Sign in
Sign in
Recover your password.
A password will be e-mailed to you.
ଭାରତୀୟ ଅଣ୍ଡର-୧୯ ରଗବି ପ୍ରତିଯୋଗିତା: ଭାଗ ନେଲେ ଭାରତୀୟ ମହିଳା ଟିମ ସହିତ ୨୩ ରାଜ୍ୟରୁ ୩୦ ଗୋଟି ଦଳ ଓ ୧୨ ଶହ…
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦାସ୍ଥିତ ଆଇନ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମୟୂରଭଞ୍ଜ ଜିଲ୍ଲା ରଗବି ଫୁଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସର୍ବଭାରତୀୟ ଅଣ୍ଡର-୧୯ ରଗ୍ବି ପ୍ରତିଯୋଗିତା ଆରମ୍ଭ ହୋଇଛି । ସେପ୍ଟେମ୍ବର ୫ ବୁଧବାର…
ଭାଗବତ ଟୁଙ୍ଗି ଶିଲାନ୍ୟାସ କଲେ ପୂର୍ବତନ ମନ୍ତ୍ରୀ ।
ପଦ୍ମପୁର/ନୀଳ ଦୀପ -ରାଜବୋଡାସମ୍ବର ବ୍ଳକ ଭେଉଁରିଆ ପଞ୍ଚାୟତ ଅନ୍ତର୍ଗତ ବୁଧାପାଲି ଗ୍ରାମରେ ସାଂସଦ ପାଣ୍ଠିରୁ ପ୍ରଦତ୍ତ ଭାଗବତ ଟୁଙ୍ଗି ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ(ଶିଲାନ୍ୟାସ)ହୋଇଯାଇଛି । ଏହି ଶିଲାନ୍ୟାସ ଉତ୍ସବରେ ଭେଉଁରିଆ…
ତ୍ରିପାକ୍ଷିକ ଆଲୋଚନାରୁ ମିଳିଲାନି ଫଳ:ଦାବି ପୁରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ରାଜ୍ୟ ପରିବହନ ନିଗମ କର୍ମଚାରୀ…
ପଦ୍ମପୁର/ ନୀଳ ଦୀପ -ବୁଧବାର ୪ଘଣ୍ଟା ସମୟରେ ଓଡ଼ିଶା ରାଜ୍ୟ ପରିବହନ ନିଗମ ପଦ୍ମପୁର ବସଷ୍ଟାଣ୍ଡ ପରିସରରେ ସ୍ଥାନୀୟ ଓଡ଼ିଶା ରାଜ୍ୟ ପରିବହନ ନିଗମ କର୍ମଚାରୀ ସଙ୍ଘ ଆନ୍ଦୋଳନ ପରିପେକ୍ଷୀରେ ଏକ ତ୍ରୀପାକ୍ଷିକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ପ୍ରଶାସନିକ ତରଫରୁ ଡି.ଏମ ସମ୍ବଲପୁର ରାଜେନ୍ଦ୍ର…
ଜେଲ ଗଲେ ଏମପିସି କଲେଜର କୋଟିପତି ହେଡ କ୍ଲର୍କ
ବାରିପଦା(ଦିଲ୍ଲୀପ ମହାନ୍ତି )- ଏମପିସି ସ୍ୱୟଂସାସିତ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ପ୍ରଭାକର ପରିଡା (୫୬) ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବେଳେ ସେ ବୁଧବାର ଜେଲ ଯାଇଛନ୍ତି | ବୁଧବାର ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ…
ଆଦାନୀ ଫାଉଣ୍ଡେସନ ଦ୍ୱାରା ଗ୍ରାମ ପୁଷ୍କରିଣୀର ପଙ୍କ ଉଦ୍ଧାର
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) ବିଭିନ୍ନ ପଂଚାୟତଗୁଡ଼ିକରେ ଅପରିତ୍ୟକ୍ତ ପୋଖରୀଗୁଡ଼ିକୁ ପୁନଃ ବ୍ୟବହାରଯୋଗ୍ୟ ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଦୋସିଙ୍ଗା ପଂଚାୟତର ବାଲିସାହିସ୍ଥିତ ପଂଚାୟତ ପୁଷ୍କରିଣୀକୁ ପଙ୍କ ଉଦ୍ଧାର କରାଯାଇ ଗ୍ରାମବାସୀଙ୍କ ସୁବିଧା ପାଇଁ ଗାଧୁଆ ଘାଟ ନିର୍ମାଣ…
କେଜେ ଇସ୍ପାତର ମନମାନୀ ବିରୋଧରେ ଛଟେଇ କର୍ମଚାରୀଙ୍କ ଧାରଣା
ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ (ଶାସକ ପ୍ରଶାସକ) : ଗତ ୨୦୧୬ ମେ ମାସ ୪ ତାରିଖରେ ୧୩ଜଣ କର୍ମଚାରୀ ଙ୍କୁ କେଜେ ଇସ୍ପାତ କର୍ତ୍ତୂପକ୍ଷ ବେଆଇନ ଭାବେ ଛଟେଇ କରିଛନ୍ତି । ଛଟେଇ ଶ୍ରମିକଙ୍କ ପୁନଃ ନିଯୁକ୍ତିଦାବୀ କରି ସମସ୍ତ ଛଟେଇ କର୍ମୀ ସେତେବେଳେ ଆନ୍ଦୋଳନକୁ ଓହ୍ଲାଇଥିଲେ । କଳିଙ୍ଗନଗର ମଜଦୁର…
ରୁଗୁଡିପଡା ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ
ବଲାଙ୍ଗୀର : ରୁଗୁଡିପଡା ଶାରଦୀୟ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଯାଇଛି । ମାଁଙ୍କ ମୃଣ୍ମୟୀ ମୂତ୍ତି ନିର୍ମାଣ ପାଇଁ ବୈଦିକ ରୀତିନୀତି ଅନୁସାରେ ଭାଦ୍ରବ ଶୁକ୍ଳ ନବମୀ ତିଥିରେ ବିଲ୍ୱ ବୃକ୍ଷ ମୂଳରୁ ମୃତ୍ତିକା ସଂଗ୍ରହ କରାଯାଇଛି । ସ୍ଥାନୀୟ ଦୁର୍ଗା ମଣ୍ଡପଠାରେ…
ଦିଗହରା “ମୁଁ ବି ପଢ଼ିବି” କାର୍ଯ୍ୟକ୍ରମ ପାଇବ ନୂଆ ଜୀବନ !
ମୟୂରଭଞ୍ଜକୁ ବିଦ୍ୟାଳୟ ବାହାରେ ଛାତ୍ରଛାତ୍ରୀ ମୁକ୍ତ ଜିଲ୍ଲାରେ ପରିଣତ କରାଇବାକୁ ଘୋଷଣା କଲେ ଜିଲ୍ଲାପାଳ
ବାରିପଦା(ଦିଲ୍ଲୀପ ମହାନ୍ତି )- ଦିନେ ଅଭିଯାନ ଆରମ୍ଭ ହୋଇଥିଲା ସମଗ୍ର ଜିଲ୍ଲାର କୌଣସି ଜଣେ ଛାତ୍ର ଛାତ୍ରୀ ଯେମିତି ବିଦ୍ୟାଳୟରୁ ବାହାରେ ରହିବେ ନାହିଁ | ଆଉ ତାହାର ନେତୃତ୍ୱ…
ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ମହାରାଜପୁରସ୍ଥିତ ମୟୂରଭଂଜ କଲେଜ୍ ଅଫ୍ ଏକାଉନଟେନସି ଏଣ୍ଡ ମ୍ୟାନେଜମେଣ୍ଟର ପଦାର୍ଥ ଏବଂ ରସାୟନ ବିଜ୍ଞାନ ବିଭାଗର ନୂତନ ଛାତ୍ରଛାତ୍ରୀମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଧନା ଉତ୍ସବରେ ମୁଖ୍ୟ ଅତିଥି…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଦିବସ ପାଲିତ ।
ପଦ୍ମପୁର/ Nila Deep -ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ଗୁରୁଦିବସ ପାଳିତ ହୋଇଯାଇଛି ।ଶିଶୁମନ୍ଦିର ପରିସରରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରାମନାରାୟଣ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ସହ ତୁଳନା କରିବା ସହ ଗୁରୁଙ୍କ…