ବିଜେପି ବିରୋଧରେ ଖାରବେଳ ନଗର ଥାନାରେ ଏତଲା ଦେଲା ବିଜେଡ଼ି

0 2

ଭୁବନେଶ୍ୱର :ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା ପ୍ରତିଶ୍ରୁତି ଦେଇ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଠକିଥିବା ଅଭିଯୋଗରେ ବିଜେପି ବିରୋଧରେ ଖାରବେଳ ନଗର ଥାନାରେ ଏତଲା ଦେଲା ବିଜେଡ଼ି। ଦଳର ମୂଖପାତ୍ର ଲେନିନ ମହାନ୍ତି, ସୁଲତା ଦେଓ ଓ ସସ୍ମିତ ପାତ୍ର ଖାରବେଳ ନଗର ଥାନାରେ ଦେଲେ ଏତଲା ।

Leave A Reply

Your email address will not be published.