Sign in
Sign in
Recover your password.
A password will be e-mailed to you.
କାମାନ୍ଧତା : ସମ୍ପର୍କୀୟ ଭାଉଜଙ୍କୁ ଦୁଷ୍କର୍ମ ଉଦ୍ୟମ, ବିରୋଧ କରିବାରୁ ସ୍ୱାମୀଙ୍କୁ ହତ୍ୟା
ଫେରାର ଅଭିଯୁକ୍ତକୁ ଧରିବାକୁ ଏସ୍ପିଙ୍କ ହସ୍ତକ୍ଷେପ ଲୋଡିଲେ ପରିବାର ଓ ଲୋକେ
ସୁନ୍ଦରଗଡ଼/ ହୋରଚାନ୍ଦ ଦେହୁରୀଆ : କି ପ୍ରକାର କାମାନ୍ଧତା କେଜାଣି, ଜଣେ ୫୨ ବର୍ଷ ସମ୍ପର୍କୀୟ ଭାଉଜଙ୍କୁ କୁକର୍ମ କରିବା ପାଇଁ ଜଣେ ୪୫ ବର୍ଷ ବୟସ୍କ କାମାନ୍ଧ ବ୍ୟକ୍ତି ବିଫଳ ହେବା ତଥା ଏହାର ପ୍ରତିବାଦ…
୧ରୁ ୧୯ ବର୍ଷ ମଧ୍ୟରେ ୧, ୪୨, ୩୩, ୨୭୩ ପିଲାଙ୍କୁ ସେବନ କରାଯିବ କୃମିନାଶକ ଔଷଧ
ଜାତୀୟ କୃମିନାଶକ ଦିବସ ପାଇଁ ରାଜ୍ୟ ସମ୍ମନ୍ୱୟ କମିଟି ବୈଠକ
ଭୁବନେଶ୍ୱର,୧୭ା୮- ରାଜ୍ୟରେ ଜାତୀୟ କୃମିନାଶକ ଦିବସ ଆସନ୍ତା ସେପ୍ଟେମ୍ବର ମାସ ୨୬ ତାରିଖରେ ପାଳନ ହେବାକୁ ଯାଉଥିବା ବେଳେ ରାଜ୍ୟର ୧ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ଏକ କୋଟି ୪୨ ଲକ୍ଷ ୩୩ ହଜାର ୨୭୩ ଜଣ ପିଲାଙ୍କୁ କୃମିନାଶକ…
wow…Indian Women’s Hockey Team qualify for Semi-Finals; defeat Thailand 5-0 in final…
~ Captain Rani scored a hat-trick (37’, 46’, 56’) to inspire her team to an emphatic victory while Monika (52’) and Navjot Kaur (55’) also scored a goal each ~
Jakarta (Indonesia), 27 August 2018: The Indian Women's Hockey Team…
ଭୁସୁଡ଼ିଲା ବହୁପୁରାତନ ପାଣି ଟାଙ୍କି
ରାଉରକେଲା/ ସୁଶାନ୍ତ ବେହେରା :ସିଭିଲ ଟାଉନସିପ ୱେସ୍କୋ କାର୍ଯ୍ୟାଳୟ ନିକଟରେ ଥିବା 2 ଲକ୍ଷ ଗେଲେନ ପିଏଚଡି ବହୁପୁରାତନ ପାଣି ଟାଙ୍କି ହଠାତ ଭୁଶୁଡି ପଡିବାରୁ ପାଖରେ ଥିବା ୱେସ୍କୋ କାର୍ଯ୍ୟଳୟ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ଥ ହୋଇଛି। ଘଟଣା ସ୍ଥଳରେ ଥିବା ରାସ୍ତା କଡରେ ଠେଲା ଲାଗେଇଥିବା…
ବରୀ ବ୍ଲକରେ ମିଳିତ ଜନଶୁଣାଣୀ
ଯାଜପୁର/ ଜୟଶଙ୍କର ଦାଶ :ଯାଜପୁର ଜିଲ୍ଲା ବରୀ ବ୍ଲକ ପରିସର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ମିଳିତ ଜନଶୁଣାଣୀ ଅଭିଯୋଗ ପ୍ରକୋଷ୍ଠ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ର ସମସ୍ତ ପ୍ରଶାସନିକ ଅଧିକାରୀ ସହ ଯାଜପୁର ଉପଜିଲ୍ଲାପାଳ ଶୀଯୁକ୍ତ ମିହିର କୁମାର ମହାନ୍ତି ଜିଲ୍ଲା ଆରକ୍ଷୀ…
ବାପା ପୁଅ ଠେଙ୍ଗା ଧରି ମୁହାଁମୁହିଁ :ପୁଅର ଠେଙ୍ଗା ମାଡ଼ରେ ବାପା ମୃତ
ଯାଜପୁର/ଜୟଶଙ୍କର ଦାଶ : ବାପା ଯାଜପୁର: ଯାଜପୁର ଜିଲ୍ଲା ପାଲଟପୁର ଗ୍ରାମ ପଞ୍ଚାୟତର କମାର ସାହି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ବିବାଦୀୟ ଜମିକୁ ନଇ ବାପପୁଅଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଆଜି ସକାଳେ ଉଗ୍ର ରୂପ ନେଇଛି। ଉଭୟ ବାପ ପୁଅ ଏହି ଜମିକୁ ନେଇ ପରସ୍ପରକୁ…
ପାଠ୍ୟପୁସ୍ତକ ସହିତ ବାସ୍ତବ ପରିସ୍ଥିତି ଉପରେ ବିଦ୍ୟାର୍ଥୀ ମାନେ ପରିଚିତ ହେବା ଆବଶ୍ୟକ
ଏସଜିଏଟି ପକ୍ଷରୁ ଯୋଡାରେ ଖଣିଜ ସଚେତନତା କାର୍ଯ୍ୟକ୍ରମ
ଯୋଡା,(ସମୀର ନନ୍ଦ) ସୋସାଇଟି ଅଫ୍ ଜିଓସାଇଣ୍ଟିଷ୍ଟ ଆଣ୍ଡ ଆଲଏଜ ଟେକ୍ନୋଲୋାଜିଷ୍ଟ (ଏସଜିଏଟି) ପକ୍ଷରୁ ପ୍ରତିବର୍ଷ ଭୂତତ୍ତ୍ୱ ଓ ଖଣିଜ ଜ୍ଞାନର ଉନ୍ନତି ପାଇଁ ବିଗତ ୨୮ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ସଚେତନତା କାର୍ଯ୍ୟକ୍ରମ…
ଆରଏସପି ଦ୍ଵାରା ବିଭିନ୍ନ ବିଭାଗ ଓ କର୍ମଚାରୀଙ୍କୁ ସୃଜନୀ ପୁରସ୍କାର ପ୍ରଦାନ
ରାଉରକେଲା / ସୁଶାନ୍ତ ବେହେରା :ସିଭିକ ସେଣ୍ଟରଠାରେ ଅଗଷ୍ଟ ୧୬ ତାରିଖରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ କାରଖାନାର ବିଭିନ୍ନ ବିଭାଗ ଓ କର୍ମଚାରୀଙ୍କୁ ସୃଜନୀ ପୁରସ୍କାର ଯୋଜନା ଅଧୀନରେ ଉତ୍କର୍ଷତା ହାସଲ ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ ଉତ୍ସବରେ…
ବିଶ୍ୱ ମହିଳା ଧନୀ ଖେଳାଳୀ ତାଲିକାରେ ସାନ୍ଧୁ
ଭାରତ ର ଵ୍ୟଡ଼ମିନଟନ ଷ୍ଟାର ଖେଳାଳୀ ପି.ଭି.ସାନ୍ଧୁ ଏବେ ବିଶ୍ୱ ଧନୀ ଖେଳାଳୀ ତାଲିକାରେ ୭ମ ସ୍ଥାନରେ ରହିଛନ୍ତି | ବର୍ଷକୁ ଆୟ ୬୦ କୋଟି ଟଙ୍କା ଏହା ଦ୍ଵାରା ସେ ପ୍ରଥମ ଭାରତୀୟ ମହିଳା ଯିଏକି ଏହି ଆୟ ଦ୍ଵାରା ସେ ଧନୀ ଖେଳାଳୀ ତାଲିକାରେ ସ୍ଥାନ ପାଇଛନ୍ତି।ସେହିପରି ଆମେରିକାର ସେରିନା…