Sign in
Sign in
Recover your password.
A password will be e-mailed to you.
ପାଞ୍ଚ ଦଫା ଦାବିରେ ଏକତା ମଞ୍ଚର ଜନସତ୍ୟାଗ୍ରହ
(ଯାଜପୁରରୁ ସୁବାସ ଚନ୍ଦ୍ର ନାୟକ): ଯାଜପୁର ଜିଲ୍ଲା ଗଠନକୁ ଗତ ଏପି୍ରଲରେ ୨୫ ବର୍ଷ ପୂରିଯାଇଛି । ରାଜ୍ୟ ତଥା ଦେଶରେ ଶିଳ୍ପ ଉନ୍ନତି ଜିଲ୍ଲା ଭାବେ ଏହା ପରିଚିତ । ବିଶେଷତଃ ଖଣିଖାଦାନ ଓ ଖଣିଜ ସମ୍ପଦକୁ ନେଇ ଏଠାରେ ଗଢ଼ିଉଠିଛି ଛୋଟବଡ଼ ଅନେକ କାରଖାନା । ଦେଶର ବିକାଶରେ ଜିଲ୍ଲା ଯେଭଳି…
“ଏଆଇଟିୟୁସି ପକ୍ଷରୁ ମୋଦି ହଟାଓ ଅଭିଯାନ ମୟୂରଭଞ୍ଜରୁ ଆରମ୍ଭ ହେଲା ।”
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଏଆଇଟିୟୁସି ଆହ୍ୱାନ କ୍ରମେ ସଂଯୁକ୍ତ ଓଡିଶା ଫରେଷ୍ଟଉଡ୍ ଏଗ୍ରିକାଲଚର ଏଣ୍ଡ ବିଲଡିଂ କନଷ୍ଟ୍ରସନ ୱାର୍କର୍ସ ୟୁନିୟନ, ଓଡିଶା ନିର୍ମାଣ ଶ୍ରମିକ ସଂଘ, ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘ, ବାରିପଦା ପୌରାଞ୍ଚଳ ପଟ୍ଟା ବିହିନ ବସ୍ତି…
କଂଗ୍ରେସ କାର୍ଯ୍ୟାଳୟରେ ଐତିହାସିକ କ୍ରାନ୍ତି ଦିବସ ପାଳିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ବାରିପଦା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଅଗଷ୍ଟ ୯କୁ ଐତିହାସିକ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ପତକା ଉତ୍ତୋଳନ ହେବା ପରେ ଜିଲ୍ଲା…
” ବିଜେଡି ଓ ଜେଡିୟୁ ସମଭାବାପନ୍ନ ଦଳ ହୋଇଥିବାରୁ ବିଜେଡି ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ କଲା”
ଭୁବନେଶ୍ୱର: ସଂସଦୀୟ ଗଣତନ୍ତ୍ର ପରମ୍ପରାରେ ବିଶ୍ୱାସ ରଖି ଆସୁଥିବା ବିଜୁ ଜନତା ଦଳ ବିବେଚନା କରେ ଯେ, ବାଚସ୍ପତି ତଥା ରାଜ୍ୟସଭା ଉପାଧ୍ୟକ୍ଷ ଭଳି ସାମ୍ବିଧାନିକ ପଦ ପାଇଁ ନିର୍ବାଚନ ଅପେକ୍ଷା ସର୍ବସମ୍ମତ ମନୋନୟନ, ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାର ପରିପନ୍ଥୀ ଅଟେ । ବିଜୁ ଜନତା ଦଳ ଶେଷ…
ଯୋଡା ସହରର ମୁଖ୍ୟ ରାସ୍ତାରେ ପିଲେଟ୍ ବିଚ୍ଛୁରିତ
ପଥଚାରୀ ଠାରୁ ଆରମ୍ଭ କରି ବାଇକ ଆରୋହୀ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ
ଯୋଡାରୁ ସମିର କୁମାର- କେନ୍ଦୁଝର ଜିଲା ଯୋଡା ସହରର ମୁଖ୍ୟ ରାସ୍ତାରେ ପିଲେଟ୍ ବିଚ୍ଛୁରିତ ହୋଇ ପଡିଥିବା ଦେଖିବାକୁ ମିଳିଛି । ମୁଖ୍ୟତଃ ଷ୍ଟେଟବ୍ୟାଙ୍କ ଛକ ରାସ୍ତାରେ ଏଣେ ତେଣେ ପିଲେଟ୍ ପଡିବା ଯୋଗୁଁ ସାଧାରଣ…
ବୌଦ୍ଧ ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ସୀତାଂଶୁ ରାଉତ
ବୌଦ୍ଧ/ଶିମୁନ ନାୟକ : ବୌଦ୍ଧଜିଲ୍ଲା ର ନୂତନ ଜିଲ୍ଲାପାଳ ଭାବେ ଶିତାଂଶୁ ରାଉତ ବୁଧବାର ଦିନ ଦାୟିତ୍ୱ ନେଇଛନ୍ତି l ବୁଧବାର ଦିନ ସେ ମଧ୍ୟାହ୍ନରେ ଏଡିଏମ୍ ଙ୍କ ଠାରୁ ଦାୟିତ୍ୱ ନେଇଥିବା ଜଣାପଡ଼ିଛି l ପରେ ହରଭଙ୍ଗା ବ୍ଲକ ଗ୍ରସ୍ତ କରି ଶୁକ୍ରବାର ପୁରୁଣାକଟକରେ ହେବାକୁ ଥିବା ଆମ ଗାଁ ଆମ…
ୱାଚମ୍ୟାନକୁ ମାଡ ମାରି ତହସିଲ ଅଫିସରୁ କାଗଜ ପତ୍ର ଚୋରି
ନୟାଗଡ /Biswajit Nayak : ବିଳମ୍ବିତ ରାତିରେ ଗଣିଆ ତହସିଲ କାର୍ଯ୍ୟାଳୟରୁ ଚୋରି ହୋଇଛି | ରାତ୍ରଜଗୁଆଳିଙ୍କ ହାତ ଗୋଡ ବାନ୍ଧି ନିସ୍ତୁକ ମାଡିମାରି ଚୋରି କଲେ ଦୁର୍ବୁତ୍ତ | ଦୁର୍ବୁତ୍ତଙ୍କ ଆକ୍ରମଣରେ ୱାଚମ୍ୟାନ ଜୟକୃଷ୍ଣ ରାଉତ ଗୁରୁତର ହୋଇଛନ୍ତି | ଗୁରୁତର ଅବସ୍ଥାରେ ତାଙ୍କୁ…
ବାଇପାସ୍ ନିର୍ମାଣ ଦାବିରେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ୨ ଦିନିଆ ବଲାଙ୍ଗିର ସହର ବନ୍ଦ
ବଲାଙ୍ଗିର/ନିରୋଜ ମିଶ୍ର : ଗତକାଲି ବଲାଙ୍ଗିର-ସମ୍ବଲପୁର ରାଜରାସ୍ତାର ଲକ୍ଷ୍ମୀଜୋର ନିକଟରେ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ଲୋକେ ଶବକୁ ରାସ୍ତା ଉପରେ ରଖି ୪ ଘଣ୍ଟା ରାସ୍ତାରୋକ କରିଥିବା ବେଳେ ।ଆଜି ଓ କାଲି ବଲାଙ୍ଗିର ସହର ବନ୍ଦ।…
ଗୁଣିଗାରେଡ଼ି ସନ୍ଦେହ : ଗଛରେ ବାନ୍ଧି ବାଡେଇ ବାଡେଇ ମାରିଦେଲେ
ଯୋଡ଼ାରୁ ସମୀର ନନ୍ଦ : ବାମେବାରୀ ଥାନା ଅନ୍ତର୍ଗତ ପିଢ଼ପୋଖରୀ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଅଭିଯୋଗ ଆସିଛି। ଗାଁରେ ୪ଜଣ ଯୁବକ ସୁଦାମ ମୁଣ୍ଡାଙ୍କୁ ଗତ ୬ତାରିଖରେ ହତ୍ୟା କରିବା ପରେ ଏକ ଗାତରେ ଫିଙ୍ଗିଦେଇଥିବା ଅଭିଯୋଗ କରାଯାଇଛି। ଅଭିଯୁକ୍ତ ଟୁଟୁ ମୁଣ୍ଡାଙ୍କ ମାଙ୍କ…
ଖଣି ଅଂଚଳ ରେ ଶିକ୍ଷା ପ୍ରତି ଅଣଦେଖା l
ଖଣି ଖାଦାନରେ ପରିପୂର୍ଣ ଏହି ଖଣି ଅଂଚଳ ଶିକ୍ଷା ପ୍ରତି କେତେ ଅବହେଳିତ ତାହା ପ୍ରମାଣିତ ହେଉଛି
କାଳିଆପାଣି ରୁ ଦୟାନିଧି ମହାନ୍ତ : କାଳିଆପାଣି ଦେହୁରି ସାହି ଗ୍ରାମର କୋମଳ ମତି ଛାତ୍ର ଛାତ୍ରୀମାନଙ୍କ ଠାରେ l ପ୍ରାୟ 30ରୁ ଅଧିକ ଏହି ଗ୍ରାମର ପିଲାମାନେ ଅଷ୍ଟମ ଶ୍ରେଣୀ ରୁ ଦଶମ …