Sign in
Sign in
Recover your password.
A password will be e-mailed to you.
ହରର କି ଅପରାଧ : ତା ପାଖରେ ପହଞ୍ଚିପାରୁନି ସରକାରଙ୍କ ଯୋଜନାର ସୁଫଳ
ଅଜଣା ରୋଗରେ ପୀଡିତ ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକତା ।
ପଦ୍ମପୁର/ଗାଇସିଲାଟ(ନିଳ ଦୀପ/କେଦାର ନାଥ ସାହୁ)-ଗାଇସିଲାଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମ ପଞ୍ଚାୟତର ଖୁଣ୍ଟପାଲି ଗ୍ରାମର ରଘୁନାଥ ବରିହାଙ୍କ ୬ବର୍ଷର ପୁଅ ହର ପ୍ରସାଦ ବରିହା ଜନ୍ମରୁ ଅଜଣା ରୋଗର ଶିକାର ହୋଇଛି।ବିଗତ…
ମୂଳରୁ ….ନାହିଁ, ପୁଅ ନା ଗୋପାଳିଆ
ଚାରା ନଥିଲା ଯେତେବେଳେ ଗଛ କଟା ହେଲା କେଉଁଠି ?
ଭୁବନେଶ୍ବର : ଢେଙ୍କାନାଳ ବିୟର ଫାକ୍ଟ୍ରି ପାଇଁ ହଜାର ହଜାର ଗଛକତାକୁ ନେଇ ଉତ୍ତେଜନା ହେବ ପରେ ରାଜ୍ୟ ସରକାର ସେଥିରୁ ବିରାଟ ରହିବା ପରେ ଏବେ ବିବାଦକୁ ଆସିଛି ଆଉ ଏକ ଗଛକାଟ ପ୍ରସଙ୍ଗ | ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ପାଇଁ…
ଓଡିଆ ପିଲାମାନେ ଅନ୍ୟକୁ ରୋଜଗାର ଦେବା ସହ ନିଜେ ମାଲିକ ମଧ୍ୟ ବନିବେ -ଧର୍ମେନ୍ଦ୍ର
ଖୋର୍ଦ୍ଧା ଜାଆଁଳାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ
ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଓଡିଆ ପିଲାଙ୍କୁ ସମ୍ମାନ ଏବଂ ସ୍ୱାଭିମାନ ସହକାରେ ବଂଚିବାର ରାସ୍ତା ଦେଖାଇବ । ଓଡିଆ ପିଲାମାନେ କେବଳ…
ଲାଜରେ ମୁଣ୍ଡ ତଳକୁ ହୋଇଯାଉଛି, ଏ ଶିକ୍ଷକମାନେ ଦୃଷ୍ଟିହୀନ ନା ଦାୟିତ୍ବହୀନ !!!
୬ ବହିଷୃତ,ପ୍ରଧାନ ଶିକ୍ଷୟତ୍ରୀ ସମେତ ୪ ନିଲମ୍ବିତ, ଅଭିଯୁକ୍ତ ଗିରଫ
କନ୍ଧମାଳ/ ଗଗନ କୁମାର ପ୍ରଧାନ : ସତରେ ...ଲାଜରେ ମୁଣ୍ଡ ତଳକୁ ହୋଇଗଲା ଭଳି ଘଟଣା | ଆମେତ ଆଶ୍ଚର୍ଯ୍ୟ ହେଉଛୁ ସେ ଆବାସିକ ବିଦ୍ୟାଳୟରେ କାର୍ଯ୍ୟରତ ବା ଦାୟିତ୍ୱରେ ଥିବା ଶିକ୍ଷକ, କର୍ମଚାରୀ ଦୃଷ୍ଟିହୀନ ନ…
୨୦ରୁ ବହୁଭାଷୀ ଜାତୀୟ ନାଟ୍ୟ ଉତ୍ସବ
ବଲାଙ୍ଗୀର/ନିରୋଜ ମିଶ୍ର : ଆସନ୍ତା 20ରୁ ଚାରି ଦିନ ଧରି ଆୟୋଜିତ ହେବାକୁ ଯାଉଛି ବହୁଭାଷୀ ଜାତୀୟ ନାଟ୍ୟ ଉତ୍ସବ । ଯେଉଁଥିରେ ଦେଶର ବଛା ବଛା ନାଟକ ଗ୍ରୁପ ଆସି ନାଟକ ପ୍ରଦର୍ଶନ କରିବେ । ତେବେ ଏହି ବିରାଟ ଉତ୍ସବର ଆୟୋଜନ ସ୍ଥାନୀୟ ଭୂମିକା ଅନୁଷ୍ଠାନ କରୁଥିବାବେଳେ ଶନିବାର ଏହି ଉତ୍ସବ…
“ସ୍ଥାନୀୟ ଅନୁଷ୍ଠାନମାନଙ୍କ ଦ୍ୱାରା ନୃତ୍ୟକଳା ପ୍ରଦର୍ଶନ ଜାତୀୟ ସ୍ତରଠୁ କୌଣସି ଗୁଣରେ କାମ ନୁହଁ”
ସପ୍ତମ ଓଡଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୧୯ ଉଦଯାପିତ
ଓଡ଼ଗାଁ : ମହୋତ୍ସବ ସ୍ଥାନୀୟ ଲୋକକଳା,ଐତିହ୍ୟ ଓ ସସ୍କୃତିର ବିକାଶ ପାଇଁ ଏକ ମାଧ୍ୟମ । ମଂଚ ମାଧ୍ୟମରେ ସାଂସ୍କୃତିକ କଳା ବିନିମୟ ଦ୍ୱାରା ନୂଆ ନୂଆ ସମ୍ପର୍କ ସୃଷ୍ଟି ହେବାସହ ପ୍ରତ୍ୟକ୍ଷ ଭାବେ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇ…
୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ପଂଚମ ଦିନର ଖେଳରେ ୟୁଥ କ୍ରିକେଟ କ୍ଲବ ରାଉଲକେଲା ଫାଇନାଲରେ ।
ସୋମବାର ଦିନ ପ୍ରଥମ ମ୍ୟାଚ ମହତାବ ସମ୍ବଲପୁର ଓ ପାଇଓନିଅର ପୁରୀ
ଏବଂ
ଦ୍ୱିତୀୟ ମ୍ୟାଚ ଗ୍ରୀନସ ଏକାଡେମୀ ଭୂବନେଶ୍ୱର ଓ ସ୍ପୋର୍ଟସ ଏକାଡେମୀ ରାଉଲକେଲା ମଧ୍ୟରେ ଅନୁଷ୍ଠିତ ହେବ ।
ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଙ୍ଗ…
ଦଳିତ ସଂଘ ତରଫରୁ ବାର୍ଷିକ ଦଳିତ ମହୋତ୍ସବ ।
ପଦ୍ମପୁର/ନିଳ ଦୀପ - ପଦ୍ମପୁର ଉପଖଣ୍ଡସ୍ଥ ଜମଲା ପଂଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ବିହାରୀ ଛତରଙ୍କ ଆବାହନରେ ଦଳିତ ସଂଘ ତରଫରୁ ଏକ ବିଶାଳ ବାର୍ଷିକ ମହୋତ୍ସବ ର ଆୟୋଜନ କରାଯାଇଥିଲା । ତେଜରାଜ ସୁନାଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଭୋଜରାଜ ବାଗ…
ପୁଣି ରାଜରାସ୍ତାକୁ ଓହ୍ଲାଇଲେ ବସ୍ତି ବାସିନ୍ଦା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୁଣି ରାଜରାସ୍ତାକୁ ଓହ୍ଲାଇଲେ ବସ୍ତି ବାସିନ୍ଦା, ତିତିଲି ବାତ୍ୟାଦ୍ବାରା କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଓ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଳମ୍ବ ଅଭିଯୋଗରେ ବସ୍ତି ସୁରକ୍ଷା ମଞ୍ଚର ଆହ୍ବାନ କ୍ରମେ ଶହ ଶହ…
ବିବେକାନନ୍ଦଙ୍କ ୧୫୭ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଦୋଳୋ ବନ୍ଧ ଉନ୍ନୟନ କମିଟି ଦ୍ୱାରା ଅନୁଷ୍ଠିତ ବିଶ୍ୱ ବିଦିତ କାଳଜୟୀ ବିବେକାନନ୍ଦଙ୍କ ୧୫୭ତମ ଜୟନ୍ତି ସ୍ଥାନୀୟ ବିବେକାନନ୍ଦ ବୂଟିଙ୍ଗ ପୋଖରି କୂଳଠାରେ ମହାସମାହରରେ ପାଳିତ ହେଇଯାଇଛି । ଆଜି ପୂର୍ବାହ୍ନରେ ପ୍ରାରମ୍ଭରେ ସଭ୍ୟ ବିଚିତ୍ରାନନ୍ଦ …