Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସବ୍ଡିଭିଜନ୍ ପାଇଁ ଅନୁରୋଧ ଜଣାଇଲା ସେମିଳିଗୁଡ଼ା ନାଗରିକ ମଞ୍ଚ
ଭୁବନେଶ୍ୱର : ନନ୍ଦପୁର, ସେମିଳିଗୁଡ଼ା, ପଟାଙ୍ଗୀ, ନାରାୟଣପାଟଣା, ବନ୍ଧୁଗାଁ ଆଦି ଓଡ଼ିଶାର ସୀମାନ୍ତବର୍ତ୍ତୀ ବ୍ଲକ । ଏହିସବୁ ବ୍ଲକଗୁଡିକରେ ପଡେ଼ାଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟ ବିଭିନ୍ନ ସମୟରେ ଅବାଧ ଅନୁପ୍ରବେଶ କରୁଛି । ଏହାର ସଦ୍ୟତମ ଉଦାହରଣ ହେଉଛି କୋଟିଆ ଗାଁରେ ଆନ୍ଧ୍ର…
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୁଲତା ସମାଜର ଜନସାଧାରଣ
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର କୁଲତା ସମାଜ ବିଶେଷକରି ଏକ ଚାଷୀ ସମାଜ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଯେଉଁସବୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ସେଥିରେ ଏହି କୁଲତା ସମାଜ ଲାଭବାନ ହୋଇପାରିଛି । ସରକାରଙ୍କ ସମସ୍ତ ଯୋଜନା ଏହି ସମାଜ ପାଖରେ ପହଂଚିପାରିଛି । ଏଭଳି ସଫଳତା…
ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ ପଦ୍ମ ଘୁଂଚି ଘୁଂଚି ଯାଉଛି , ସରକାରୀ ଅଣଦେଖା
ଏକତା ମଞ୍ଚ ପକ୍ଷରୁ କାର୍ଯ୍ୟକ୍ଷମ ଦାବି
ଯାଜପୁରରୋଡ୍ (ସୁବାଷ ନାୟକ ): ଏକତା ମଞ୍ଚର ଜନସତ୍ୟାଗ୍ରହ ତୃତୀୟ ଦିବସରେ ଅଶୋଧିତ ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ଓଡ଼ିଶା ରାଜସ୍ୱକୁ ଯାଜପୁର ଜିଲ୍ଲା ସିଂହଭାଗ ଦେଉଥିବାବେଳେ ଜିଲ୍ଲାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର…
ବିଧାୟକ ଆୟୁବ ଖାଁ ଜାବୁଡ଼ା ମାରିଲେ
କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ଯୁବକଙ୍କୁ ସେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ତୁରେଇକେଲା ବ୍ଲକ କୁଇବାହାଲ ଗ୍ରାମର ସୁବାସ ପୁଟେଲ ନାମକ ଜଣେ ଯୁବକ ବିଧାୟକ ଆୟୁବ ଖାନଙ୍କ ପାଖକୁ କୌଣସି ଏକ ଘଟଣାକୁ ନେଇ…
ମୁଖ୍ୟମନ୍ତ୍ରୀ ମହୋଦୟ….ଆପଣଙ୍କ ଘୋଷଣା କି ପାଣିର ଗାର !!!!
୨୦୧୬ ସୁଦ୍ଧା ମୟୂରଭଞ୍ଜରୁ ବିମାନ ଘୋଷଣା ପାଲଟିଛି ପ୍ରହସନ
ବାରିପଦା(ଦିଲ୍ଲୀପ ମହାନ୍ତି )- ବିଜଦର ପ୍ରତିଶ୍ରୁତି ନିହେଁ ଗ୍ୟାରେଣ୍ଟି ଓ କଥାରେ ବିଶ୍ୱାସ ନୁହେଁ, କାର୍ଯ୍ୟରେ ବିଶ୍ୱାସ ନାରାରେ କେତେ ସତ୍ୟତା ଭରି ରହିଛି ତାହା ଭାତହାଣ୍ଡିରୁ ଗୋଟାଏ ଭାତ ଭଳି ୨୦୧୫ ନଭେମ୍ବର ୨୦ ଶୁକ୍ରବାର…
ନେତା ଆଉ ଟାଟା କମ୍ପାନୀ ମିଶି ଚାହୁଁଛନ୍ତି ଏ ଅଂଚଳର ପିଲା ମୂର୍ଖ ବା ଅପାଠୁଆ ହୁଅନ୍ତୁ !
କାଳିଆ ପାଣି./ଦୟାନିଧି ମହାନ୍ତ: ଆଦିବାସୀ ବହୁଳ ସୁକିନ୍ଦା ଖଣିଅଂଚଳ ଆଜି ଦେଖିବାକୁ ଗଲେ ସବୁ ଦିଗରୁ ଅନଗ୍ରସର l ଏ ଅଂଚଳରେ ବିଭିନ୍ନ କମ୍ପାନୀ ମାନଙ୍କର ମନାମାନୀ ଯୋଗୁ ଅନେକ ସରକାରୀ ସ୍କୁଲ କୁ ଅଣ ଦେଖା କରାଯାଉଛି ଆଉ କେତୋଟି ବନ୍ଦ ହୋଇ ଗଲାଣି l ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ରଂl…
ଲାଭ ଖାଇ ଅୟସ କରିବେ ଟ୍ରାକ୍ଟର ମାଲିକ, ଟିକସ ଗଣି ହନ୍ତସନ୍ତ ହେବେ ଲୋକେ
ବେଲଗାମ ଭାବେ ଚାଲିଛି ଲୁହା ଚକ ଲଗା ଟ୍ରାକ୍ଟର , ନଷ୍ଟ ହେଉଛି କୋଟି କୋଟି ଟଙ୍କାର ରାସ୍ତା ପ୍ରକଳ୍ପ
ବୌଦ୍ଧ (ସିମୁନ୍ ନାଏକ) ; ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗୁରୁତ୍ୱପୁର୍ଣ୍ଣ ସଡକ ଗୁଡିକୁ ଚିହ୍ନଟ କରି ଏଥିରେ ଗମନାଗମନ ଓ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର…
ଗାଲୁଆ ପ୍ରଶାସନକୁ ଚେତେଇବାକୁ ଲୋକଙ୍କ ଅଭିନବ ପ୍ରତିବାଦ
ଚାଲି ହେଉନଥିବା କାଦ ପଚପଚ ରାସ୍ତାରେ ତଳି ରୋଇଲେ ଭେଜିଗୋରା ଗ୍ରାମର ମହିଳା
ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ର ଭେଜିଗୋରା ଗ୍ରାମରେ ରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବା ରୁ ଏହି ରାସ୍ତା ଉପର ଦେଇ ଯାତାୟତ କରିବା ପାଇଁ ଗ୍ରାମବାସୀ ମାନେ ନାହିଁ…
ଛିଃ ଛିଃ ଇଏ କି ମାନସିକତା : କନ୍ୟା କଣ ଅଲୋଡା !!!
୫୭ନଂ ଏନ୍ଏଚ୍ ପୋଲ ତଳୁ ମିଳିଲା ମୃତ କନ୍ୟା ଭୃଣ
ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ନିର୍ଦ୍ଧିଷ୍ଟ କେତେକ ନିଛାଟିଆ ସ୍ଥାନ ଗୁଡିକରେ କିଛି ମାସ ବ୍ୟବଧାନରେ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ନବଜାତ ଶିଶୁ ର ମୃତ ଦେହ ମିଳିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା…
ଆରଏସପିର ୬୩ ଜଣ ବରିଷ୍ଠ ଅଧିକାରୀ ୨୫ ବର୍ଷ ସେବା ପୂର୍ତ୍ତି ନିମନ୍ତେ ସମ୍ବର୍ଦ୍ଧିତ
Sushanta Behera/Rourkela : ରାଉରକେଲା ଇସ୍ପାତ କାରଖାନାର ସିଇଓଙ୍କ କାର୍ଯ୍ୟାଳୟଠାରେ ଅଗଷ୍ଟ ୯ ତାରିଖରେ ଅନୁଷ୍ଠିତ ଏକ ଉତ୍ସବରେ ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ସିନିୟର ମ୍ୟାନେଜର ଓ ତଦ୍ଦୁର୍ଦ୍ଧ୍ଵ ସ୍ତରର ୬୩ ଜଣ ବରିଷ୍ଠ ଅଧିକାରୀଙ୍କୁ ଦୀର୍ଘ କାଳୀନ ସେବା ପୁରସ୍କାର ପ୍ରଦାନ…