ସଭିଏଁ ପଢିବା ସଭିଏଁ ବଢିବା ଏଠି ପ୍ରହସନ :  ବାବୁଘର ପିଲା ଆସି ଏଥି ଗୋଟେ ଦିନ ପଡି ଯାଆନ୍ତୁ ନା !!!!

 ବରଗଡ଼(ଗୌରାଙ୍ଗ ଚରଣ ଦାଶ):-  କାହାକୁ ଉଦେଶମୂଳକ ଭାବେ ସମାଲୋଚନା କରିବା ଆମର ଉଦ୍ଦେଶ୍ୟ ନୁହେ | ସରକାରଙ୍କୁ ନିନ୍ଦା କରିବା ବି ଆମେ ଚାହୁଁନୁ | ହେଲେ ଗ୍ରାଉଣ୍ଡ ଜିରୋ ରିପୋର୍ଟ ଉପରେ ସରକାର ଓ ପ୍ରଶାସନର ଆଖି ଖୋଲି ଦେବା ପାଇଁ ଆମର ଉଦ୍ଦେଶ୍ୟ | ଏମିତି ହେଲେ ପିଲାଏ କେମିତି ବଢିବେ ଆଉ…

 କାମ କରୁଥିଲେ ନା… ଯୁବତୀ ବଦଳାଇ ପ୍ରେମ କରୁଥିଲେ !!!

ସତରେ ଭାରି ରଂଗୀଲା ନାଗର   ଏଇ ଜେଲର ପ୍ରବର: ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ....ଏବେ ତୃତୀୟ  ବଡ଼ବିଲ /ଚିତ୍ତ ରଞ୍ଜନ କର :ଦିନ ଯେତେ ଗଡୁଛି, ଅଭିଯୋଗ ସେତିକି ବଢୁଛି | ପଦାକୁ ଆସୁଛି ରସିକିଆ ଜେଲରଙ୍କ ରଂଗୀଲା କାରନାମା | ଭଦ୍ରକ ଥାନାରେ ଜଣେ ଯୁବତୀ ଗ୍ଲେଜ଼ୀଆ ନିଜକୁ ସମ୍ପୃକ୍ତ…

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଉତ୍ସବର: ଭଞ୍ଜ କଳା କେନ୍ଦ୍ରର କଳାକାରଙ୍କ ଚିତ୍ତାକର୍ଷକ ସାଂସ୍କୃତିକ…

ରାଉରକେଲା; ଗୋପବନ୍ଧୁ ସାଂସ୍କୃତିକ ସମିତି ଆନୁକୁଲ୍ୟରେ ରାଜଗାଙ୍ଗପୁର ଓସିଏଲ ପ୍ରେକ୍ଷାଳୟଠାରେ ଅଗଷ୍ଟ ୩ ତାରିଖରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ ରାଉରକେଲା ଭଞ୍ଜ କଳା କେନ୍ଦ୍ରର କଳାକାରମାନେ ମନମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି…

ରାଉରକେଲା ଇସ୍ପାତ କାରଖାନା ଆନୁକୁଲ୍ୟରେ ଗୁରୁ ଦିବସ ପାଳିତ 

ରାଉରକେଲା/ସୁଶାନ୍ତ ବେହେରା :  ରାଉରକେଲା ଇସ୍ପାତ କାରଖାନା ସହରସେବା ଶିକ୍ଷା ବିଭାଗ ଦ୍ଵାରା ସେପ୍ଟେମ୍ବର ୫ ତାରିଖରେ ଗୁରୁ ଦିବସ ପାଳନ ଅବସରରେ ସିଭିକ ସେଣ୍ଟର ଠାରେ ଆୟୋଜିତ ଉତ୍ସବରେ ଆଗାମୀ ପିଢୀର ଗଠନ ଓ ରାଷ୍ଟ୍ର ନିର୍ମାଣରେ ଶିକ୍ଷାକ୍ଷିକ୍ଷୟିତ୍ରୀଙ୍କ ଭୂମିକାର ଉଚ୍ଚ ପ୍ରଶଂସା…

  ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ସ୍ୱଛତା ଉପରେ ଗୁରୁତ୍ୱ  ଦେବା ଉଚିତ : ଜିଲ୍ଲାପାଳ 

ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ବିତରଣ  ଜଗତସିଂହପୁର :  ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟସ୍ୱଚ୍ଛ  ବିଦ୍ୟାଳୟ ପୁରସ୍ଖାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ…

ବଜ୍ରାଘାତରେ ମୃତ୍ୟୁ 

 ନୟାଗଡ଼/ବିଶ୍ୱଜିତ ନାୟକ  - ନୁଆଗାଁ ବ୍ଲକ ଖାଲମଡା ଗ୍ରାମର ମାଗି ଦୁହୁଡ଼ି ବୟସ-48ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣା ପଡିଛିI ସେ ବିଲକୁ କାମ କରିବାକୁ ଯାଉଥିବା ବେଳେ ବଜ୍ରାଘାତ ହୋଇଥିଲା 

ଘୁ ଉଦୟଗିରି ତହସିଲ ବରିଷ୍ଠ କିରାଣୀଙ୍କ ଅଫିସ ଓ ଘରେ ଭିଜିଲାନସ ଚଢ଼ାଉ  

ଘୁ ଉଦୟଗିରି/କନ୍ଧମାଳ (ଗଗନ  କୁମାର  ପ୍ରଧାନ ) : ଘୁ ଉଦୟଗିରି ତହସିଲ  ଅଫିସର ବରିଷ୍ଠ କିରାଣୀ ସୁଶୀଲ କୁମାର ସେନାପତିଙ୍କ  କାର୍ଯ୍ୟାଳୟରେ  ଭିଜିଲାନ୍ସ ଚଢ଼ାଉ ହୋଇଛି  | ଏଜ ସାଙ୍ଗରେ ତିନୋଟି ସ୍ଥାନରେ ଏହି ଚଢ଼ାଉ ହୋଇଥିବା ଜଣ ପଡିଛି | ତାଙ୍କ ଫୁଲବାଣୀ ସ୍ଥିତ   ପୈତୃକ ବାସଭବନ , ତାଂକ…

ଟଙ୍କା  ଦେଲେ ଭୂମିହୀନଙ୍କୁ ମିଳିବ ଜମି !!!!!!!

 ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ କନ୍ଧମାଳ : ଘୁ ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷଙ୍କ ନାମରେ ଭୂମି ହୀନ ହିତାଧିକାରୀ ଆଣିଲେ ଗୁରୁତର ଅଭିଯୋଗ | ଭୂମିହୀନକୁ ଜମି ଯୋଗାଇଦେବା ପାଇଁ ୫୦୦୦୦ରୁ ଲକ୍ଷେ ତାଙ୍କ ଦାବି କରିଥିବା ଅଭିଯୋଗ ଆଣିଛନ୍ତି ହିତାଧିକାରୀ | ଏ…

ମହରମ : ଧିରଶବ୍ଦରେ  ରାତ୍ର ୧୦ଟା ପୂର୍ବରୁ ସରିବ ତାଜିଆ ଶୋଭାଯାତ୍ରା

ଭଦ୍ରକରେ ମହରମପର୍ବ ଉପଲକ୍ଷେ  ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ   ରାସ୍ତାକୁ ପାର କରାଯାଇ ଲାଗି ପାରିବନି  ତୋରଣ ବା ହୋଡ଼ିଙ୍ଗ   ସୋସିଆଲ ମିଡ଼ିଆ ଉପରେ ଲାଗିଲା କଟକଣା ଭଦ୍ରକ/ସତ୍ୟ ଭୂଷଣ ସ୍ୱାମୀ - ଭଦ୍ରକରେ ମହରମପର୍ବ ପାଳନ ଉପଲକ୍ଷେ  ସମନ୍ୱୟ କମିଟି ବୈଠକ ଜିଲ୍ଳାପାଳଙ୍କ…