Sign in
Sign in
Recover your password.
A password will be e-mailed to you.
ସେରଙ୍ଗ ତାରାତାରିଣୀ ପୀଠ ପର୍ଯ୍ୟଟନ ସ୍ଥଳୀରେ ଏନ.ୟୁ.ଜେ ଗଜପତି ଜିଲ୍ଲା ବୈଠକ
ପୀଠ ଓ ସ୍ଥଳିର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ
ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗୁମ୍ମା ସେରଙ୍ଗ ଘାଟି ରାସ୍ତା ମଝିରେ ଥିବା ଐତିହାସିକ ତାରାତାରିଣି ପୀଠ ତଥା ପର୍ଯ୍ୟଟନ ସ୍ଥଳିର ବିଶ୍ରାମଗୃହ ଠାରେ ରାଷ୍ଟ୍ରୀୟ ସାମ୍ୱାଦିକ ସଂଘ ଗଜପତି ଶାଖାରଏକ…
ଆଲୋଚନା ପରେ ପଦ୍ମପୁରରେ ସରକାରୀ ବସ୍ ଚଳାଚଳ ସ୍ବଭାବିକ ।
ପଦ୍ମପୁର/ନୀଳ ଦୀପ: ଶୁକ୍ରବାର ଠାରୁ ପଦ୍ମପୁର ସରକାରୀ ବସ ଚଳାଚଳ ସ୍ବଭାବିକ ହେବ।ଏନେଇ ବସ ବିଚାରକ ଓ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ ମାଝୀ ସୂଚନା ଦେଇଛନ୍ତି।ସୂଚନା ଯୋଗ୍ୟ ଯେ, ଏଠିକାର ବସ୍ ଚାଳକ ଓ କର୍ମଚାରୀ ବିଭିନ୍ନ ଦାବିରେ ଧର୍ମଘଟ କରିଥିଲେ।ଏପରିକି ସରକାରୀ ବସ୍ ଗୁଡିକୁ…
ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ :ବିଜେଡିର ଅଭିଯାନକୁ ନ୍ୟାସନାଲ୍ କନ୍ଫରେନ୍ସର ସମର୍ଥନ
ଭୁବନେଶ୍ୱର: ବିଜେଡିର ପ୍ରତିନିଧି ଦଳ ଆଜି ନ୍ୟାସନାଲ୍ କନ୍ଫରେନ୍ସ ଦଳକୁ ଭେଟିଥିଲେ । ବିଜେଡି ତରଫରୁ ସାଂସଦ ଶ୍ରୀ ପିନାକୀ ମିଶ୍ର ଏବଂ ଶ୍ରୀ ଲଡୁକିଶୋର ସ୍ୱାଇଁ ଜାମ୍ମୁ ଓ କାଶ୍ମୀର ନ୍ୟାସନାଲ୍ କନ୍ଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲାଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଭେଟି ସଂସଦ…
ବିଜେପି ଚାହୁଁଛି ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥ ସହାୟତା ବନ୍ଦ ହୋଇଯାଉ : ଶ୍ରୀମୟୀ
ଭୁବନେଶ୍ୱର,: ବିଜେପି ଏକ ପ୍ରେସ୍ମିଟ୍ କରି ଆଜି ଯେଉଁ ଅଭିଯୋଗ ଆଣିଛନ୍ତି, ମିଶନ ଶକ୍ତି ଏବଂ ତା’ସହିତ ସଂପୃକ୍ତ ସ୍ୱୟଂ ସହାୟକଗୋଷ୍ଠୀଙ୍କ ବିରୋଧରେ ତାହା ଅତ୍ୟନ୍ତ ନିନ୍ଦିନୀୟ ଓ ଦୁର୍ଭାଗ୍ୟଜନକ । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବଦ୍ନାମ କରିବା ପାଇଁ ଏହା ବିଜେପିର ଏକ ଷଡ଼ଯନ୍ତ୍ର ଏବଂ…
ଜାନୁଆରୀ ୮ ତାରିଖରେ ସଂସଦ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରିବା ବିଜୁ କୃଷକ ଜନତା ଦଳ
ଭୁବନେଶ୍ୱର: ରାଜ୍ୟରେ ଚାଷୀକୁଳ ସ୍ୱାର୍ଥର ସୁରକ୍ଷା ପାଇଁ ଓଡ଼ିଶା ବିଧାନସଭାରେ ପାରିତ ସର୍ବସମ୍ମତ ପ୍ରସ୍ତାବ କାର୍ଯ୍ୟକାରୀ କରିବା ଦାବିରେ ବିଜୁ କୃଷକ ଜନତା ଦଳ ନେତୃତ୍ୱରେ ଜାନୁଆରୀ ୮ ତାରିଖରେ ସଂସଦ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯିବ । ଏହିକ୍ରମରେ ଜାନୁଆରୀ ୫ ତାରିଖ ଦିନ ଏକ…
ଗରଜିଲେ ଅପରାଜିତା, କହିଲେ ଭୋଟ ବ୍ୟାଙ୍କ ପଲିଟିକ୍ସ ଛାଡ଼ନ୍ତୁ ସରକାର
ଭୁବନେଶ୍ୱର - ରାଜ୍ୟ ସରକାର ମହିଳା ମାନଙ୍କୁ ନେଇ ଭୋଟ ରାଜନୀତି କରୁଛନ୍ତି । ମହିଳା ମାନଙ୍କୁ କିପରି ଆର୍ଥୀକ ସ୍ୱାବଲମ୍ବି କରାଯିବ ତାହା ନକରି କେବଳ ନିର୍ବାଚନ ଜିତିବା ଲକ୍ଷ୍ୟରେ ବିଭିନ୍ନ ଭାବରେ ମହିଳା ମାନଙ୍କୁ ଭ୍ରମିତ କରିବା ରାଜ୍ୟ ସରକାର ବନ୍ଦ କରନ୍ତୁ ବୋଲି ରାଜ୍ୟ କାର୍ଯ୍ୟାଳୟରେ…
ଭୋଟ ହେବା ଆଗରୁ ହେବ ଛାୟା ଭୋଟିଂ
-୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା
- ଆସନ୍ତା ନିର୍ବାଚନରେ ପ୍ରଥମ ଥର ପାଇଁ ରାଜ୍ୟରେ ବ୍ୟବହାର ହେବ ଭିଭିପାଟ୍ ମେସିନ୍
ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ସୁଦ୍ଧା ଭୋଟର ତାଲିକା ଚୂଡାନ୍ତ କରା ଯିବ ବୋଲି ସିଇଓ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି…
ସ୍ଥାଣୁ, ଅପାରଗ, ସମ୍ଭେଦନହୀନ ସରକାରଙ୍କୁ ଜବାବ ମାଗିବାର ସମୟ ଆସିଛି-ଧର୍ମେନ୍ଦ୍ର
ଜବାବ ମାଗୁଛି ଓଡିଶା ଅଭିଯାନରେ ସାମିଲ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଅପିଲ୍
ଭୁବନେଶ୍ୱର - ଓଡିଶାରେ ସ୍ଥାଣୁ, ଅପାରଗ, ସମ୍ଭେଦନହୀନ ଓ ଦାୟିତ୍ୱହୀନ ମିଛ କହୁଥିବା ସରକାର ଚାଲିଛି । ଏ ମିଛ କହୁଥିବା ସରକାରକୁ ଆଜି ଜବାବ ମାଗିବାର ସମୟ ଆସିଯାଇଛି । ଏ ଅବସରରେ ଜବାବ ମାଗୁଛି ଓଡିଶା ଅଭିଯାନରେ…
ବାରିପଦାରେ ୪,୫୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖରେ ଓଡ଼ିଶାର ବାରିପଦା ସହରକୁ ଗସ୍ତରେ ଆସିବେ । ଏହି ଅବସରରେ ଶ୍ରୀ ମୋଦି କେନ୍ଦ୍ର ସରକାରଙ୍କ ପ୍ରାୟ ୪,୫୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ପ୍ରକଳ୍ପ ସମୂହକୁ ରାଷ୍ଟ୍ର ନିମନ୍ତେ ଲୋକାର୍ପଣ କରିବେ । ଏହା ମଧ୍ୟରେ ୪ ଲେନ୍…
ନବୀନକୁ ବିଜେପି ଦେବ ଚୁଡ଼ି ଭେଟି : ଶୁକ୍ରବାରଠାରୁ ଚୁଡି ସଂଗ୍ରହ ଅଭିଯାନ, ୧୦ରେ ପୁଣି ନବୀନ ନିବାସ ଘେରାଉ
ଭୁବନେଶ୍ୱର :ପିପିଲି ଗଣଦୁଷ୍କର୍ମ ଘଟଣାରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀମଣ୍ଡଳ ଓ ବିଜେଡି ଦଳର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରିବା ଏବଂ ମାମଲାର ସିବିଆଇ ତଦନ୍ତ କରିବା ଦାବି ଜାନୁଆରୀ ୧୦ ତାରିଖ ସୁଦ୍ଧା ପୂରଣ କରିବା ପାଇଁ ଡେଡ୍ ଲାଇନ…