ନୂଆପଡ଼ାରେ ୧୯ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ 

ଝାରବନ୍ଧ(ଜଗଦଲପୁର)/ହେମସାଗର ସାହୁ- ପଦ୍ମପୁର ଉପଖଣ୍ଡ ଜଗଦଲପୁର ଗ୍ରାମପଞ୍ଚାୟତ,ନୂଆପଡ଼ା ଗ୍ରାମ (ସ୍କୁଲପଡା) ନୂଆପଡ଼ା ୨୦୧୮-୧୯ ଆନୁକୂଲ୍ୟରେ ୧୯ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଅତିଥି ନୂଆପଡ଼ା ଗ୍ରାମର ଯୁବନାଗରିକ ଶ୍ରୀ ଟେସଲାଲ ସାହୁଙ୍କ…

ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲେ ବିଧାୟକ ପ୍ରଦୀପ ପୁରୋହିତ 

ଭୁବନେଶ୍ୱର - ବରଗଡ ଜିଲ୍ଲାର ପଦ୍ମପୁର ସବଡିଭିଜନ୍ କୁ ଜିଲ୍ଲାରେ ପରିଣତ କରିବାପାଇଁ ବିଜେପି ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହାପରେ ଶ୍ରୀ ପୁରୋହିତ କହିଛନ୍ତି ଯେ ରାଜ୍ୟ ସରକାର ଆଉ କେତୋଟି ନୂଆ ଜିଲ୍ଲା…

  ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ

                                      କଂସ ଭୂମିକାରେ ଅବତୀର୍ଣ ହେବେ ବିଶ୍ୱ ପ୍ରସିଦ୍ଧ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ହୃଷିକେଶ ଭୋଇ   ||ଗାଇସିଲେଟ/କେଦାର ନାଥ ସାହୁ|| ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲିର ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ  କଂସ…

ଆସନ୍ତା ମାସରେ ରାଜଧାନୀରେ ବିଜେଡି କରିବ  ବିଶାଳ ଦଳିତ ସମାବେଶ 

ଭୁବନେଶ୍ୱର,:  ଅନୁସୂଚିତ ଜାତିର ଲୋକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ଆସନ୍ତା ମାସରେ ବିଜୁ ଜନତା ଦଳ ଅନୁସୂଚିତ ଜାତି ତରଫରୁ ଭୁବନେଶ୍ୱରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ୍‍ର ଦ୍ୱିତୀୟ…

ହାତୀ ବଢ଼ାଇଛି ଭିତି : ଆଶଙ୍କାରେ ଥରୁଛି ଚାଷୀଙ୍କ ଛାତି

ପଦ୍ମପୁର ଅଂଚଲରେ ହାତୀଙ୍କ ଉପଦ୍ରବ , କ୍ଷତିପୂରଣ ପାଇଁ ସରକାରଙ୍କ ପାଖରେ ଚାଷୀଙ୍କ ଗୁହାରୀ  ହେଲେ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଉଡିଆଶହୀନତା ସାଜିଛି  କାଳ ପଦ୍ମପୁର/ନିଳ ଦୀପ-ଚାଷୀ ଓ ଚାଷ କୁ ନେଇ ଏବେ ରାଜ୍ୟ ଓ କେନ୍ଦ୍ର ରାଜନୀତି ଏବେ ସରଗରମ । ସମସ୍ତ ରାଜନୈତିକ ଦଳ ଏବେ ଚାଷୀର ଶୁଭ…

ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ : ହରିଆନାରେ ନ୍ୟାସନାଲ୍‍ ଲୋକ ଦଳ ନେତା ଅଭୟ ଚୌତାଲାଙ୍କୁ ଭେଟିଲା…

ଭୁବନେଶ୍ୱର(ମାନସୀ ମିଶ୍ର) : ମହିଳା ମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ସମର୍ଥନ ଲୋଡ଼ିବା ପାଇଁ ବିଜୁ ଜନତା ଦଳର ଏକ  ପ୍ରତିନିଧି ଦଳ ହରିଆନାରେ ଇଣ୍ଡିଆନ୍‍ ନ୍ୟାସନାଲ୍‍ ଲୋକ ଦଳକୁ ଭେଟିଥିଲେ । ବିଜେଡି ତରଫରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର କୁମାର ମହାନ୍ତି,…

ଛିନ୍ଦେଇକେଲା ସର୍ବ ଭାରତୀୟ କ୍ରିକେଟ କପ୍ : ବିଲାସପୁର ରେଲୱେ କୁ ହରାଇ ସେମିରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ।

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡସ୍ଥ ପାଇକମାଳ ବ୍ଳକ ଛିନ୍ଦେଇକେଲା ମିନି ଷ୍ଟାଡିୟମରେ ଚାଲିଥିବା ଗ୍ରୃପ-ବି ପର୍ଯ୍ୟାୟରେ ଚାଲିଥିବା ଲିଗ୍ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବିଲାସପୁର ରେଲୱେ କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଜାମସେଠ ପୂର୍ବତନ ସରପଞ୍ଚ ପ୍ରମୋଦ ରାୟ ମୂଖ୍ୟ…

ଭାରସାମ୍ୟ ହରାଇ ଓଲଟିଲା ବାଇକ , ମହିଳା ମୃତ : ଆମ୍ବୁଲାନ୍ସ ବିଳମ୍ବରେ ପହଁଚିଲା, ହେଲେ ପୋଲିସ ଅଢେଇଘଣ୍ଟା ପର୍ଯ୍ୟନ୍ତ…

ସୁନ୍ଦରଗଡ(ହୋରାଚାନ୍ଦ ଦେହୁରୀଆ) :  ବାଇକ ଚାଲକ ଭାରସାମ୍ୟ ହରାଇବାରୁ ଆଜି ଏକ ଅଘଟଣ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି | ଦୁଇଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା  ଭସ୍ମା ଥାନା ଅନ୍ତର୍ଗତ ଅବନକେଲା ଗ୍ରାମର ଆଦିତ୍ୟ ନାୟକ, ଵାଲା ମୁକୁନ୍ଦପ୍ପା ଓ…

 ମନ୍ତ୍ରୀ ସୁଶାନ୍ତ ବଢ଼ାଇଲେ ସହଯୋଗର ହାତ :  ୧୩ ବର୍ଷ ପରେ ପରିବାର ସହ ମିଶିଲେ ଗୋଲାପୀ 

ସୋହେଲା (ଶାସକ ପ୍ରଶାସକ)-ସୋହେଲା ବ୍ଲକ ଅନ୍ତର୍ଗତ କରଣ୍ଡୋଲା ଗ୍ରାମର କପିଳ ଭୁଏଙ୍କ ପତ୍ନୀ  ଗୁଲାପୀ ଦୀର୍ଘ ୧୩ ବର୍ଷ ପରେ ନିଜ ଘରକୁ ଆଜି ଫେରିଛନ୍ତି । ତାଙ୍କ ମାନସିକ ବିକୃତି ଯୋଗୁଁ ୨୦୦୬ରେ ସେ ଘରୁ କୁଆଡେ ଚାଲି ଯାଇଥିଲେ । ତାଙ୍କର ଗୋଟିଏ ପୁଅ ଓ ୨ଝିଅ । ସେମାନେ ଏବେ ସାବାଳକ ହେଲେଣି…

ଭଦ୍ରକ ବିଧାନସଭା କ୍ଷେତ୍ରରେ ଶୁଭାରମ୍ଭ ହେଲା ‘ଜବାବ ମାଗୁଛି ଓଡିଶା’ ରଥ

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ ): ‘ଜବାବ ମାଗୁଛି ଓଡିଶା’ ରଥ ବିଜେପି ଯୁବମୋର୍ଚ୍ଚା ତରଫରୁ ଭଦ୍ରକ ବିଧାନସଭା କ୍ଷେତ୍ରରେ ଶୁଭାରମ୍ଭ କରାଯାଇଛି । ରାଜ୍ୟର ନବୀନ ସରକାର ବିଗତ ୧୯ ବର୍ଷ ଧରି ଶାସନ କ୍ଷମତାରେ ରହି ଓଡିଶାର ୪ କୋଟି ୫୦ଲକ୍ଷ ଅଧିବାସୀଙ୍କୁ ଭୁଆଁ ବୁଲାଇ ଚାଲିଛି । ଯାହାର ହିସାବ…