Sign in
Sign in
Recover your password.
A password will be e-mailed to you.
ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି
ରାୟଗଡରୁ ସରୋଜ କୁମାର ସାହୁ: ଏବେ ରାଜ୍ୟରେ ଚାଲିଛି ନିର୍ବାଚନ ହାୱା | ସମସ୍ତଙ୍କର ଟାର୍ଗେଟ ରେ କଲେଜ କ୍ୟାମ୍ପସ । ଆସନ୍ତା ଅକ୍ଟୋବରରେ ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ମର୍ମରେ ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ଗତ ସପ୍ତାହରେ…
ନାଗରିକ ମଞ୍ଚ ର ଉଦ୍ୟମ ଯୋଗୁଁ ଗଠନ ହେଲା “ସଂଯୁକ୍ତ କ୍ରିୟାନୁଷ୍ଠାନ କମିଟି”
ଟିଟିଲାଗଡରୁ ସୁନୀଲ ବେହେରା : ଟିଟିଲାଗଡ ରେ ଉପୁଜୁଥିବା ଛୋଟ- ବଡ଼ ସମସ୍ୟା ର ସ୍ଥାୟୀ ସମାଧାନ ସକାଶେ ଆଜି ସ୍ଥାନୀୟ ଶ୍ରୀ ମହାବୀର ପଞ୍ଚାୟତି ଧର୍ମଶାଳା ରେ ନାଗରିକ ମଞ୍ଚ ର ଆହ୍ୱାନ କ୍ରମେ Joint Action Commitee ର ଗଠନ ହୋଇ ଥିଲା। ଉକ୍ତ ବୈଠକ ରେ ସହର ର ଅନେକ ସାମାଜିକ ସଂଗଠନ…
ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବିରେ ହାଇକୋର୍ଟ ଜ୍ୟୋତି
ବଲାଙ୍ଗୀର/ ନିରୋଜ ମିଶ୍ର : ତତ୍କାଳୀନ ପାଟଣା ଷ୍ଟେଟ୍ରେ ଥିବା ହାଇକୋର୍ଟର ପ୍ରତିଷ୍ଠା ଦିବସ ଅବସରରେ ଏବଂ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବିରେ ଗୁରୁବାର ହାଇକୋର୍ଟ ଜ୍ୟୋତି ଯାତ୍ରା ସହର ପରିକ୍ରମା କରିଛି। ବଲାଙ୍ଗୀର ନାଗରିକ କମିଟି ପକ୍ଷରୁ ଅନୁଷ୍ଠିତ ଏହି…
ଦଳୀୟ ଅସନ୍ତୋଷ ରୋକିବାପାଇଁ ନବୀନ ବାବୁଙ୍କ ପଲିଟିକାଲ ମାଷ୍ଟର ଷ୍ଟ୍ରୋକ, ଥୋପ ଗିଳି ରହିବେ ଅନେକ
ବିଧାନ ପରିଷଦ ସଂକଳ୍ପ ପାରିତ: ହେବା ଥୟ, ଦିଲ୍ଲୀରୁ ବି ମିଳିଯିବ ସବୁଜ ସଂକେତ
ମୋଟ ୧୦୪ ଭୋଟରେ ପାରିତ ହେଲା ସଂକଳ୍ପ, - ସଂକଳ୍ପକୁ ବିରୋଧ କରି କଂଗ୍ରେସ , ବିଜେପି ଦଳର କକ୍ଷତ୍ୟାଗ
ଭୁବନେଶ୍ୱର - ବିଧାନ ପରିଷଦ ଗଠନ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଥିବା…
୩୫ ବର୍ଷରେ ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧୬ କିଲୋ ସୁନା ଓ ୭୦୬୮ ଲକ୍ଷ ଟଙ୍କା
ଭୁବନେଶ୍ୱର, : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ହୁଣ୍ଡି ସ୍ଥାପନ ହେବାଠାରୁ ଏ ଯାବତ ୩୫ ବର୍ଷ ମଧ୍ୟରେ ଭକ୍ତମାନେ ଦାନ ସୂତ୍ରରେ ୧୬ କିଲୋରୁ ଅଧିକ ସୁନା ଓ ପ୍ରାୟ ୭୦୬୮ ଲକ୍ଷ ଟଙ୍କା ମିଳିଛି | ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ବିସ୍ତୃତ…
ଏ ଜିପିଟିଏ କେଡେ ମାଡୁଆ ଭାବିଲେ ସତେ , ଗୁହାଳରୁ ବି ଖାଇଯାଉଛନ୍ତି !!!
ଗଞ୍ଜାମ/ଶାସକ ପ୍ରଶାସକ - ଗୁହାଳ କରାଇଦେବା ପାଇଁ ଆଜି ଜଣେ ହିତାଧିକାରୀଙ୍କ ଠାରୁ ୨୫୦୦ ଟଙ୍କା ଲାଂଚ ନେଉଥିବା ବେଳେ ସୋରଡ଼ା ଜିପିଟିଏ ଅନିଲ କୁମାର ବେହେରା ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନଙ୍କ ହାତରେ ଧରାପଡିଛନ୍ତି ।
ବଡଗଡ ଥାନା ଅନ୍ତର୍ଗତ ନୂଆଗାଁର କାହ୍ନୁଚରଣ ପାଣିଗ୍ରାହୀଙ୍କ…
GeM aims to enhance transparency, efficiency and speed in public procurement
Training of sellers for registration and transaction in Government e-Marketplace (GeM) organized
Bhubaneswar : Confederation of Indian Industry organized a half-day training programme on Government Electronic Marketplace (GEM) with…
ପାର୍ଥସାରଥିଙ୍କ ମନଛୁଆଁ ଗୀତଗୋବିନ୍ଦର ଭାବ ଆଉ କୁଚିପୁଡ଼ି ନୃତ୍ୟରେ ବାତ୍ସଲ୍ୟ ରସରେ ଭିଜିଲା ପ୍ରେକ୍ଷାଳୟ
ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସଂଧ୍ୟା
ଭୁବନେଶ୍ୱର(କୁମାର ଅଭିଶେଖ) : ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟା ଥିଲା ପ୍ରସିଦ୍ଧ କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀଙ୍କ ଦ୍ୱାରା ଗୀତଗୋବିନ୍ଦ ଏବଂ ବୈଜୟନ୍ତୀ କାସୀ…
ଓଡିଶା ଫେରିଲେ ସିଲଭର ଗାର୍ଲ : ରାଉରକେଲା ଷ୍ଟେସନ୍ ରେ ୩ ହକି ଖେଳାଳୀଙ୍କୁ ବିପୁଳ ସମ୍ବର୍ଦ୍ଧନା।
ROURKELA/SUSANTA BEHERA : ଘରକୁ ଫେରିଛନ୍ତି ୪ ରୂପା କନ୍ୟା ବା ଓଡିଶାର ଗର୍ବ ଗୌରବ ସିଲଭର ଗାର୍ଲ | ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଓଡିଶାର ଗର୍ବ ତଥା ସୁନ୍ଦରଗଡ ମାଟିର ସୁନା ଝିଅଙ୍କୁ ରାଉରକେଲା ରେଲୱେ ଷ୍ଟେସନ ରେ ଭବ୍ୟ ସମ୍ବର୍ଧନା | ଟ୍ରେନରୁ ଓହ୍ଲାଇବା ପରେ ପାଛୋଟି…
ବିଭିନ୍ନ ସଂଖ୍ୟାଲଘୁ ସଂଗଠନର ନେତୃମଣ୍ଡଳୀ ବିଜେଡିରେ ଯୋଗଦେଲେ
ଭୁବନେଶ୍ୱର,: ନବରଙ୍ଗପୁର ଜିଲ୍ଲା ଝରିଗାଁ ଓ ଉମରକୋଟ୍ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସଂଖ୍ୟାଲଘୁ ସଂଗଠନର ନେତୃମଣ୍ଡଳୀ, ପୂର୍ବତନ ସରପଞ୍ଚ, ୱାର୍ଡ ସଭ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବିଜେପି ଏବଂ…