Sign in
Sign in
Recover your password.
A password will be e-mailed to you.
ଭାରତୀୟ ହକି ଦଳର ଜର୍ସି ଉନ୍ମୋଚିତ
ମୁମ୍ବାଇ : ଭାରତ ପୁରୁଷ ହକି ଦଳ ର ନୂତନ ଜର୍ସି ଉନ୍ମୋଚିତ ହୋଇଯାଇଛି । ୭ ତାରିଖ ମୁମ୍ବାଇର ଏକ ହୋଟେଲରେ ବହୁ ଆଡ଼ମ୍ବରରେ ଭାରତୀୟ ପୁରୁଷ ହକି ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଛି। ଆସନ୍ତା ନଭେମ୍ବରରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ବିଶ୍ୱକପ ହକି ଏହି ବିଶ୍ୱକପ ହକି ରେ ଭାରତ…
ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ: ୪ ଆହତ
ଜି ଉଦୟଗିରି : କନ୍ଧମାଳ କିଲ୍ଲାରେ ଜି ଉଦୟଗିରି ପଣସ ବଙ୍କିଆ ଠାରେ ଏକ ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି | ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି | ଆହତ ମାନଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି |
ତୈଳ ଦର ବୃଦ୍ଧି : ନୟାଗଡରେ ଯୁବ-ଛାତ୍ର-ମହିଳା ବିଜେଡି ପକ୍ଷରୁ ସଚେତନତା ଆଉ ପ୍ରତିବାଦ
ନୟାଗଡରୁ ବିଶ୍ୱଜିତ ନାୟକ : କ୍ରମାଗତ ତୈଳ ଦର ବୃଦ୍ଧି ଭଳି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ପ୍ରତିବାଦରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ମିଳିତ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ସେପ୍ଟେମ୍ବର ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ…
କେନ୍ଦ୍ର ସରକାରଙ୍କ ରାଫେଲ ଦୂର୍ନୀତି ପ୍ରସଙ୍ଗରେ ନବୀନ ସରକାର ଚୁପ କାହିଁକି ?
ରାଫେଲ ଦୂର୍ନିତୀ ଏନଡିଏ ସରକାରଙ୍କର ସବୁଠାରୁ ବଡ ଦୂର୍ନୀତି – କଂଗ୍ରେସ
ବାରିପଦା(dillip mohanty) ବର୍ତ୍ତମାନ କେନ୍ଦ୍ରର ଏନଡିଏ ସରକାର ସବୁଠାରୁ ବଡ ଦୂର୍ନିତୀ ରାଫେଲ ଦୂର୍ନୀତି ରେ ଜୁଡୁବୁଡୁ ହୋଇଥିବାର ଅଭିଯୋଗ କରିଛି କଂଗ୍ରସେ । ଗତକାଲି ଗୁରୁବାର ବାରିପଦାର ରୋଟାରୀ କ୍ଲବଠାରେ…
ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ଯଶୋବନ୍ତି ବେହେରା ବସନ୍ତ ବିଶ୍ୱାଲ ସମ୍ମାନରେ ସମ୍ମାନୀତ
ବଲାଙ୍ଗିର - ଓଡିଶା ରାଜ୍ୟ ସ୍କାଉଟ ଗାଇଡ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ବସନ୍ତ ବିଶ୍ୱାଲ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ବଲାଙ୍ଗିର ଜିଲ୍ଲାରୁ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁ ହାଇସ୍କୁଲର ସ୍କାଉଟ୍ ମାଷ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ବଲାଙ୍ଗିର ସଦର…
ବିଜୁଯୁବ ବାହିନୀ ତରଫରୁ ରାଜେନ୍ଦ୍ର ମହାବିଦ୍ୟାଳୟରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ
ବଲାଙ୍ଗିର/ନିରୋଜ ମିଶ୍ର - ବଲାଙ୍ଗିର ବିଜୁଯୁବ ବାହିନୀ ଅନୁକୁଲ୍ୟରେ ଜିଲ୍ଲା ସଂଯୋଜକ ରାଜେନ୍ଦ୍ର ଝାଙ୍କର ଙ୍କ ସଂଯୋଜନାରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ସ୍ଥାନୀୟ ରାଜେନ୍ଦ୍ର ଶ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
ନିଆରା ମଣିଷ ସୁରେଶଙ୍କୁ ସେବା ଗୌରବ ସମ୍ମାନ
ଯାଜପୁର ରୋଡ଼ରୁ ବିଶ୍ୱଜିତ ମାଝି : ଯାଜପୁର ରୋଡ଼ର ଚାନ୍ଦମା ଗ୍ରାମରେ ଜନ୍ମ । ପିଲାଦିନୁ ସମାଜ ସେବାରେ ନିଜକୁ ନିୟୋଜିତ କରିବା ଅସହାୟକୁ ସାହାଯ୍ୟ କରିବା ରକ୍ତଦାନ, ଅଙ୍ଗଦାନ, ଚକ୍ଷୁଦାନ କରି ସେ ପାଲଟି ଯାଇଛନ୍ତି ଜଣେ ନିଆରା ମଣିଷ । ପ୍ରକୃତି ପ୍ରେମୀ । ଏହି ନିକଟରେ ଚାନ୍ଦମାହେଙ୍ଗୁଳା…
“ସନ୍ତୁଳିତ ଓ ସଠିକ ଖାଦ୍ୟ ମା’ ଓ ଶିଶୁକୁ ସୁସ୍ଥ ଓ ନିରାପଦ ରଖିଥାଏ”
ଯାଜପୁରରେ ଜାତୀୟ ପୃଷ୍ଟି ସପ୍ତାହ ପାଳିତ ।
ଯାଜପୁର/Jayashankar Dash : ସନ୍ତୁଳିତ ଓ ସଠିକ ଖାଦ୍ୟ ମା’ ଓ ଶିଶୁକୁ ସୁସ୍ଥ ଓ ନିରାପଦ ରଖିଥାଏ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତ ବ୍ୟକ୍ତ କରିଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ…
ପାର୍ବତୀ ଗିରି ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ଉଦ୍ଘାଟିତ : ଏକାସାଙ୍ଗରେ ଲୋକାର୍ପିତ ହେଲା ୯ଜିଲ୍ଲା ର ୪୧ଟି ପଏଣ୍ଟ
ସରକାର କଥା ରଖିବାକୁ ଉଦ୍ୟମ କରିଥିବା ଯୋଗୁ ସାଧୁବାଦ ଜଣାଇଲେ ବିରୋଧୀ ଦଳ ନେତା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପାର୍ବତୀ ଗିରି ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ଉଦ୍ଘାଟିତ ହୋଇ ଯାଇଛି | ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ୪୧ଟି ପଏଣ୍ଟ ଲୋକାର୍ପିତ…
ତୈଳ ଉତ୍ପାଦନ ଓ ମୂଲ୍ୟ ଉପରେ ପ୍ରଭାବ ପକାଉଛି ଅସ୍ଥିର ବୈଶ୍ୱିକ ପରିସ୍ଥିତି, ଆମେରିକା ସହ ତୈଳ ପ୍ରସଙ୍ଗ ନେଇ ହୋଇଛି…
ଟଙ୍କାର ସାମାନ୍ୟ ଅବମୂଲ୍ୟାୟନ ମଧ୍ୟ ତୈଳଦର ଉପରେ ପ୍ରଭାବ ପକାଉଛି
ପେଟ୍ରୋଲ ଓ ଡିଜେଲକୁ ସାମଗ୍ରୀ ଜିଏସଟି ବ୍ୟବସ୍ଥା ବାହାରେ ଥିବାରୁ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି
ପେଟ୍ରୋଲ, ଡିଜେଲକୁ ଜିଏସ୍ଟି ପରିସରକୁ ଆଣିବା ସପକ୍ଷରେ ମତ ଦୋହରାଇଲେ…