Sign in
Sign in
Recover your password.
A password will be e-mailed to you.
ସରକାରଙ୍କର ସହଭାଗିତା କାର୍ଯ୍ୟକ୍ରମ ସଂପର୍କ ଯୋଡିବାର ଏକ ଶ୍ରେଷ୍ଠ ମାଧ୍ୟମ
ଛତିଶି ଦେବିଲିରେ ସହଭାଗିତା କାର୍ଯ୍ୟକ୍ରମ
ଯାଜପୁର, (ଜୟଶଙ୍କର ଦାଶ) ସରକାରଙ୍କର ସହଭାଗିତା କାର୍ଯ୍ୟକ୍ରମ ସଂପର୍କ ଯୋଡିବାର ଏକ ଶ୍ରେଷ୍ଠ ମାଧ୍ୟମ । ସମସ୍ତ ଯୋଜନାର ସଫଳତା ପାଇଁ ସହଭାଗିତାର କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ସଚେତନ କରାଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି…
ରେଡକ୍ରସ ପକ୍ଷରୁ କେତକୀଙ୍କ ପରିବାରକୁ ଚିକିତ୍ସା ସହାୟତା ।
ଯାଜପୁର, ଜୟଶଙ୍କର ଦାଶ: ବିଂଝାରପୁର ବ୍ଲକର ଅରେଇ ପଂଚାୟତ ପଦାସାହୀ ଗ୍ରାମର ପଂଚାନନ ଜେନାଙ୍କ ପତ୍ନୀ କେତକୀ ଜେନା ଓ ତାଙ୍କର ଦୁଇ କନ୍ୟା ମାନସିକ ଅବସାଦ କାରଣରୁ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବିଷପାନ ପରେ ଗୁରୁତର ତିନିଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…
ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ, ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ନୂଆଦିଲ୍ଲୀଠାରେ ଆଇବିଏ(ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ)ଙ୍କ ସହିତ ବ୍ୟାଙ୍କ ସମୂହ ମିଳିତ ସାମୁଖ୍ୟର ପ୍ରତିନିଧିମାନଙ୍କ ମଧ୍ୟରେ ବେତନ ବୃଦ୍ଧି ଆଦି ଦାବିର ଆଲୋଚନା ବିଫଳ ହେବା ପରେ ମଇ ୩୦ ବୁଧବାରଠାରୁ ସମଗ୍ର ଦେଶବ୍ୟାପି ବ୍ୟାଙ୍କ ଧର୍ମଘଟ ଆରମ୍ଭ…
ବସ୍-ବାଇକ ମୁହାଁମୁହିଁ ଧକ୍କା , ଶଳା-ଭିଣୋଇ ମୃତ
ବୌଦ୍ଧ , ( ସିମୁନ୍ ନାଏକ ) ; ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କେଉଟିପାଲି ଛକ ଠାରେ ବୁଧବାର ସକାଲ ୮ଟାରେ ଏକ ବସ୍ ସହ ବଇକ ମୁହାଁମୁହିଁ ଧକ୍କା ହୋଇ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ମିଶ୍ର ନାମକ ଏକ ଯାତ୍ରୀବାହି ବସ ( ଓଆର ୧୬ ଏ…
ରମଣ ସିଂହଙ୍କ ଔଦ୍ଧତ୍ୟପୂର୍ଣ୍ଣ ବକ୍ତବ୍ୟ ପ୍ରତିବାଦରେ ଯୁବ-ଛାତ୍ର ବିଜେଡିର ବିକ୍ଷୋଭ ଏବଂ କୁଶପୁତ୍ତଳିକା ଦାହ
ଭୁବନେଶ୍ୱର,୩୦/୫/୨୦୧୮: ଆନ୍ତଃରାଜ୍ୟ ନଦୀ ସଂକ୍ରାନ୍ତୀୟ ସମସ୍ତ ଆଇନ୍, କାନୁନ୍ ବିଧିବିଧାନକୁ ଉଲ୍ଲଂଘନ କରି ଓଡ଼ିଶାରେ ମହାନଦୀର ଜଳଧାରାକୁ ପ୍ରତିହତ କରୁଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଓଡ଼ିଶାବାସୀଙ୍କ ପ୍ରତି କଟା ଘା’ରେ ଚୁନ ସଦୃଶ । ଏହାର ପ୍ରତିବାଦରେ ଆଜି ବିଜୁ…
ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୧.୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ
ବୌଦ୍ଧ, (ସିମନ ନାଏକ) ; ବୌଦ୍ଧ ଜିଲ୍ଲା ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ପାଲଟି ଥିବା ବେଳେ ଏହି ରାସ୍ତା ଦେଇ ନିୟମିତଭାବେ ଜିଲ୍ଲାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ପଡୋଶୀ ଜିଲ୍ଲା ସୋନପୁର, ବଲାଙ୍ଗୀର ଓ କଲାହାଣ୍ଡି ଜିଲ୍ଲାକୁ ଚାଲାଣ ହେଉଥିବା ବେଳେ ପୋଲିସ୍ ହାତରେ ଧରାପଡିବା କିଛି…
ସରକାରୀ ଚାଉଳ ଆତ୍ମସାତ ମାମଲା : ଅଭିଯୁକ୍ତ କିରାଣୀଙ୍କୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ୫ଲକ୍ଷ ୯୮ହଜାର ୫ଶହଟଙ୍କା ମୂଲ୍ୟର ୪୭୫ କୁ୍ୟଣ୍ଟାଲ ସରକାରୀ ଚାଉଳ ଆତ୍ମସାତ ମାମଲାର ବିଛାର କରି ଅଭିଯୁକ୍ତ ପୂର୍ବତନ ଠାକୁରମୁଣ୍ଡା ବ୍ଲକର କିରାଣୀ କାମ୍ ଷ୍ଟୋର କିପର ତଥା ବର୍ତ୍ତମାନ…
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଫେରାର ଅଭିଯୁକ୍ତ କଟକରେ ଭିଜିଲାନ୍ସ ଦ୍ୱାରା ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )-କପ୍ତିପଦା ବ୍ଲକରେ କାର୍ଯ୍ୟରତ ଥିବା ଆପଗ୍ରେଡେ଼ଡ ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନାଙ୍କ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ପୈତୃକ ବାସଭବନ ସହିତ ବାଲେଶ୍ୱର ସହରର କାଳିଦାସପୁର ବାସଭବନ, ବାଲେଶ୍ୱର ବେଗୁନିଆସ୍ଥିତ ତାଙ୍କର…
ପଦାରେ ପଡିଛି କେନ୍ଦ୍ର-ଛତିଶଗଡ଼ ମଧ୍ୟରେ ମହାବୁଝାମଣା
ମହାନଦୀ ସଂପର୍କରେ ରମଣ ସିଂହଙ୍କ ବକ୍ତବ୍ୟ ଭ୍ରମାତ୍ମକ, ଅଯୌକ୍ତିକ ଓ ସମ୍ବିଧାନ-ସଂଘୀୟ ବିଧିବ୍ୟବସ୍ଥାର ପରିପନ୍ଥୀ ଏବଂ ସଂକୀର୍ଣ୍ଣ ରାଜନୈତିକ ମାନସିକତାର ପରିଚୟ | ହକ୍ ପାଇଁ ଓଡ଼ିଶାବାସୀଙ୍କ ସଂଗ୍ରାମ ଜାରି ରହିବ: ବିଜୁ ଜନତା ଦଳ
ଭୁବନେଶ୍ୱର,୩୦/୫/୨୦୧୮: ମହାନଦୀ ସମସ୍ୟା ଓ…
ପିଲାଚୋର ଗୁଜବ ନେଇ ଲୋକଙ୍କ ଭିତରେ କୋକୁଆ ଭୟ
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଣଓଡିଆଙ୍କୁ ନିସ୍ତୁକ ମାଡ ସହ ଅଟକ, ରାତି ଅଧିଆ ପହରା ଦେଉଛନ୍ତି ଗ୍ରାମବାସୀ
ବୌଦ୍ଧ, ( ସିମୁନ୍ ନାଏକ ) ; ସମ୍ପ୍ରତି ରାଜ୍ୟରେ ପିଲାଚୋରି ଘଟଣାକୁ ନେଇ ନାନା ଗୁଜବ ଶୁଣାଯାଉଥିବା ବେଳେ ମଙ୍ଗଳବାର ହରଭଙ୍ଗା ବ୍ଲକ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା…