Sign in
Sign in
Recover your password.
A password will be e-mailed to you.
ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି : ୫୫୦ କିମି ପାଦରେ ଚାଲିଆସିଥିବା ଖୁଆସଙ୍କୁ ପଶ୍ଚିମ ଓଡିଶା ଯୁବାମଂଚ ପକ୍ଷରୁ…
ଭୁବନେଶ୍ୱର : ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବା ସକାଶେ ଦୀର୍ଘ ୧୮ ଦିନ ଧରି ୫୫୦ କିଲୋମିଟର ପାଦ ଯାତ୍ରା ପରେ ଭୁବନେଶ୍ୱରରେ ପହଁଚିଥିବା ରଞ୍ଜନ ଖୁଆସଙ୍କୁ ପଶ୍ଚିମ ଓଡିଶା ଯୁବା ମଞ୍ଚ ଆଜି ମାଷ୍ଟର କ୍ୟାଣ୍ଟିନ ଠାରେ ସ୍ୱାଗତ ସମ୍ବର୍ଧନା…
ନଦେଖିଲା ଲୋକ ଦେଖ ….ଭାରି ପାରିବାର ଆମ ବିଧାୟକ
ଜଳସଂକଟ ପାଇଁ ତାତିଲେ ମହିଳା : ପମ୍ପ ହାଉସରେ ପକାଇଲେ ତାଲା
।।ଗୁଣପୁରରୁ ସିଦ୍ଧାର୍ଥ ଦାଶ।।
ଜଳର ଘୋର ସଙ୍କଟ ଦେଖାଯିବା ଯୋଗୁଁ ରାୟଗଡା ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକ ଅଧୀନରେ ଥିବା ନାଇରା ଗ୍ରାମର ନୁଆଁସାହି (ପବନାପୁର ଓ ଝାଙ୍କିରିବାଡ) ର ମହିଳା ମାନଙ୍କ ଦ୍ୱାରା ଆଜି ନାଇରା…
ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ବରପାଲି ବନ୍ଦ ।
ବରଗଡ଼/ଶାସକପ୍ରଶାସକ
ବରଗଡ଼ ଜିଲ୍ଲା ବରପାଲି ସହରର ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ବିଗତ ନଅ ଦିନ ଧରି ଡାକ୍ତରଖାନା ସମ୍ମୁଖରେ ଧାରଣା ଦେବା ପରେ କିଛି ସୁଫଳ ନମିଳିବାରୁ ଆଜି ଦଶମ ଦିନରେ ବରପାଲି ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ତଥା…
ଡିଏମ୍ଏଫ ଅର୍ଥ ବିନିଯୋଗର ତଦାରଖ ପାଇଁ ଯୋଡ଼ା ଖଣି ଅଂଚଳ ବୁଲି ଦେଖିଲେ ଜଷ୍ଟିସ ପଟ୍ଟନାୟକ କମିଶନ
ଚମ୍ପୁଆ/ ଚିତ୍ତରଞ୍ଜନ କର : ଖଣି ଅଂଚଳର ପାରିପାର୍ଶ୍ଵିକ ବିକାଶ ସର୍ବୋପରି ସେ ଅଂଚଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଉପଯୋଗୀ ଭିତ୍ତିଭୂମି ନିର୍ମାଣ କରିବା ସକାଶେ ଜିଲା ଖଣିଜ ପାଣ୍ଠି( ଡ଼ିଏମଏଫ) ଗଠିତ |ସେହିଆଧାରରେ କେନ୍ଦୁଝର ଜିଲ୍ଲା ଖଣି ପଭାବିତ ଏବଂ ଆଦିବାସୀ ଜନଜାତି ମାନଙ୍କର…
ସମାଜ ବିଜ୍ଞାନରେ ବୈଜ୍ଞାନିକ ଦୃଷ୍ଟିକୋଣ ରହିବା ଆବଶ୍ୟକ : ନଜମା
କିଟରେ ୪୨ତମ ଭାରତୀୟ ସମାଜ ବିଜ୍ଞାନ କଂଗ୍ରେସ୍ ଉଦ୍ଘାଟିତ
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଭାରତୀୟ ସମାଜ ବିଜ୍ଞାନ କଂଗ୍ରେସ୍ର ୪୨ତମ ଅଧିବେଶନ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମଣିପୁର ରାଜ୍ୟପାଳ ଡ. ନଜ୍ମା ହେପତୁଲ୍ଲା କହିଲେ,…
ସିକେନାଇଡୁ ଟ୍ରଫି : ଓଡିଶା-ଜାମ୍ମୁକାଶ୍ମୀର ମ୍ୟାଚ୍ ଅମିମାଂସିତ
ବଲାଙ୍ଗିର,(ନିରୋଜ ମିଶ୍ର) ଗାନ୍ଧୀଷ୍ଟାଡିୟମ ଠାରେ ଚାଲିଥିବା ସିକେ ନାଇଡୁ ଟ୍ରଫି (୨୩ ବର୍ଷରୁ କମ୍ ) ଚତୁର୍ଥ ଦିବସରେ ଓଡିଶା ଲଢ଼ୁଆ ଖେଳ ପ୍ରଦର୍ଶନ କରି ମ୍ୟାଚକୁ ଅମିମାଂସିତ ରଖିବାରେ ସଫଳ ହୋଇଛି । ଓଡିଶା ଗତ କାଲିର ଅସମାପ୍ତ ଖେଳ ଆରମ୍ଭ କରି ଆଜି ମ୍ୟାଚ୍ ଶେଷ ହେବା ପୁର୍ବରୁ…
ବିଜେପି ପକ୍ଷରୁ “ଜବାବ ମାଗୁଛି ଓଡିଶା”ର ପ୍ରଚାର ରଥର ଶୁଭାରମ୍ଭ
ବାଲେଶ୍ୱର(ଉଜ୍ଜ୍ୱଳ କର): ବିଜେଡି ସରକାରଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି ପାଇଁ ବାଲେଶ୍ୱର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରଚାର ରଥର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ପରମିଟ୍ ପଡିଆଠାରେ ରେମୁଣା ନିର୍ବାଚନ ମଣ୍ଡଳୀର ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପି…
ଅଚାନକ ରାସ୍ତାରେ ଜିଲ୍ଲାପାଳ….କଲେ ଯାନବାହାନ ଯାଂଚ
ବାଲେଶ୍ୱର(ଉଜ୍ଜ୍ୱଳ କର)
ଅଚାନକ ଦିନ ୧୦ ଟା ବେଳେ ବାଲେଶ୍ୱର ସହରର ଫକୀରମୋହନ ଗୋଲେଇଠାରେ ଅଚାନକ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ ଚଳପ୍ରଚଳ କରୁଥିବା ଯାନବାହାନକୁ ଯାଂଚ କରିବା ଆରମ୍ଭ କରିଥିଲେ । କେହି କିଛି ବୁଝି ପାରିଲେନି , ଜିଲ୍ଲାପାଳ ରାସ୍ତା ଉପରେ ପୋଲିସ ବା ଟ୍ରାଫିକ ପୋଲିସ…
ସ୍ବେଚ୍ଛାସେବୀ ସଂଘ ତରଫରୁ ଦିବ୍ୟାଙ୍ଗ ଆଶ୍ରମର ଅନ୍ତେବାସୀ ମାନଙ୍କୁ କମ୍ବଳ ବଣ୍ଟନ ।
ଗାଇସିଲାଟ/କେଦାର ନାଥ ସାହୁ:ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲାଟ ବ୍ଲକର ବୁରୋମୁଣ୍ଡା ଗ୍ରାମର ସ୍ବେଚ୍ଛାସେବୀ ସଂଘ ତରଫରୁ ତାଲପାଲି ପଞ୍ଚାୟତ ସ୍ଥିତ ଜନକେଡା ଗ୍ରାମରେ ଥିବା ଗୋପବନ୍ଧୁ ସେବା ସଦନ ମୁକ ଓ ବଧିର ଅନାଥାଶ୍ରମରେ ୫୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ କମଳ ବଣ୍ଟନ ସହିତ…
ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଜେଲ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ ଜଜ୍ ଡ଼ଃ ଭି. ସୁଜାତା ଆଜି ଏକ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତ ବାରିପଦା ପୌରପରିଷଦ ୱାଡର଼୍ ନଂ-୨୬ ଭୁଗୁଡ଼ାକଟା ଅଞ୍ଚଳର ସ୍ୱର୍ଗତ ସାନୁ ସିଂଙ୍କ ପୁଅ ହୁଡ଼ୁମା ଓରଫ ବିପିନ ସିଂ(୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ…