ବଡ଼ବିଲ ଠାରେ ବିଜୁ ଜନତା ଦଳର ଏକବିଂଶ ପ୍ରତିଷ୍ଠା ଦିବସ

ବଡ଼ବିଲ:  ବଡ଼ବିଲ ଠାରେ ବିଜୁ ଜନତା ଦଳର ଏକବିଂଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବଡ଼ବିଲ ବିଜେଡି ନଗର କମିଟି ପକ୍ଷରୁ ଆଜି ପ୍ରତ୍ୟୁଷରେ କଳିଙ୍ଗନଗର ସ୍ଥିତ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଜୁ ଜନତା ଦଳ ଓଡ଼ିଶାର ବିକାଶଧାରାକୁ ବଜାୟ…

ନୂଆ ବର୍ଷ ପୂର୍ବରୁ ସୁକିନ୍ଦା ମାଇନିଂ ରାସ୍ତାରେ ଆଉ ଏକ ସଡକ ଦୁର୍ଘଟଣା l 

କାଳିଆପାଣିରୁ ଦୟାନିଧି ମହାନ୍ତ :  ଗତ ଦଶ ଦିନ ପୂର୍ବରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଯେଉଁଠାରେ ହୋଇଥିଲା ଠିକ ତାର ଦୁଇଶହ ମିଟର ଦୂରରେ ଆଜି ଆଉ ଏକ ସଡକ ଦୁର୍ଘଟଣା ହୋଇଛି l ଟାଟା ମାଇନିଂ ରେ ଲୋଡିଂ ଲେବର ରୂପେ କାମକରୁଥିବା ଶ୍ରୀ ମଙ୍ଗଲ ବିରୁଆ ଗ୍ରାମ ଯେମlଦେଇପୁର କୁହିକା ପଂଚାୟତ ର…

ଛିନ୍ଦେଇକେଲା ସର୍ବ ଭାରତୀୟ କ୍ରିକେଟ: ଫାଇନାଲରେ ନାଗପୁର କରିମ୍ ସ୍ପୋର୍ଟିଙ୍ଗ୍ ।

ପଦ୍ମପୁର/ନିଳ ଦୀପ -ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଛିନ୍ଦେଇକେଲା ମିନି ଷ୍ଟାଡିୟମରେ ଚାଲିଥିବା ୨୪ତମ ସର୍ବ ଭାରତୀୟ କ୍ରିକେଟ ପ୍ରତିଯୋଗିତା ସେମିଫାଇନାଲରେ ରାଞ୍ଚି ରେଲୱେ କୁ ହରାଇ ନାଗପୁର କରିମ୍ ସ୍ପୋର୍ଟିଙ୍ଗ୍ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ସମିତି ସଭ୍ୟା…

ଯୁବ କଂଗ୍ରେସର ପ୍ରଚାର ରଥ ଉପରେ ବିଜେପିର ଗୁଣ୍ଡାଙ୍କ ଦ୍ୱାରା ଆକ୍ରମଣର ଉଚିତ୍ ଜବାବ ଦିଆଯିବ – ଯୁବ କଂଗ୍ରେସ 

ଭୁବନେଶ୍ୱର:  କନ୍ୟାକୁମାରୀ ଠାରୁ କାଶ୍ମିର ପର୍ଯ୍ୟନ୍ତ ଅଖିଳ ଭାରତୀୟ ଯୁବ କଂଗ୍ରେସ ତରଫରୁ ଯେଉଁ ଯୁବ କ୍ରାନ୍ତି ଯାତ୍ରା ଚାଲିଛି ଯୁବକମାନଙ୍କର ହକ୍ ପାଇଁ ନରେନ୍ଦ୍ର ମୋଦି ସରକାର ଯେଉଁ ସାଢେ଼ ଚାରି ବର୍ଷ ମିଛ କଥା କହି ଯୁବକମାନଙ୍କୁ ପ୍ରତାରଣା କରିଛନ୍ତି ତାର ବିରୁଦ୍ଧରେ । କାଲି ଏହି…

ପଦ୍ମପୁରରେ ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା  ଦିବସ ପାଲିତ 

ପଦ୍ମପୁର/ନୀଳ ଦୀପ -ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ପଦ୍ମପୁର ଠାରେ ପାଲିତ ହୋଇଯାଇଛି  । ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଜୟ ରଂଜନ ସିଂ ବରିହାଙ୍କ  ନେତୃତ୍ୱରେ ହଜାର ହଜାର ବିଜେଡି…

ଗନ୍ଧମାର୍ଦ୍ଦନ ପର୍ବତରେ ମାଓବାଦୀ, ପୋଲିସର କୁମ୍ବିଂ ଅପରେସନ: 2 ମାଓବାଦୀ ଆହତ

ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡରେ ଚାଲିଛି ଯୋରଦାର ମାଓ କମ୍ବିଂଗ ଅପରେଶନ ।ଡିଭିଏଫ ଓ ସିଆରପିଏଫ ଜବାନ କମ୍ବିଂଙ୍ଗ ସମୟରେ ପାଇକମାଲ ଥାନା ଅନ୍ତର୍ଗତ ମନଭଙ୍ଗ ଡ୍ୟାମ ଠାରେ ପ୍ରାୟ ୧୦ରୁ ୧୨ ଜଣ ମାଓବାଦୀ ଗୄପକୁ ଦେଖିବାକୁ ପାଇଥିଲେ ।ପୋଲିସ ତରଫରୁ ତାଙ୍କୁ ଆତ୍ମସମର୍ପଣ ପାଇଁ…

ସୁପ୍ରିମକୋର୍ଟ ଗଠିତ ଟ୍ରିବ୍ୟୁନାଲ କମିଟିର ବଂଶଧାରା ଜଳ ବିବାଦୀୟ ଅଞ୍ଚଳ ପରିଦର୍ଶନ ଓ ଅନୁଧ୍ୟାନ : ଓଡିଶାକୁ କ୍ଷତି…

ଓଡିଶାର ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଗୁଡାରୀ ନିକଟସ୍ଥ ଅଞ୍ଚଳରେ ପ୍ରବାହିତ ଏହି ବଂଶଧାରାନଦୀ ଉପରେ ରାଜ୍ୟ ସରକାରଙ୍କ ଦୀର୍ଘ ବର୍ଷର ପ୍ରସ୍ତାବିତ ପାଣି ଡଙ୍ଗର ବ୍ୟାରେଜ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର କୌଣସି ନାମ ଗନ୍ଧ ନଥିବାର ସୁଯୋଗ ନେଇ ଆନ୍ଧ୍ର ସରକାର ତାଙ୍କ ରାଜନୈତିକ ଓ ଚାଷୀ  ଓ…

ଜାତୀୟ ଗ୍ରାହକ ଦିବସ ପାଳିତ

Paralakhemundi/Balakrishna Panigrahi : ସ୍ଥାନୀୟ ସଂସ୍କୃତ ବିଦ୍ୟାଳୟ ପରିସରରେ ଜାତୀୟ ଗ୍ରାହକ ଦିବସ ପାଳିତ ହୋଇଯାଇଛି । ଏଥିରେ ଗ୍ରାହକ ପଞ୍ଚାୟତ ସଭାପତି ହରିମୋହନ ପଟ୍ଟନାୟକଙ୍କ ସଭାପତିତ୍ୱକରିଥିଲେ । କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ କୁମାର ଖଟାଇ…

  ଅଟଳ ବିହାରୀ ବାଜପାୟୀ ଜୟନ୍ତୀ

ଝାରବନ୍ଧ(ସଦାନନ୍ଦ ବେହେରା):- ବରଗଡ଼ ଜିଲ୍ଲା, ଝାରବନ୍ଧ ପଞ୍ଚ।ୟତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ 94ତମ ଜୟନ୍ତୀ, ଶ୍ରୀ ଲମ୍ବୋଦର ପଣ୍ଡାଙ୍କ ନେତୃତ୍ୱ ରେ ପାଳନ କରାଯାଇଛି।  ଏହି ସଭାରେ ଜିଲ୍ଲା ପରିଷଦ ଶ୍ରୀମତୀ କୁମୁଦୀନ ସାହୁ, ସରପଞ୍ଚ ଶ୍ରୀମତୀ, ଧନମତି…

ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ବିଜେଡିରେ ଯୋଗଦାନ

ବଲାଙ୍ଗୀର/ ନିରୋଜ ମିଶ୍ର : ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ଦେଓଗାଁ ବ୍ଳକର ବିଭିନ୍ନ ଅଞ୍ଚଳ ଗସ୍ତ କାର୍ଯ୍ୟକ୍ରମ ସମୟରେ କୁଲତାପଡା ଗ୍ରାମ ପଞ୍ଚାୟତରେ ବରିଷ୍ଠ  ନେତୃବୃନ୍ଦ ନବୀନ  ସରକାରଙ୍କ ଲୋକାଭମୁଖି କାର୍ଯ୍ୟକ୍ରମ ଓ ଅର୍କେଶଙ୍କ ନେତୃତ୍ୱକୁ ସ୍ୱାଗତ ଜଣାଇ ବିଧିବଧ ଭାବରେ…