ଯୁବକ ମାନଙ୍କୁ ଦକ୍ଷତା ବୃଦ୍ଧି ପାଇଁ ୱେଲଡ଼ିଙ୍ଗ ମେସିନ ସ୍ଥାପନ

0

 ଜାମସେଠ/ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ  ବରତୁଣ୍ଡା 189 ବାଟାଲିଅନ ସିଆରପିଏଫ କେଫ ଠାରେ କମାଣ୍ଡେଣ୍ଟ ଯୋଗିନ୍ଦ୍ର ସିଂ ମୋରେ ଉପସ୍ଥିତ ରହି ଅଞ୍ଚଳର ଯୁବକ ମାନଙ୍କର ଜୀବନ ଜୀବିକାକୁ ଆଗକୁ ନେବାକୁ ପଦକ୍ଷେପ ନେଇ ଏକ ୱେଲଡିଙ୍ଗ ମେସିନ ସ୍ଥାପନ କରି ଯୁବକ ମାନଙ୍କୁ ଶିକ୍ଷାଦେବାକୁ ଏକ ପଦକ୍ଷେପ ନେଇଛନ୍ତି। କିଛି ଦିନ ଆଗରୁ ଏକ କାର୍ଯ୍ୟକ୍ରମ  ରେ ଏ ଅଞ୍ଚଳ ଥିବା ବହୁଦିନର ଦାବୀ ଯଥା ଏଟିଏମ ସ୍ଥାପନ କାମ ଆରମ୍ଭ ହୋଇଯାଇଛି। ତେଣୁ ତାଙ୍କୁ ଧନ୍ୟବାଦ ଦିଆଯାଇ ଥିଲା। ଉକ୍ତ କାଯ୍ୟକ୍ରମ ରେ ଜିଲ୍ଲାପରିଷଦ ବିଶ୍ବନାଥ ବାଗ ସରପଞ୍ଚ ଜୟନ୍ତି ପୁଟା ନାଏବ ସରପଞ୍ଚ ବେଲାର ସିଂ ସାହୁ ଏବଂ ସିଆରପିଏଫ କେମ୍ପ ର ସମସ୍ତ ଜବାନ ଉପସ୍ଥିତ ଥିଲେ।

Leave A Reply

Your email address will not be published.