ମାଗଣା କମ୍ପୁଟର ଶିକ୍ଷା ଗ୍ରହଣ କେନ୍ଦ୍ର ଉଦଘାଟିତ

ଯାଜପୁର ରୋଡ/ ଜୟଶଙ୍କର ଦାଶ : ଏନ୍.ସି କଲେଜ ଛକ ସ୍ଥିତ ପେସ୍ କମ୍ପୁଟର ଶିକ୍ଷା କେନ୍ଦ୍ର ଠାରେ ମାଗଣା କମ୍ପୁଟର ଶିକ୍ଷା ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ପୌରପରିଷଦ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, କମ୍ପୁଟର  ଶିକ୍ଷା କେନ୍ଦ୍ର ଠାରେ ପହଂଚି ଏହାର ଶୁଭ ଉଦଘାଟନ…

ଶିରିଡି ସାଇ ମନ୍ଦିରର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ 

  ପଦ୍ମପୁରରୁ ନୀଳ ଦୀପ -ପଦ୍ମପୁର ବ୍ଳକ କଲୋନୀ ସ୍ଥିତ ଶ୍ରୀଶ୍ରୀ ଶିରିଡି ସାଇ ମନ୍ଦିରର ପଞ୍ଚମ ପ୍ରତିଷ୍ଠା ଦିବସ ପବିତ୍ର ଅକ୍ଷୟତୄତୀୟା ଦିବସ ଅବସରରେ ପାଲିତ ହୋଇଯାଇଛି ।ଏହି ଅବସରରେ ସାଇ ଭକ୍ତମାନେ ସକାଳୁ ବାବାଙ୍କୁସ୍ନାନ କରାଇ ପୂଜା ଆଳତି କରିବା ପରେ ହୋମଜଜ୍ଞ ଅନୁଷ୍ଠିତ ହୋଇଥିଲା ।…

ଏ.ଟି.ଏମ ଅଚଳ, ବ୍ୟାଙ୍କରେ ମିଳୁନି ଟଙ୍କା, ଲୋକ ହନ୍ତସନ୍ତ 

ପଦ୍ମପୁରରୁ ନୀଳ ଦୀପ-ବରଗଡ଼ ଜିଲ୍ଲାର ପଦ୍ମପୁର ସହରରେ ମଧ୍ୟ ଟଙ୍କାର ଅଭାବ ପରିଲକ୍ଷିତ ହୋଇଛି ।ସହରରେ ଥିବା ସମସ୍ତ ଏଟିଏମ ଗତ ୪ ଦିନରୁ ଅଚଳ ହୋଇ ପଡିଥିବା ବେଲେ ବ୍ୟାଙ୍କ ମାନଙ୍କରେ ମଧ୍ୟ ସମ୍ପୂର୍ଣ୍ଣ ମାତ୍ରାରେ ନୋଟ ଅଭାବ ଦେଖା ଦେଇଛି ।ଏବେ ବିବାହ ସମୟ ହୋଇଥିବା ବେଳେଏଟିଏମ ଗୁଡିକ…

ଅକ୍ଷିତୃତୀୟାର ଭୁଲ ସୁଧୁରିଲା ଅକ୍ଷିତୃତୀୟାରେ : କଂଗ୍ରେସରେ ବ୍ରହ୍ମ  ପରିବର୍ତନ, ନିରଞ୍ଜନ ଧରିଲେ ମଙ୍ଗ 

  ଦକ୍ଷିଣ ଦାଇତ୍ୱରେ ପ୍ରଦୀପ, ପଶ୍ଚିମ ନବ, ଉପକୂଳ ସମ୍ଭାଳିବେ ଚିରଞ୍ଜୀବ ପ୍ରଚାର ଦାୟିତ୍ୱରେ ଭକ୍ତ, ଶୃଙ୍ଖଳା ରଖିବେ ହେମାନନ୍ଦ ସବୁ ନେତାଙ୍କ ଭିତରେ ସମନ୍ୱୟ ରଖିବେ ଜିତେନ୍ଦ୍ର     ଭୁବନେଶ୍ୱରରୁ ମାନସୀ ମିଶ୍ର :  ""ଓଡିଶାର ନେତା ଓ କରମୀ ମାନେ ମୋ ନା ପ୍ରସ୍ତାବ ଦେଇଥିବା ଯୋଗୁ…

କୁଖ୍ୟାତ ବାଲି ମାଫିଆଙ୍କ ବିଶ୍ୱାସଘାତକତା ଓ ଗୁଣ୍ଡାଗର୍ଦ୍ଧି

  କୋର୍ଟର କାଠଗଡ଼ାକୁ ଟାଣିଲେ ଲିଜଧାରୀ ପ୍ରଦୀପ ବାରିପଦା(Dillip Mohanty) )-  ୨୦୧୬ ଜୁନ ୩ରେ ବଡ଼ସାହି ତହସିଲଦାରଙ୍କ ଦ୍ୱାରା ବୈଶିଙ୍ଗା ଥାନା ଅନ୍ତର୍ଗତ ଡ଼ାହିସାହି ଗ୍ରାମର ପ୍ରଦୀପ କୁମାର ବିନ୍ଧାଣୀ ବଡ଼ସାହି ଥାନା ଅନ୍ତର୍ଗତ ଆରପଟା ମୌଜାରେ ଥିବା ନଦୀ ସୌରାତ(ବାଲିଘାଟ)କୁ ୫ ବର୍ଷ…

ସାଂସ୍କୃତିକ ଜାଗରଣ ହିଁ ଆଜିର ଅବକ୍ଷୟିତ ସମାଜକୁ ଶୃଙ୍ଖଳିତ କରିପାରିବ – ସରୋଜିନୀ 

   ଷୋଡଶ ବାର୍ଷିକ ବଳାଙ୍ଗୀ ମହୋତ୍ସବ ଉଦଯାପିତ ବାରିପଦା (ଦିଲ୍ଲୀପ ମହାନ୍ତି)  ମୟୂରଭଞ୍ଜ ଜିଲ୍ଲାରେ ଅବଲୁପ୍ତ ପ୍ରାୟ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ନିମନ୍ତେ ୨୦୦୩ ମସିହା ଠାରୁ ଓଡିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳନ ଅବସରରେ ବାରିପଦାର…

ବାଇକ ଚୋରକୁ ୩ମାସ ଜେଲ ଓ ଜୋରିମାନା ୫୦୦୦ ଟଙ୍କା

  ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ଏସଡ଼ିଜେଏମ ପ୍ରସନ୍ନ କୁମାର ବେହେରା ଏକ ବାଇକ ଚୋରୀ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଦେଢ଼ ବର୍ଷ ଜେଲ, ୫ ହଜାର ଟଙ୍କା ଜୋରିମାନା ଅନାଦେୟରେ ଅଧିକ ୩ ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ପ୍ରାପ୍ତ…

ଲୋକସଭା ସାଂସଦଙ୍କ ପ୍ରଚେଷ୍ଟାରେ ୱାଟର ଏଟିଏମ

ବଲାଙ୍ଗିର ସାଂସଦ କଳିକେଶ ନାରୟଣ ସିଂଦେଓଙ୍କ ଉଦ୍ୟମ କ୍ରମେ ବଲାଙ୍ଗିରରେ ଟାଟାଷ୍ଟିଲ ଏବଂ ଡେଲଟା ପିଓର ତରଫରୁ ବଲାଙ୍ଗିର ସହରର ଚିଲଡ୍ରେନ୍ ପାର୍କ ପାଖରେ ଏକ ୱାଟର ଏଟିମ୍ ର ଶୁଭାରମ୍ଭ ହୋଇଯାଅଛି । ବଲାଙ୍ଗିର ଜିଲ୍ଲାର କେତେକ ସ୍ଥାନରେ ପାଣିରେ ଫ୍ଲୋରାଇଡ୍ ମାତ୍ରା ଅଧିକ ହେଉଥିବାରୁ…

ପଦ୍ମପୁରରେ ନିର୍ମିତ  ହେବ ଏକ ସୁନ୍ଦର ମଂଚ : ବିଧାୟକ 

ବୁଢାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର  ସିରଜିନା ଉଛ୍ଛବ ୨୦୧୮  ପଦ୍ମପୁର(ନୀଳ ଦୀପ )-ଅକ୍ଷୟତୄତୀୟା ବୁଧବାର ଦିନ  ସଂଜୟ କୁମାର ବହିଦାରଙ୍କ ସଭାପତିତ୍ୱରେ ବୁଢାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରର ବାର୍ଷିକ ଉତ୍ସବ  ସିରଜିନା ଉଛ୍ଛବ ୨୦୧୮ ପାଲିତ ହୋଇଯାଇଛି ।…

ଶିକ୍ଷା ବିଭାଗର ଦୃଷ୍ଟି ପଡିବ କି ?

ପୃଥ୍ୱୀରାଜ ହାଇସ୍କୁଲ ଅସ୍ତିତ୍ବ ସଙ୍କଟରେ, ବୁଦ୍ଧିଜୀବୀ ଚିନ୍ତାରେ ବଲାଙ୍ଗୀରରୁ ନିରୋଜ ମିଶ୍ର :  ପାଟଣା ଷ୍ଟେଟର ସର୍ବପୁରାତନ ବିଦ୍ୟାଳୟ ପୃଥ୍ୱିରାଜ ହାଇସ୍କୁଲ ବଲାଙ୍ଗୀର ସହରର ମୁଖ୍ୟ ସ୍ଥାନରେ ଅବସ୍ଥିତ । ଏହି ସ୍କୁଲରୁ ଅନେକ ଛାତ୍ର ପାଠପଢ଼ି ରାଜ୍ୟ ,ଦେଶ, ବିଦେଶରେ ସୁନାମ ଅର୍ଜନ…