Sign in
Sign in
Recover your password.
A password will be e-mailed to you.
ବିଜେପିର ହିଂସାତ୍ମକ ରାଜନୀତି ପ୍ରତିବାଦରେ ଦଳ ଛାଡିଲେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ
ଯାଜପୁରରେ ବିଜେପିକୁ ବଡ଼ ଝଟ୍କା, ମଣ୍ଡଳ ସ୍ତରୀୟ ବିଜେପି ନେତାଙ୍କ ସହ ହଜାରେରୁ ଉର୍ଧ୍ଵ କର୍ମୀ ବିଜେଡିରେ ଯୋଗଦେଲେ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଏବଂ ଓଡ଼ିଶାରେ ବିଜେପିର ହିଂସାତ୍ମକ ରାଜନୀତିକୁ…
ସହରର ବହୁମାତ୍ରାରେ ମହିଳା ମାନେ ରକ୍ତ ଦାନ କଲେ
ପାଇକମାଲ ସହରରେ ରକ୍ତଦାନ ଶିବିର ।
ପାଇକମାଲ/Gouranga Dash/Neel Deep -ଆଜି ପାଇକମାଲ ଧର୍ମଶାଳା ଠାରେ ଯୁବ ସମାଜସେବୀ ନିଲେଶ ଅଗ୍ରୱାଲ ଙ୍କ ଉଦ୍ୟମ କ୍ରମେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ପଦ୍ମପୁର ରକ୍ତ ଭଣ୍ଡାର ର ଆବଶ୍ୟକତାକୁ କିଛି ପରିମାଣରେ ପୂରଣ କରିବା ପାଇଁ…
ଭିତ୍ତିଭୂମି ଜନିତ ଅଭାବ ତୁରନ୍ତ ପୂରଣ କରାଯିବ : ଜିଲ୍ଲାପାଳ
ଗଜପତି- ରୋଗୀ କଲ୍ୟାଣ ସମିତିର ଜିଲ୍ଲା ସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ
ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରଖାନା ଗୁଡିକରେ ଉତ୍ତମ ଭାବେ ରୋଗୀସ୍ୱାସ୍ଥ୍ୟ ସେବାଗୁଡିକ ଉପଲବ୍ଧ ହୋଇପାରିବ…
କଥା ରଖିଛି ଟାଟା : କଳିଙ୍ଗନଗରରେ୨୧ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ଟାଟା ଷ୍ଟିଲ
କଳିଙ୍ଗନଗରରେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପିତ
କଳିଙ୍ଗନଗର(ଜୟଶଙ୍କର ଦାଶ) : ଶିଳ୍ପାୟନର ଲାଭ ଲୋକଙ୍କ ନିକଟରେ ପହଂଚିବା ଆରମ୍ଭ ହୋଇଛି । ଏହି କ୍ରମରେ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨୧,୦୦୦ରୁ ଅଧିକ ଲୋକଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି…
ରନ୍ଧନ ଗ୍ୟାସ୍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ
ଭୁବନେଶ୍ୱର,ମାନସୀ ମିଶ୍ର : ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ବିଜୁ ମହିଳା ଜନତା ଦଳ ସଦସ୍ୟ ଓ କର୍ମକର୍ତ୍ତାମାନେ ରାଜମହଲ ଛକରେ ଏକତ୍ରିତ ହୋଇ ସବ୍ସିଡି ଯୁକ୍ତ ଓ ଅଣସବ୍ସିଡି ରନ୍ଧନ…
ପରୀ ଏକ୍ସପ୍ରେସକୁ ପଦ୍ମପୁର ସହରରେ ସ୍ବାଗତ ଓ ସଚେତନ ସଭା ।
ପଦ୍ମପୁର/Nila Deep -ବିଗତ କିଛି ବର୍ଷ ହେଲା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତହ୍ୟ ନିଷ୍ପାପ ଶିଶୁ ମାନଙ୍କୁ ଯୌନ ନିର୍ଯାତନା ଦେବା ଓ ହତ୍ୟା କରିବା ଘଟଣା ନିଶ୍ଚିତ ଭାବରେ ମାନବ ସମାଜକୁ ଲଜ୍ଜିତ କରୁଛି ।ସେହି କ୍ରମରେ ଏହି ଭଲି ଘଟଣା ଆମ ରାଜ୍ୟରେ ମଧ୍ୟ ବଢି ଚାଳିଛି ।ଏହି…
ଆରେ ରଣା, ବୁଲି ବୁଲି ସେଇ ଅଗଣା
ବିଳମ୍ବରେ ହେଜି ନୀରବ ଧର୍ମେନ୍ଦ୍ର ମୁହଁ ଖୋଲିଲେ, କହିଲେ ରମଣଙ୍କ ମନ୍ତବ୍ୟ ନିନ୍ଦନୀୟ
ଭୁବନେଶ୍ୱର/Manasi Misra : ଓଡ଼ିଶାର ସ୍ୱାର୍ଥ ସହ କୌଣସି ବୁଝାମଣା କରାଯିବ ନାହିଁ | ମହାନଦୀ ସଂପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଦେଇଥିବା ମନ୍ତବ୍ୟକୁ ଭୁଲ ବୋଲି କହିଛନ୍ତି କେନ୍ଦ୍ର…
ଲାଞ୍ଚୁଆ ଅବସରପ୍ରାପ୍ତ କିରାଣୀଙ୍କୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )-ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଏସଟିଆରର ଅବସରପ୍ରାପ୍ତ କିରାଣୀ ତଥା ବାରିପଦା ପୌରପରିଷଦର ଭଞ୍ଜପୁର ବିଜୟରାମଚନ୍ଦ୍ରପୁର ବାସିନ୍ଦା ମହାଦେବ ଘୋଷ(୬୩)ଙ୍କୁ…
ଧର୍ମେନ୍ଦ୍ରଙ୍କୁ ଶକ୍ତ ଜାବୁଡ଼ା ଦେଇ ଶଙ୍ଖ ଫୁଙ୍କିଲେ ଗାଲା
ସହସ୍ରାଧିକ ବିଜେପି ସମର୍ଥକଙ୍କ ସହ ବିଜେଡିକୁ ଘର ଲେଉଟାଣି, ଟେନ୍ସନ ଫ୍ରି ଅଶୋକ
ଭୁବନେଶ୍ୱର(ମାନସୀ ମିଶ୍ର) : ଗୋଟେ ସମୟ ଥିଲା ଗାଲା ଓରଫ ସଂଗ୍ରାମ ପାଇକରାୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଛାଇ ଭଳି ରହିଥିଲେ | କ୍ଷୀର ନିର ସମ୍ପର୍କ, ଯାହା ଭୁବବେଶ୍ୱର ବାସୀ ଦେଖିଛନ୍ତି | …
CHANDRABHAGA BEACH 1st BLUE FLAG BEACH OF ODISHA
Bhubaneswar : A "Clean" beach is the primary indicator of coastal environmental quality & management and economic health of beach tourism. However, coastal regions in India are highly susceptible to litter accumulation. The…