Sign in
Sign in
Recover your password.
A password will be e-mailed to you.
ବଲାଙ୍ଗିରରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ
ବଲାଙ୍ଗିର/ନିରୋଜ ମିଶ୍ର - ସ୍ଥାନୀୟ ଟାଉନହଲ ଠାରେ ବିଜେଡି ରାଜ୍ୟ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓଙ୍କ ସଭାପତିତ୍ୱ ରେ ୨୧ତମ ବିଜେଡି ପ୍ରତିଷ୍ଠା ଦିବସ ସ୍ଥାନୀୟ ଟାଉନହଲ ଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଅବସରରେ ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଯୋଗଦେଇ ବିଜେଡି…
ପରିବେଶବିତ ହରିହର ଦାସ ରାଜ୍ୟ ସ୍ତରରେ ସମ୍ମାନୀତ
ବାରିପଦା/Dillip Mohanty ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଭୂବନେଶ୍ୱର ଠାରେ ଆୟୋଜିତ ଓଡିଶ। ବଟାନିକାଲ ସୋସାଇଟିର ୪୩ ତମ ବାର୍ଷିକ ଅଧିବେଶନରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ୍ୟ ତଥା ପରିବେଶବିତ ହରିହର ଦାସଙ୍କୁ ଜନପ୍ରିୟ ଉଦ୍ଭିଦ ବିଜ୍ଞାନ…
ସିକେନାଇଡୁ ଟ୍ରଫି : ଜାମ୍ମୁକାଶ୍ମୀର ବିପକ୍ଷରେ ଓଡିଶା ଦଳର ବ୍ୟାଂଟି ବିପର୍ଯ୍ୟୟ
ବଲାଙ୍ଗିର(ନିରୋଜ ମିଶ୍ର )-ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା ସିକେ ନାଇଡୁ ଟ୍ରଫିର ତୃତୀୟ ଦିବସରେ ଦିବସରେ ଓଡିଶା ତାର କାଲିର ଅସମାପ୍ତ ପାଳି ୫୬ ରନରୁ ଆରମ୍ଭ କରି ଆଉ ମାତ୍ର ୧୫୦ ରନ୍ ଯୋଗକରି କରି ସମୁଦାୟ ୨୦୬ ରନ୍ ସମସ୍ତ ଉଇକେଟ ହରାଇ ଫଲୋଅନ ସମ୍ମୁଖୀନ ହୋଇଛି । ଓଡିଶା…
ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ପାଳିତ
ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ବିଜେଡି ପକ୍ଷରୁ ୨୧ତମ ପ୍ରତିଷ୍ଠା ଦିବସ ବାରିପଦା ସ୍ଥାନୀୟ ବିଜୁ ଭବନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଜେଡି ଜିଲ୍ଲା ସଭାପତି ତଥା ମୋରଡା ବିଧାୟକ…
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ଛାତ୍ର ସମ୍ମିଳନୀ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ
ପଦ୍ମପୁର/ନୀଳ ଦୀପ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ପଦ୍ମପୁରର ପୂର୍ବତନ ଛାତ୍ର ସମ୍ମିଳନୀ ଓ ବାର୍ଷିକ ଉତ୍ସବ ସ୍ଥାନୀୟ କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।ସକାଳ ପର୍ଯ୍ୟାୟରେ ପୂର୍ବତନ ଛାତ୍ରଛାତ୍ରୀ ବୃନ୍ଦ ଏକ ଶୋଭାଯାତ୍ରାରେ ପରିବେଶ…
ଶାନ୍ତି ମୈତ୍ରୀ ପ୍ରଗତି ଦ୍ୱାରା ସମ୍ଭବ ହୋଇଛି ବିକାଶ : ଡ. ଅରୁଣ
ଓଡଗାଁରେ ନିର୍ବାଚନ ମଣ୍ଡଳି ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ
ଓଡ଼ଗାଁ, ( ଶ୍ରୀକାନ୍ତ କୁମାର ମିଶ୍ର ): ଶାନ୍ତି ମୈତ୍ରୀ ପ୍ରଗତି ଦ୍ୱାରା ଦ୍ୱାରା ସମ୍ଭବ ହୋଇଛି ବିକାଶ । ଏହି ମୂଳମନ୍ତ୍ରକୁ ଆଧାର କରି ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ବିଜୁ ଜନତା ଦଳ ଦୀର୍ଘ ୨୧ବର୍ଷ…
ଗୁଣୁପୁରରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ
ଗୁଣପୁର ରୁ ସିଦ୍ଧାର୍ଥ ଦାଶ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ବିଜୁ ଜନତା ଦଳର ଏକବିଂଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗୁଣପୁର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ନୁଆ ବସ ଷ୍ଟାଣ୍ଡ ଠାରେ ଅବସ୍ଥିତ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତିରେ ଗୁଣପୁର ବିଧାୟକ ଶ୍ରୀ…
NIT Rourkela student Asmita Chihnara, grabs 41 lakh package Job
Rourkela: Asmita Chihnara, a B.Tech. final year student of Computer Science and Engineering Department, National Institute of Technology Rourkela has received a job offer of 40.63 Lakhs per annum from Adobe System India Private Limited. In…
ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବ ରିଂ ରୋଡ଼
ବାରିପଦା(ଦିଲ୍ଲୀପ ମହାନ୍ତି )- ସାଧାରଣ ନିର୍ବାଚନର ବିଗୁଲ୍ ବାଜିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନିଦ ଭାଙ୍ଗିବାକୁ ବସିଛି । ବାରିପଦାବାସୀଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ବୁଢ଼ାବଳଙ୍ଗ ନଦୀରେ ଆଡ଼ିବନ୍ଧ(ରିଂ…
“ଅବାସ୍ତବ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ”
ମୟୂରଭଞ୍ଜ ଜିଲ୍ଲାକୁ ଖଣ୍ଡବିଖଣ୍ଡିତ କରାଇବାର ଯୋଜନା ସରକାରଙ୍କର ନାହିଁ- ଜିଲ୍ଲାପାଳ
ବାରିପଦା(ଦିଲ୍ଲୀପ ମହାନ୍ତି )- ସାମାଜିକ ଗଣମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାକୁ ବିଭକ୍ତ କରାଯାଇ ବାଙ୍ଗିରିପୋଷି ନୂତନ ଜିଲ୍ଲା ଗଠନ ପ୍ରସ୍ତାବ ଖବର ଏକ ଗୁଜବ ଓ ମୟୂରଭଞ୍ଜ ଜିଲ୍ଲାକୁ ଖଣ୍ଡବିଖଣ୍ଡିତ…