ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା କର୍ମକର୍ତ୍ତା 

0

ବଲାଙ୍ଗିର/Niroj Mishra –   ବଲାଙ୍ଗିର ଜିଲ୍ଲା  ବିଜୁ  ଯୁବ ଜନତା ଦଳର ଜିଲ୍ଲା କର୍ମକର୍ତ୍ତା ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ବିଜୁ ଯୁବ ଜନଦା ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ନାମ  ଆନୁଷ୍ଠାନିକ  ଭାବରେ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଯୁବ ସଭାପତି ଲୋଟସ ଷଢଙ୍ଗି  ବିଧିବଧ ଭାବେ  କର୍ମକର୍ତ୍ତାମାନଙ୍କ ନାମ ଘୋଷଣା କରିଥିଲେ । ଏହି କର୍ମକର୍ତ୍ତା ମାନେ ହେଲେ – ନଗର ସଭାପତି – ଦେବାଶିଷ ଦାସ, ଉପସଭାପତି ସାଗର ସଙ୍ଗମ ସତପଥି ( ବିନୁ), ଉପସଭାପତି ନିଳିମା ପୁଟେଲ, ଉପସଭାପତି ସରୋଜ ମେହେର, ଉପସଭାପତି ଅଜିତ ଯୋଶି, ଉପସଭାପତି ମନୋଜ କଠାର, ଉପସଭାପତି ବିଷ୍ଣୁ ପ୍ରସାଦ ଯୁଏଡ, ସାଧାରଣ ସମ୍ପାଦକ ମନୀଷ କୁମାର ମିଶ୍ର (ଟିକି), ସାଧାରଣ ସମ୍ପାଦକ ସନ୍ତୋଷ ଦନ୍ତା, ସାଧାରଣ ସମ୍ପାଦକ ବିଶ୍ୱଜିତ ହୋତା, ସାଧାରଣ ସମ୍ପାଦକ ସୁମନ୍ତ ସାହୁ, ସାଧାରଣ ସମ୍ପାଦକ ନିତିଶ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ସତ୍ୟ କମ୍ପ, ସମ୍ପାଦକ ରାଜୁ ବାଗ, ଲଲାଟେନ୍ଦୁ ପଟ୍ଟନାୟକ, ସମ୍ପାଦକ ନାରାୟଣ ସେଠ, ସମ୍ପାଦକ ଚିନ୍ମୟ ପଧାନ, ସମ୍ପାଦକ ସନ୍ତୋଷ କୁମାର ପଧାନ, ସମ୍ପାଦକ ଦେବବ୍ରତ ପାଣିଗ୍ରାହୀ, ରହିମ ଖାଁନ, ସମ୍ପାଦକ ସୁବୋଧ କୁମାର ପରିଛା (ଟିକୁ ), ସମ୍ପାଦକ ଆଲୋକ ବେହେରା, ସମ୍ପାଦକ ସଞ୍ଜିବ ସାହୁ, ସମ୍ପାଦକ କୁନାଲ ସରକାର, ସମ୍ପାଦକ ଉତ୍ତର ଭୋଇ, ସମ୍ପାଦକ ନରେଶ କୁମାର ଅଗ୍ରୱାଲ, ସୋସିଆଲ ମିଡିଆ ଇନଚାର୍ଜ ଦେବି ପ୍ରସନ୍ନ ମହାକୁର, କୋଷାଧ୍ୟକ୍ଷ ରମେଶ କୁମାର ଅଗ୍ରୱାଲ, ଲୋଇସିଂହା ବ୍ଲକ୍ କାର୍ଯକାରୀ ସଭାପତି ବିଣା ନାଏକ ।

ଏହି କାର୍ଯ୍ୟକ୍ରମ ଅବସରରେ  ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି କଳିକେଶ ନାରାୟଣ ସିଂହଦେଓ, କାର୍ଯ୍ୟକାରି ସଭାପତି ରାଜ୍ୟ ଯୁବ ବଜେଡି -ସଞ୍ଜିତ ମହାନ୍ତି, ଜୋନ ସଭାପତି- ଅଶୋକ ସାହୁ, ରଜ୍ୟ ଯୁବ ବଜେଡି ସମ୍ପାଦକ- ନିହାର ରଞ୍ଜନ ବେହେରା, ଜିଲ୍ଲା ଯୁବ ବିଜେଡି ସଭାପତି ଲୋଟସ ଷଡଙ୍ଗି, ରାଜ୍ୟ ବିଜେଡି ଉପଦେଷ୍ଟା -କୈଳାଶ ମହାନ୍ତି, ସଦର ବ୍ଲକ୍ ଅଧ୍ୟକ୍ଷ – ଗୋଲାପ ବାଗ, ପୌରାଧ୍ୟକ୍ଷା- ସନ୍ତୋସିନି ବେହେରା, ଉପାଧ୍ୟକ୍ଷା ଲପଶ୍ରୀ ସାଏ, ଜିଲ୍ଲା ବିଜେଡି ସମ୍ପାଦକ ଫିରୋଜ ଖାଁନ, ଜିଲ୍ଲା ବିଜେଡି ମୁଖ୍ୟ ସଂଯୋଜକ ପ୍ରଦ୍ୟୁତ ମିଶ୍ର ପ୍ରମୁଖ ଏ ଅବସରରେ ଉପସ୍ଥିତ  ଥିଲେ |  

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ – ନିହାର ରଞ୍ଜନ ସ୍ୱାଇଁ, ରାଜେନ୍ଦ୍ର ହୋତା, ମୁନା ଖାଁନ, ନରହରି ରାଉତ, ପୁର୍ଣ୍ଣଚନ୍ଦ୍ର ତ୍ରୀପାଠୀ, ଜଗନ୍ନାଥ ମିଶ୍ର, ପ୍ରତ୍ୟୁଷ ଯୋଶୀ, ପ୍ରଦୀପ ମହାପାତ୍ର, ଦେବେନ୍ଦ୍ର ପାତ୍ର, ପୃଥ୍ୱୀରାଜ ବରାଡ, ମମତା ଜେନା, କୁନୁ ସ୍ୱାଇଁ, ରାମ ନାଏକ, ସତ୍ୟ ନାଏକ, ଅଶ୍ୱିନୀ ପୁଟେଲ, ଥିକିନା ମାହାନା, ମୋତିଲାଲ କୁମ୍ଭାର, ଶିବ ପ୍ରସାଦ ସାହୁ ।  

Leave A Reply

Your email address will not be published.