କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଶାସନିକ ଅଧିକାରୀ ପ୍ରସଙ୍ଗ: ତୃତୀୟ ମହଲାକୁ ଟାର୍ଗେଟ କଲା ବିଜେପି 

ନିଜର ଅପାରଗତାକୁ ଲୁଚାଇବା ପାଇଁ ବିଜେଡି ଅଫିସରଙ୍କ ଉପରେ ଚାପ ସୃଷ୍ଟି  କରୁଛି: ବିଜେପି ଭୁବନେଶ୍ୱର ନ୍ୟାସନାଲ ଡାଟା ସେଂଟର ଉଦ୍ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏହା ଏକ ପବ୍ଲିକ କାର୍ଯ୍ୟକ୍ରମ ହୋଇଥିବା…

 ଗରମ ଧରିଲା  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଆଇଏଏସ ଅଶୋକ ମୀନାଙ୍କୁ ସର୍ବ ସାଧାରଣରେ ତାତ୍ସଲ୍ୟ କରିବା ପ୍ରସଙ୍ଗ

ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଜଣାଇଲେ ଅଫିସର ଓ କର୍ମଚାରୀ ସଂଘ    କେନ୍ଦ୍ରମନ୍ତ୍ରୀଙ୍କ ଅରୁଚିକର ମନ୍ତବ୍ୟ ସାମ୍ବିଧାନିକ ମୂଲ୍ୟବୋଧର ବିରୋଧୀ : ଆଇଏଏସ ସଂଘ  ରାଜ୍ୟ ବା କେନ୍ଦ୍ରର କୌଣସି ମନ୍ତ୍ରୀଙ୍କର ହ୍ୱିମରେ  ଅଫିସରମାନେ  ଚାଲିପାରିବେ ନାହିଁ : ଓଏଏସ ସଂଘ  ଭୁବନେଶ୍ୱର: …

  ମହାନଦୀ ପ୍ରସଙ୍ଗରେ ରମଣଙ୍କ ନାଲିଆଖି

  କହିଲେ "କାହାର ଦାମ ନାହିଁ ଆମକୁ ଅଟକାଇବାକୁ"  ଭୁବନେଶ୍ୱର:ମହାନଦୀକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଖୋଲା ଚ୍ୟାଲେଞ୍ଜ  ଛତିଶଗଡ଼ କାମକୁ କେହି ଅଟକାଇ ପାରିବେ ନାହିଁ  । ଏପରିକି ମହାନଦୀର ପାଣିକୁ ବ୍ୟବହାର କରିବାକୁ ଛତିଶଗଡ଼କୁ କେହି ଅଟକାଇ ପାରିବେ ନାହିଁ  । …

ଅଙ୍ଗ ବନ୍ଧ ଜଳ ସେଚନ ଯୋଜନା ନିର୍ମାଣ କାମ ହେବ  ତ୍ବରାନ୍ବିତ 

ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଳସମ୍ପଦ ପ୍ରମୁଖ ସଚିବ ଦେଲେ ପ୍ରତିଶ୍ରୁତି  ପଦ୍ମପୁର/Nila Deep - ମଙ୍ଗଳବାର ତାରିଖ ୨୯/୦୫/୨୦୧୮ ଅପରାହ୍ନରେ ରାଜୀବ ଭବନ ସ୍ଥିତ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ କକ୍ଷରେ ଅଙ୍ଗ ବନ୍ଧ ଜଳ ସେଚନ ଯୋଜନା ନିର୍ମାଣ ପାଇଁ ବୈଠକ…

ଚଳିତବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ବାଜିମାତ୍

 ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ ବାରିପଦା(ଦିଲ୍ଲୀପ ମହାନ୍ତି )-ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତବର୍ଷ ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇ ସର୍ବାଧିକ ସ୍ଥାନ ଅଧିକାର କରିଛନ୍ତି । +୩ ଶେଷ ବର୍ଷ କଳା, ବିଜ୍ଞାନ…

ମହାକାଳପଡ଼ା ପାଇଁ ୨୦୦ କୋଟିର ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଜନପ୍ରତିନିଧି ଭୁବନେଶ୍ୱର: ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକର ଜନସାଧାରଣଙ୍କ ପାଇଁ ୨୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଏକ ବୃହତ ପାନୀୟ ଜଳ ପ୍ରକଳ୍ପ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ଏଥିପାଇଁ ଏହି ଦୁଇଟି…

ଶାଳୀନତା ଆଉ ଶିଷ୍ଟାଚାର ଭୁଲି  ଅହଂକାର ଓ ଔଦ୍ଧତ୍ୟ ଦେଖାଉଛନ୍ତି ଧର୍ମେନ୍ଦ୍ର : ବିଜୟ 

"ଏହା ବୋଧ ହୁଏ ତାଙ୍କ ଶିକ୍ଷା, ଦୀକ୍ଷା ଆଉ ସଂସ୍କାର" ଭୁବନେଶ୍ୱର,: ପୂର୍ବରୁ କୌଣସି ମନ୍ତ୍ରୀ ନିଜକୁ ଏତେ ନୀଚ ସ୍ତରକୁ ନେଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଏପରି ସମାଲୋଚନା କରିନାହାନ୍ତି, ଯାହାକି ଅପାରଗ କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦର୍ଶନ କରିଛନ୍ତ | ଓଡ଼ିଶା…

କଣ୍ଟାମାଳ ଓ ହରଭଙ୍ଗା ବ୍ଲକ ରେ ତୈଳଦର ବୃଦ୍ଧି ପାଇଁ ଗର୍ଜିଲେ ବିଜେଡି

କଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ)  ଆନ୍ତର୍ଜାତିକ ବଜାରରେ ତୈଳଦର ଏବଂ ଭାରତୀୟ ବଜାରରେ ପେଟୋ୍ରଲିୟମ ପଦାର୍ଥର ଦର ମଧ୍ୟରେ ଅତ୍ୟଧିକ ତାରତମ୍ୟ ଲକ୍ଷ୍ୟ କରାଯିବା ସହିତ ଉପଭୋକ୍ତା ଉପରେ ଖୁବ ଆର୍ଥିକ ବୋଝ ପଡୁଥିବାରୁ ଦେଶ ବ୍ୟାପୀ ଏହା ଆଲୋଚନାର ବିଷୟବସ୍ତୁ ହୋଇଛି । ଏ…

ଗଞ୍ଜେଇ ବ୍ୟବସାୟର ଭୂସ୍ୱର୍ଗ :  ଘଂଟାପଡା ଫାଣ୍ଡି କେବେ ହେବ ଥାନା ?

କଂଟାମାଳ , ବୌଦ୍ଧ(ବଂଶିଧର ମାଝୀ/ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲାର ଶେଷ ସୀମାରେ ରହିଛି ଘଂଟାପଡା ଯାହା ଏକ ବିଚିତ୍ର ଭୌଗଳିକ ସ୍ଥତି ମଧ୍ୟରେ ଅବସ୍ଥିତ । ଘଂଟାପଡା ଅଂଚଳର ପଶ୍ଚିମରେ ଚିରତ୍ସୋତା ତେଲନଦୀ ସହ ଯୋଡି ହୋଇଛି ଉଭୟ ସୁବର୍ଣ୍ଣପୁର ଏବଂ ବଲାଙ୍ଗୀରର ପରିସୀମା । ସେହିପରି ଦକ୍ଷିଣରେ…

ଓଡ଼ିଶାର ଗୀତାଞ୍ଜଳି ସମଗ୍ର ଦେଶ ପାଇଁ ଉଦାହରଣ : ଜାତୀୟ କନକ୍ଳେଭରେ ଉଚ୍ଚ ପ୍ରଶଂସିତ

ଭୁବନେଶ୍ୱର : ଓଡ଼ିଶାର ଗୀତାଞ୍ଜଳି ସମଗ୍ର ଦେଶ ପାଇଁ ଉଦାହରଣ ପାଲଟିଛନ୍ତି । ୨୦୧୮ ମସିହା ମେ ୨୮ ତାରିଖ ଦିନ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା the ‘Niine Movement’s Menstrual Awareness Conclaveରେ ଓଡ଼ିଶାର ଢେ଼ଙ୍କାନାଳ ଜିଲ୍ଲାର  କପିଳାସ ବାଳିକା ଉଚ୍ଚବିଦ୍ୟାଳୟର ଦଶମ…