ଡୁଙ୍ଗୁରିପାଲି ଏଫ୍.ସି.ଆଇ.ସାମ୍ନାରେ ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ କରିବ କିଏ ???

   ଡୁଙ୍ଗୁରିପାଲି :  ଡୁଙ୍ଗୁରିପାଲି ଏଫ୍.ସି.ଆଇ.ସାମ୍ନାରେ ଚାଉଳ ବୋଝେଇ ଟ୍ରକ୍ ଗୁଡିକର ଲମ୍ବା ଧାଡି ପ୍ରାୟତଃ ଲାଗି ରହୁଛି ! ଏଠାରେ ବହୁ ସମୟରେ  ଟ୍ରାଫିକ୍ ସମସ୍ୟା ଉତ୍କଟ ଆକାର ଧାରଣ କରୁଛି !ଏଫ୍.ସି.ଆଇ. କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଟ୍ରକ୍ ଡ୍ରାଇଭର୍ ତାଙ୍କ ଦାୟିତ୍ବରେ…

ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ଧରିଲା ପୋଲିସ

  ନୟାଗଡ଼ରୁ ବିଶ୍ୱଜିତ ନାୟକ  : ନୟାଗଡ଼ ଟାଉନ୍‌ ଥାନା ଅଧୀନ ପୂରୁଣା ସହର ନିକଟସ୍ଥ ସାଗର ପୋଖରୀ ନିକଟରୁ ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ପୋଲିସ ଅଟକ ରଖିଛି। ସେମାନେ ହେଲେ ଘଡୁଆଳ ଗ୍ରାମର ସାହିଲ କୁମାର ସାହୁ ଓ ରତନପୁର ଗ୍ରାମର ରଞ୍ଜିତ କୁମାର ସାହୁ। ସେମାନଙ୍କ ନିକଟରୁ…

ମୋରଡ଼ାରେ  ବହୁଛି ବିରୋଧୀ ଝଞ୍ଜା: ସମ୍ଭାଳି ପାରିବେ କି ପ୍ରବୀଣ ମହାରାଜା 

ବାରିପଦା(ଜିଲ୍ଲା ପ୍ରତିନିଧି ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ)- ପାଖେଇ ଆସୁଛି ସାଧାରଣ ନିର୍ବାଚନ । ୨୦୧୯ ନିର୍ବାଚନୀ ମହାସଂଗ୍ରାମର ବିଗୁଲୁ ବାଜିବାକୁ ଯାଉଛି । ହାତ ଗଣତି କେତେକ ମାସ ପରେ ନିର୍ବାଚନୀ ଆଚରଣ ବିଧି ଲାଗୁ ହେବ । ସମୟ ସହିତ ତାଳ ଦେଇ ରାଜନୈତି ସମୀକରଣ ମଧ୍ୟ ବଦଳିବାରେ…

ସଲିଳ ନ ସିଞ୍ଚି ଦୂରୁ ଦଣ୍ଡବତ, କରିବାକୁ ଛନ୍ତି ଲୋକ ଶତଶତ : ଉତ୍କଳମଣିଙ୍କ ସ୍ମୃତି ଏବେ ଲଟା ବୁଦା ଆଢୁଆଳରେ 

ଏଇଠି ଦିନେ ବାସ କରୁଥିଲେ ବାରିପଦା ପୌରସଂସ୍ଥାର ପ୍ରଥମ ଉପାଧ୍ୟକ୍ଷ ତଥା ଓଡିଆ ଜାତିର ମଉଡମଣି ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାଶ  । ତାଙ୍କର ଏଇ ପୂଣ୍ୟପୀଠକୁ ଐତିହାସିକ ସ୍ମାରକୀ କରିବାରେ ବାରିପଦା ପୌର ପରିଷଦ, ରାଜ୍ୟ ସରକାର ତଥା  ପୂଜପୂଜା ପ୍ରାଣ ବାରିପଦିଆଙ୍କ ଭିତରେ ଆଗ୍ରହ ପ୍ରକାଶ…

ବାଇପାସ ରାଜନୀତିରେ  ପାଲଟା  ଜବାବ ଦେଲେ ଅର୍କେଶ : ପଛରୁ ଛୁରୀ ମାରି ଏବେ ଭଳେଇ ହେଉଛନ୍ତି ବାପପୁଅ 

 ବିରୋଧିଦଳ ନେତା  ଜବାବ ଦେବେକି ତାଙ୍କ ପାଖଲୋକ ପ୍ରକଳ୍ପରେ ଯାଉଥିବା  ପରିମାଣ ସରକାରଙ୍କ ଧାର୍ଯ୍ୟ ପରିମାଣରୁ ୧୯୦୦ ଗୁଣ ସରକାରୀ ବାବୁଙ୍କ ମଧୁଚନ୍ଦ୍ରୀକାରେ  ବର୍ଦ୍ଧିିତ   କରାଇ ପ୍ରକଳ୍ପ କରାଇ ନଦେବା ହିନ ପ୍ରୟାସ ବାଲାଙ୍ଗିର ବାସିଙ୍କ ପାଇଁ କୁଠାରଘାତ କି ନୁହେଁ | ଗତ ମୟୁନସିପାଲିଟି…

ଜିଲ୍ଲାସ୍ତରୀୟ ଆଦିବାସୀ ପ୍ରତିନିଧି ସମ୍ମିଳନୀ : ସରକାରୀ ଅର୍ଥରେ ବିଜେଡିର ଦଳୀୟ କାର୍ଯ୍ୟକ୍ରମ : ଝାମୁଁମୋ

ବିଜେଡି ନେତା ମାନେ  ଆଦିବାସୀ ପୋଷାକ ପିନ୍ଧି ମିଛରେ କୁମ୍ଭୀର କାନ୍ଦଣା କାନ୍ଦିବା ସାଙ୍ଗକୁ ନାଚଗୀତରେ ମାତି ଆଦିବାସୀ ଦିବସ ପାଳନ କରିବା ଏକ ପ୍ରହସନ ମାତ୍ର  ବାରିପଦା(ଦିଲ୍ଲୀପ ମହାନ୍ତି )- ଚଳିତ ଅଗଷ୍ଟ ୯ରେ ଭୂବନେଶ୍ୱରସ୍ଥିତ ଅଅଦିବାସୀ ପଡ଼ିଆ ପରିସରରେ ଆୟୋଜିତ ହୋଇଥିଲା ବିଶ୍ୱ…

ରାଉରକେଲା ଇସ୍ପାତ କାରଖାନାର ଦୀପିକା ଇସ୍ପାତ ଶିକ୍ଷା ସଦନ : ଅବହେଳିତ ବର୍ଗର ପିଲାଙ୍କ ବର୍ତ୍ତମାନ ଓ ଭବିଷ୍ୟତ ଗଢିବା…

  Rourkela/Sushanta Behera : ସେଲ ରାଉରକେଲା ଇସ୍ପାତ କାରଖାନାର ନିଃଶୁଳ୍କ ବିଦ୍ୟାଳୟ, ଦୀପିକା ଇସ୍ପାତ ଶିକ୍ଷା ସଦନକୁ ଯଦି କେହି ଭ୍ରମଣରେ ଯାଆନ୍ତି ଏବଂ  ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରନ୍ତି, ସେମାନଙ୍କର ପ୍ରତିଭା ସମ୍ପର୍କରେ ଅବଗତ ହୁଅନ୍ତି ଓ ଉଭୟ ପାଠ୍ୟ ତଥା…

କଳିଙ୍ଗନଗର : ବଜ୍ରାଘାତରେ ଯୁବକର ମୃତ୍ୟୁ 

ଡୁବୁରୀ : (ସନାତନ ମହାନ୍ତ)  -ଦାନଗଦୀ ବ୍ଲକ୍ ନଡିଆଭଙ୍ଗା ଗ୍ରା:ପ ରଙ୍ଗାହୁଡି ଗ୍ରାମର ଶମ୍ଭୁନାଥ ମହାନ୍ତ (୨୭) ପିତା୰ ଶଙ୍କଷଣମହାନ୍ତ ଆଜି ଦିନ ୩ ଟା ସମୟରେ ବଜ୍ରାଘାତରେ ମୃତ୍ୟୁବରଣକରିଛନ୍ତି | ଘରେ ତାଙ୍କର ବିଧବାମା , ସ୍ତ୍ରୀ ଓ ୮ମାସର ଶିଶୁ ପୁତ୍ର ଅଛନ୍ତି । ସେ ଆଜି ବିଲକାମ ସାରି…

ସକାଳୁଆ ସ୍କୁଲ ଥିଲା , ହେଲେ ପହଂଚି ପାରିଲେନି 

କାର-ବାଇକ ମୁହାଁମୁହିଁ ୨ ଶିକ୍ଷକ-ଶିକ୍ଷୟିତ୍ରୀ ମୃତ  ବୌଦ୍ଧ(ସିମୁନ୍ ନାଏକ)  ; ବୌଦ୍ଧ ଜିଲ୍ଲା ୫୭ ନଂ ଜାତୀୟ ରାଜପଥର ନୂଆପଡା ବ୍ରିଜ ନିକଟରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଘଟଣା ସ୍ଥଳରେ ହିଁ ବାଇକ ରେ ଥିବା ଦୁଇଜଣ ମୃତ୍ୟୁ  ହୋଇଥିଲା । ମୃତକ ଦୁଇଜଣ ହେଲେ ହରଭଙ୍ଗା ବ୍ଲକ…