ଅଗ୍ନିକାଣ୍ଡ ଘଟି ଏକ ଦଳିତ ପରିବାର ସର୍ବସାନ୍ତ

ତିର୍ତ୍ତୋଲ / ରମେଶ ମହାନ୍ତି : :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କନକପୁର ପଞ୍ଚାୟତ ସର୍ଦୋଳା ଗ୍ରାମର ଏକ ଗରିବ ଦଳିତ ଲୋକ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିବାରୁ ସେ ସର୍ବସାନ୍ତ ହୋଇଯାଇଥିବା ଜଣାପଡ଼ିଛି।ସୂଚନାନୁଯାୟୀ ଉକ୍ତ ଗ୍ରାମର ଦନେଇ ଭୋଇଙ୍କ ଚାଳ ଛପର ଘରେ କୌଣସି କାରଣରୁ ସଂନ୍ଧ୍ଯା ୬ଟା…

ପାଇକମାଲ ଜୋନ ୩ରେ  ବିଜୁ ଜନତାଦଳ  କର୍ମୀ ସମ୍ମିଲନୀ 

 କିଛି ଦିନରେ ଅଞ୍ଚଳର ଏକ ହଜାର ହିତାଧିକାରୀଙ୍କୁ ସାଇକେଲ ବଣ୍ଟନ କରିବେ ଶ୍ରମ ମନ୍ତ୍ରୀ    ପାଇକମାଲ/ରାଜେନ୍ଦ୍ର ବେହେରା :  ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଠାରେ ଜୋନ ୩ ର ୫୦୦୦ ବିଜେଡି କର୍ମୀମାନଙ୍କୁ ନେଇ ଏକ ସଭା ଅନୁଷ୍ଟିତ ହୋଇଥିଲା। ବରଗଡ ଜିଳ୍ଲା ବିଜେଡି ସଭାପତି ପୂର୍ବତନ …

ପ୍ରଧାନମନ୍ତ୍ରୀ ଙ୍କ ଗସ୍ତ ପାଇଁ ବାରିପଦା ସହରରେ ଯାନବାହାନ ଚଳାଚଳ ଉପରେ କଟକଣା : ଜାଣନ୍ତୁ କେଉଁପଟୁ ଆସିଲେ କେଉଁଠି…

ବାରିପଦା(ଦିଲ୍ଲୀପ ମହାନ୍ତି)  ଜାନୁଆରି ୫ ତାରିଖ ପ୍ରଧାନମନ୍ତ୍ରୀ ଙ୍କ ବାରିପଦା ଗସ୍ତ ରେ ଆସି ସରକାରୀ କାର୍ଯ୍ୟକ୍ରମ ରେ ଯୋଗଦେବାପରେ ସ୍ଥାନୀୟ ଛଉ ପଡିଆଠାରେ ଏକ ବିଶାଳ ଜନସମାବେଶରେ ଉଦ୍ବୋଧନ ଦେବେ । ତାଙ୍କର ଏହି କାର୍ଯ୍ୟକ୍ରମରେ ଅନ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜୁଏଲ…

ମାନିବାକୁ ପଡିବ ଚୋରର ମସ୍ତୀ : କ୍ୟାରାମ ଖେଳି, ଡ୍ରାଇଫୁଡ଼ ଖାଇ………….

ଘରେ କେହି ନଥିବା ବେଳେ କଳାକନା ବୁଲାଇ, କ୍ୟାରାମ ଖେଳି, ଡ୍ରାଇଫୁଡ଼ ଖାଇ ନଗଦ ୧.୫୦ ଲକ୍ଷ ସହିତ ଅଳଙ୍କାର ଆଦି ଲୁଟି ନେଲେ ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଜାନୁଆରୀ ୫ରେ ବାରିପଦା ଗସ୍ତକୁ ନେଇ ସହର ଚଳଞ୍ଚଳ ହୋଇ ଉଠିଛି । ପ୍ରଧାନମନ୍ତ୍ରୀଙ୍କ…

ମୈଦାନ ରେଡି : ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ

ମୟୂରଭଞ୍ଜ ଜିଲ୍ଲାର ପ୍ରଗତି ଓ ବିକାଶ କ୍ଷେତ୍ରରେ ବିଜେଡ଼ି ବାଟ ଓଗାଳିଛି : ଗୋଲୋକ  ବାରିପଦା(ଅରବିନ୍ଦ ଦାସ ) ପ୍ରଧାନମନ୍ତ୍ରୀ ମୋଦି ଜାନୁଆରୀ ୫ରେ ବାରିପଦା  ଗସ୍ତରେ ଆସୁଛନ୍ତି । ତାଙ୍କର ୨ଘଣ୍ଟା ୨୦ ମିନିଟର ଏହି ବାରିପଦା ଗସ୍ତ କାର୍ଯ୍ୟକ୍ରମ ସମୟରେ ସ୍ଥାନୀୟ ପୁଲିସ ଲାଇନ ହାଇ ସ୍କୁଲ…

ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୧୯ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ପଦ୍ମପୁର/ନୀଳ ଦୀପ ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୧୯ ପାଳନ ନିମନ୍ତେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରାକରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉପଖଣ୍ଡ ସ୍ତରୀୟ ସାଧାରଣନ୍ତ୍ର ଦିବସକୁ ସରଷ ଓ ସୁନ୍ଦର କରିବା ତଥା ଆକର୍ଷଣୀୟ ଭାବରେ…

ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ 

ପାଇକମାଲ :- ଏକ ଦୁଃଖଦ ଘଟଣା କ୍ରମରେ ଆଜି ପାଇକମଲ ବ୍ଲକ୍ର ସଦନନ୍ଦପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣା ରେ ଭେଙ୍ଗରାଜ ପୁର ଗ୍ରାମର ଧୁବଳେ ରଣା ଙ୍କର ପୁଅ ଦିଲୀପ ରଣା ଙ୍କର ଶୋଚନୀୟ ମୃତ୍ୟୁ ହେଇଯାଇଛି । ଜଣାପଡିଛି ଯେ ଦିଲୀପ ନିଜର ଘରୋଇ କାମ ସାରି ପଦ୍ମପୁର ରୁ ଗ୍ରାମ କୁ ଫେରୁଥିବା ସମୟରେ…

ଗୋଲଡେନ ବାବାର ଗୋଲଡେନ  ଆସରରେ ନେତା କରୁଥିଲେ ଅୟସ : ଟେନ୍ସନରେ ନେତା  

ଭୁବନେଶ୍ୱର : ଗିରଫ ହୋଇଛି ବ୍ରାଣ୍ଡେଡ ଠକ ଗୋଲଡେନ ବାବା ଆଲିଆସ  ଜ୍ୟୋତିରଂଜନ ବେହୁରା | ସେ ବିଜୁ ଜନତା ଦଳର ସକ୍ରୀୟ କର୍ମୀ ଓ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ଆଶାୟୀ ବିଧାୟକ ପ୍ରାର୍ଥୀ । କିଛି ବିଜେଡି ନେତାଙ୍କୁ ପକେଟରେ ପୁରାଇ ରଖିଥିଲା |  ବିଜୁ ଜନତା ଦଳର ବହୁ ମନ୍ତ୍ରୀ ଓ ନେତା…

  ଓତଳ ଗ୍ରାମ ରାସ୍ତା ନିର୍ମାଣକୁ ନେଇ ମାଡ଼ପିଟ୍,୧ ଗୁରୁତର

ତିର୍ତ୍ତୋଲ/ରମେଶ ମହାନ୍ତି  :ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତ ଓତଳ ଗ୍ରାମର ଢଳେଇ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ମାଡ଼ପିଟ୍ ଯୋଗୁଁ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।ସୂଚନାନୁଯାୟୀ ଉକ୍ତ ପଞ୍ଚାୟତର…

ପାଣିରେ ବୁଡି ବାଳକର ମୃତ୍ୟୁ

ପାଇକମାଲ / ପାଇକମାଲ ବ୍ଲକର ବିଜାଡ଼ିହି  ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମର ଗହକି ଲାଲ ସାହୁଙ୍କର 5ବର୍ଷୀୟ ପୁଅ ନିରଜ ସାହୁ ଦୀପହରେ ଘର ବାହାରେ ଖେଳୁଥିବା ସମୟରେ ଘର ପାଖରେ ଥିବା ଏକ ପାଣି ଟାଙ୍କି ରେ ପଡି ମୃତ୍ୟୁ ବରଣ କରିବାଘଟଣା ଗ୍ରାମବାସୀ ମାନଙ୍କୁ ଦୁଃଖିତ କରିଛି ।…