Sign in
Sign in
Recover your password.
A password will be e-mailed to you.
ଗ୍ରୀନ ରାୟଗଡ ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ
ରାୟଗଡ: ସରୋଜ କୁମାର ସାହୁ : ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଗ୍ରୀନ ରାୟଗଡ ତରଫରୁ ରାୟଗଡ ସଦର ମହକୁମା ରେ ବଡ଼ ଆଡମ୍ବର ସହ ପାଳନ କରାଯାଇଛି। ଗ୍ରୀନ ରାୟଗଡ ର ଆବାହକ କେ. କେ. ଜେନା ଓ ଯୋଗେଶ୍ଵର ଦାସଙ୍କ ନେତ୍ରୁତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାୟଗଡ ଜିଲ୍ଲାପାଳ ଗୁହା ପୁନଂମ୍ ତାପସ…
ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ଭୁବନେଶ୍ୱର/କଳିଙ୍ଗନଗର(ଜୟଶଙ୍କର ଦାଶ) : ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍କେ) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଚାରାରୋପଣ, ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ପୋଷ୍ଟର ଓ ଚିତ୍ରାଙ୍କନ ପ୍ରତିଯୋଗିତା, କର୍ମଚାରୀମାନଙ୍କ ମଧ୍ୟରେ କୁଇଜ୍ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ…
ପଦ୍ମପୁର ର ବିଭିନ୍ନ ସମସ୍ୟା ନେଇ ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବି.ଜେ.ପି ଯୁବ ମୋର୍ଚ୍ଚା
ପଦ୍ମପୁର/ ନୀଳ ଦୀପ -ବରଗଡ଼ ଜିଲ୍ଲା ପଦ୍ମପୁର ସହରର ବିଭିନ୍ନ ସମସ୍ୟା ନେଇ ପଦ୍ମପୁର ଭାରତୀୟ ଜନତା ଯୁବ ମୋର୍ଚ୍ଚା ଦଳ ବରଗଡ଼ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରୀତେଶ କୁମାର ବହିଦାରଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ଉପ ଜିଲ୍ଲାପାଳ ଦୌଳତ ଚନ୍ଦ୍ରକାରଙ୍କୁ ଭେଟିଥିଲେ।ଉକ୍ତ ସାକ୍ଷାତ କାରରେ…
ରାଜନୀତି ପଶାପାଲି ରେ ନବୀନଙ୍କ ନବୀନ ଚାଲ
ଅଚ୍ୟୁତଙ୍କୁ ମୟୁରଭଞ୍ଜ ବିଜେଡିର ଗୁରୁ ଦାୟିତ୍ୱ
ଆଦିବାସୀଙ୍କ ପାଇଁ ସାଜିବେ ବିଜେଡିର ବ୍ରାଣ୍ଡ ଆମ୍ବାସଡର
"୨୦୧୯ ନିର୍ବାଚନ ନିହାତି ଭାବେ ନବୀନଙ୍କ ପାଇଁ ଅଗ୍ନି ପରୀକ୍ଷା | ବିଜେପିର ସାମର୍ଥ୍ୟ ବୃଦ୍ଧି ନିଶ୍ଚିତ ଭାବେ ଶାସକ ବିଜେଡି ପାଇଁ ଆହ୍ୱାନ ସୃଷ୍ଟି କରିଛି | ଆଦିବାସୀ ବହୁଳ…
କଣ୍ଟାମାଳରେ ପରୀରଥ ଓ ସଚେତନତା କାର୍ଯ୍ୟକ୍ରମ
କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ ନାଏକ) ; ରାଜ୍ୟ ସରକାର ଓ ଓଡିଶା ପୋଲିସ୍ ର ମିଳିତ ସହଯୋଗରେ ଆୟୋଜିତ ଶିଶୁ ସୁରକ୍ଷା ଉପରେ ଆଧାରିତ ସଚେତନତା କାର୍ଯ୍ୟକ୍ରମ ଓ ପରୀରଥ ମଙ୍ଗଳବାର ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଠାରେ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳୁ…
ପ୍ରେସ ୟୁନିୟନ ରାୟଗଡକୁ ପ୍ରକୃତି ମିତ୍ର ୨୦୧୮ ପୁରସ୍କାର ପ୍ରଦାନ
ରାୟଗଡ(ସରୋଜ କୁମାର ସାହୁ) : ଜଙ୍ଗଲ ଓ ପରିବେଶ ବିଭାଗ ଓଡିଶା ସରକାରଙ୍କ ତରଫରୁ ଭୁବନେଶ୍ୱର ଠାରେ ରବୀନ୍ଦ୍ର ମଣ୍ଡପ ରେ ଆୟୋଜିତ ବିଶ୍ବ ପରିବେଶ ଦିବସ କାର୍ଯ୍ୟକ୍ରମ ରେ ପ୍ରେସ ୟୁନିୟନ ରାୟଗଡ କୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା…
ବ୍ରାଉନସୁଗାର ସହିତ ୨ ମହିଲା ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ଶୁନଗଡ଼ିଆ ଅଞ୍ଚଳରୁ ମଙ୍ଗଳବାର ପୂର୍ବାହ୍ନରେ ବାରିପଦା ସଦର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସରସ୍ୱତୀ ମୁଖୀଙ୍କ ନିକଟରୁ ୮ ଗ୍ରାମ ଓ ପ୍ରୟଙ୍କା ମୁଖୀଙ୍କ ନିକଟରୁ ସାଢେ଼ ୫ ଗ୍ରାମ ଏହିପରି ମୋଟ ସାଢେ଼ ୧୩ ଗ୍ରାମ ବ୍ରାଉନସୁଗାର ଜବତ…
ଭୁବନେଶ୍ୱର ମହାନଗର ନିଗମରେ କଂଗ୍ରେସ ବିହନ ମରିଲା
ବିଜେଡିରେ ଯୋଗଦେଲେ କଂଗ୍ରେସ ଓ ବିଜେପି କର୍ପୋରେଟର୍
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ କଂଗ୍ରେସର ବିହନ ମରିଗଲା | ଗତ ମହାନଗର ନିର୍ବାଚନରେ ଦୁଇଟି ଆସନ କଂଗ୍ରେସକୁ ମିଳିଥିବା ବେଳେ ଆଜି ପରିଷଦ କଂଗ୍ରେସ ଶୁନ୍ୟ ହୋଇଛି | ନିର୍ବାଚନର ଯଇଛି ଦିନ ପରେ ୫୨ ନଂ ୱାର୍ଡ କର୍ପୋରେଟର …
ଚିଟାକଟା : ନିଜକୁ ଆଇଏଏସ କହି ଡବଲ ପ୍ରେମ ବିବାହ !!!
ବୁଲିଛନ୍ତି ମାଲକାନଗିରିରୁ ଝାରପଡା ପର୍ଯ୍ୟନ୍ତ ପୁଲିସ ଖାପଚରେ ଫସିଲେ, ଭଲକରି ଚିହ୍ନି ରଖ ଭ୍ରାତାଙ୍କ ବଦନ
ବାରିପଦା(ଦିଲ୍ଲୀପ ମହାନ୍ତି )- ପୁଲିସ ବସାଇଥିବା ଜାଲରେ ଶେଷରେ ଧରା ଦେଲା ନକଲି ଆଇଏଏସ ଅଫିସର । ମାଲକାନଗିରି ଉପଜିଲ୍ଲାପାଳ ଭାବେ ନିଜର ପରିଚୟ ଦେଉଥିବା ଏହି ନକଲି ଆଇଏଏସକୁ…
ତରୁଣ ସାହିତ୍ୟାନୁରାଗୀମାନଙ୍କୁ ନେଇ ଗଠିତ ହେଲା ଭଞ୍ଜଭୂମି ସାହିତ୍ୟ ସଂସଦ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ତରୁଣ ସାହିତ୍ୟାନୁରାଗୀମାନଙ୍କୁ ନେଇ ଗଠିତ ହୋଇଥିଲା ଭଞ୍ଜଭୂମି ସାହିତ୍ୟ ସଂସଦ । ଉକ୍ତ କାର୍ଯ୍ୟକ୍ରମରେ ସଂସଦର ନୂତନ କର୍ମକର୍ତ୍ତାମାନଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଲେଖିକା ରଞ୍ଜିତା…