଳ ବିଶ୍ୱାଳ : କିଛି ଦିନ ତଳେ ବିଜେଡିର ଜିଲ୍ଲା ମହିଳା ସଭାନେତ୍ରୀ ମିତାଞ୍ଜଳୀଙ୍କ ଦୁର୍ଘଟଣା ଜନିତ ଦେହାନ୍ତର ମାସେ ପୂରିନି , ଦୁର୍ବୃତଙ୍କ ଗୁଳିମାଡରେ ଢେଙ୍କାନାଳ  ଟଳିପଡିଛନ୍ତି  ଜିଲ୍ଲା ଯୁବ…

ଇଏ ମନ୍ତ୍ରୀ ନା ଜଉତିଷ, ନଇ ନଦେଖୁଣୁ ଲଙ୍ଗଳା ହେଲେଣି, କଳାବଜାରୀଙ୍କ ପୁଷମାସ 

  ଆଳୁକୁ ନେଇ  ସୂର୍ଯ୍ୟଙ୍କ ଆଗଚଲା ମନ୍ତବ୍ୟ ପାଇଁ ଅଡୁଆରେ ସରକାର ବିଜେପିର ଅଭିଯୋଗ ‘ମନ୍ତ୍ରୀଙ୍କ ମନ୍ତବ୍ୟ ପଛରେ ଜଳଜଳ ପିସି କାରବାର’  ଭୁବନେଶ୍ୱରରୁ ଚକ୍ରଧର ମାଝି : ପିଆଜ ଯନ୍ତ୍ରଣା ଥମି ଥମି ଆସିଲା ବେଳକୁ ଏବେ ମୁଣ୍ଡ ଉପରେ ଚଡକ ପଡି ପଡିସବାକୁ ଯାଉଛି ଆଳୁଦର  । ସାଧାରଣ ଲୋକଙ୍କ…

ପିଡିଏଚ୍ଆରଆଇ  ପକ୍ଷରୁ ରକୁଣା ରଥଯାତ୍ରାରେ ଜଳସେବା 

ଭୁବନେଶ୍ୱର  : ଅସହ୍ୟ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ରାସ୍ତାରେ ଜଳଛତ୍ରର ଆବଶ୍ୟକ ରହିଛି । ଏନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଜଧାନୀ ଜଳଛତ୍ର ଖୋଲାଯାଇଛି । ‘ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନ (ପିଡିଏଚ୍ଆରଆଇ) ପକ୍ଷରୁ ରକୁଣା ରଥଯାତ୍ରାରେ ଲିଙ୍ଗରାଜ ମନ୍ଦିର ଓ…

୩ ହଜାର କୋଟିରୁ ଉର୍ଦ୍ଧ୍ବ ଜଳକର ବାକି : ଅଦାଲତର କାଠଗଡ଼ାରେ ସରକାର

କେନ୍ଦ୍ର ସରକାରଙ୍କ ଏମସିଏଲ, ନାଲକୋ, ରେଳବାଇ ପ୍ରମୁଖ ଖିଲାପୀ  । ରାଜ୍ୟ ସରକାରଙ୍କ ଇଡକୋ, ଖଣି ନିଗମ, ଇଡକଲ ଉପରେ ବି ଗଡୁଛି ଜଳକର  । ଭୁବନେଶ୍ୱର : ବଡ଼ ବଡ଼ ଶିଳ୍ପସଂସ୍ଥା, ଖଣି ଖାଦାନ ଆଦି ଉପରେ ରାଜ୍ୟ ସରକାରଙ୍କର ପ୍ରାୟ ୩ହଜାର ୭୫ କୋଟି ଟଙ୍କା ବାକି ପଡ଼ିଛି । ଏହା ପୈଠ କରିବା…