Sign in
Sign in
Recover your password.
A password will be e-mailed to you.
ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଭୁବନେଶ୍ୱର ସାମ୍ବାଦିକ
ଭୁବନେଶ୍ୱର : ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିଥିବାରୁ ରାଜଧାନୀ ଭୁବନେଶ୍ୱରର ବହୁ ବରିଷ୍ଠ ସାମ୍ବାଦିକ ଶୁକ୍ରବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ତାଙ୍କୁ ଧନ୍ୟବାଦ ଜ୍ଞାପନ…
କନ୍ଧମାଳ ଜିଲ୍ଲାରୁ ଚାଲାଣ ହୋଇଥିବା ଆଦିବାସୀ ମହିଳାଙ୍କ ପତ୍ତା ନାହିଁ
ସତ୍ୟ ଲୁଚାଇବା ପାଇଁ ମାରିଦେବାକୁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ କଲେ ବିଧାୟକ
ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : ଶ୍ରମ ଆଇନ୍ ଅନୁଯାୟୀ, ଦାରିଦ୍ର୍ୟ ତଥା ପେଟ ବିକଳରେ ରୋଜଗାର ଉଦ୍ଦେଶ୍ୟରେ ଦାଦନ ଖଟିବା ପାଇଁ କିମ୍ବା ଦଲାଲ୍ମାଙ୍କ ମିଥ୍ୟା ପ୍ରରୋଚନାରେ ପଡ଼ି ବାହାରକୁ ଯାଉଥିବା…
ଜାମସେଠ ପ୍ରିମିୟର ଲିଗ ଉଦଘାଟିତ: ସେମିରେ ମାଣ୍ଡୋସିଲ
ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲା ପାଇକମାଳ ଜାମସେଠ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ୮ମ ଜାମସେଠ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି…
ଉପଜିଲ୍ଲାପାଳଙ୍କ ଡ୍ରାଇଭର ଓ ଚପରାଶିଙ୍କୁ ଅବସର ସମ୍ୱର୍ଦ୍ଧନା ।
ଯାଜପୁର(ଜୟଶଙ୍କର ଦାଶ) : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଯାନ ଚାଳକ ବସନ୍ତ କୁମାର ଦାଶ ଓ ଚପରାଶି ମଧୁସୂଦନ ମହାପାତ୍ରଙ୍କୁ ଶୁକ୍ରବାର ପୂର୍ବାହ୍ନରେ ଅବସର କାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଚ୍ଥି । ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା…
ମୁଖ୍ୟମନ୍ତ୍ରୀ ବାଂଟିଦେଇ ଗଲେ : ପଟ୍ଟା ଧରି ଭକୁଆ
ହରଭଙ୍ଗା ବ୍ଲକରେ ଭୂମିହିନ ପରିବାରଙ୍କୁ ପଟ୍ଟାବଂଟନ ନାଁରେ ପ୍ରହସନ
୫ ବର୍ଷ ହେଲା ରେକର୍ଡ ଥାଇବି ମିଳିପାରୁନି ସରକାରୀ ଯୋଜନାର ସୁଫଳ
ହରଭଙ୍ଗା , ବୌଦ୍ଧ (ସିମୁନ୍ ନାଏକ); ରାଜ୍ୟ ସରକାର ଭୂମିହିନ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଘରଡିହ ଯୋଗାଇଦେବା ପାଇଁ ପ୍ରତ୍ୟେକ…
“ମହିଳାଙ୍କୁ ସୁରକ୍ଷା ଦେବା ଦିଗରେ ସରକାର ଧୁତରାଷ୍ଟ୍ର “
କଣ୍ଟାମାଳରେ ଭାଜପା ମହିଳା ସୁରକ୍ଷାର ବିରାଟ ସାଧାରଣ ସଭା
କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ; ରାଜ୍ୟରେ ମହିଳାମାନଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର ବ୍ୟଭିଚାର ବୃଦ୍ଧି ପାଉଥିବା ବେଳେ ମହିଳା ମାନଙ୍କ ସୁରକ୍ଷା ବିପନ୍ନ ହୋଇପଡିଛି । ରାଜ୍ୟରେ ପ୍ରତିଦିନ ବାଳିକା…
ସ୍ୱାଭିମାନ କଥା ବାହାନା : ଅରୁଣଙ୍କୁ ବଦ୍ନାମ କରିବା ଥିଲା ଯୋଜନା
ଅରୁଣଙ୍କ ବିରୋଧରେ ଥିଲା ଯୋଜନାବଦ୍ଧ ଷଡଯନ୍ତ୍ର : ଧୀରେ ଧୀରେ ଖୋଲୁଛି ରାଜ
ବାରିପଦା(ଗିରିଜା ଦାଶ )- ଉତ୍ତର ଓଡ଼ିଶା ଛାତ୍ର ସଂସଦ ସଭାପତି ତୁଷାର କୁମାର ନାୟକ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଡ଼ଃ ଅରୁଣ ସାହୁଙ୍କ ବିରୋଧରେ ମଇ ୨୯ ମଙ୍ଗଳବାର…
ପରୀ ଏକ୍ସପ୍ରେସ ଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ : ବିଧାୟକ ଶ୍ରୀ ପୁରୋହିତ
ପରୀ ଏକ୍ସପ୍ରେସକୁ ପାଇକମାଲ ସହରରେ ସ୍ୱାଗତ
ପାଇକମାଲ/GOURANGA DASH/NILA DEEP -ବିଗତ କିଛି ବର୍ଷ ହେଲା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତହ୍ୟ ନିଷ୍ପାପ ଶିଶୁମାନଙ୍କୁ ଯୌନ ନିର୍ଯାତନା ଦେବା ଓ ହତ୍ୟା କରିବା ଘଟଣା ନିଶ୍ଚିତ ଭାବରେ ମାନବ ସମାଜକୁ ଲଜ୍ଜିତ କରୁଛି । ଏହି…
ଲଗାତାର ଭାବରେ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ
ଗାଇସିଲେଟ / ନୀଳ ଦୀପ : ଲଗାତାର ଭାବରେ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ବୁଧବାର ବରଗଡ ଜିଲ୍ଲା ଗାଇସିଲେଟ ଠାରେ ବିଜୁ ଜନତା ଦଳ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଗାଇସିଲେଟ ବିଡିଓ ସୁଧାଂଶୁ ଶେଖର ଭୋଇଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ମନୋଜ ପଣ୍ଡାଙ୍କ…
ସେପଟେ ନିଜ ପାଦ ତଳୁ ମାଟି ଖସିବାକୁ ବସିଲାଣି, ଏଠି ନେତାଙ୍କ ବାହାସ୍ପଷ୍ଟ ସରୁନି
ବିଜେପିକୁ ଲୋକ ତାର କର୍ମର ଉଚିତ ଜବାବ ଦେବେ : ବିଜୟ
ଭୁବନେଶ୍ୱର,: ଦେଶର ୧୦ଟି ରାଜ୍ୟର ୧୪ଟି ବିଧାନସଭା ଓ ଲୋକସଭା ଆସନ ଲାଗି ହୋଇଥିବା ଉପ-ନିର୍ବାଚନ ଫଳାଫଳରେ ବିଜେପି ଧରାଶାୟୀ ହୋଇଛି । ସଦାସର୍ବଦା ନିଜ ଢୋଲ ନିଜେ ପିଟିଆସୁଥିବା ବିଜେପିକୁ ଉପ-ନିର୍ବାଚନରେ ବଡ଼ ଝଟ୍କା ଲାଗିଛି ।…