ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରୁ ୨୭ ଗାଁ ବାଦ୍‍ ପାଇଁ ବନ ବିଭାଗର ନିଷ୍ପତ୍ତି: ବିଜ୍ଞପ୍ତି ପ୍ରକାଶ ଖୁବ୍‍ଶୀଘ୍ର

ଭୁବନେଶ୍ୱର: ଆଜି ଅପରାହ୍ଣରେ ଭୁବନେଶ୍ୱର ସଚିବାଳୟ ଠାରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଭୟାରଣ୍ୟରୁ କଟକ ଜିଲ୍ଲା ସାତକୋଶିଆ ସଂଲଗ୍ନ ଯୋଡୁମ ପ୍ରଗଣାର ୫ଟି ପଞ୍ଚାୟତରେ ୨୭ଟି ଗ୍ରାମକୁ ବାଦ୍‍ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ  ହୋଇଯାଇଛି ।…

ଚାଷ ଓ ଚାଷପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ : ଜବାବ ମାଗିବ କୃଷକ ମୋର୍ଚ୍ଚା – ରାଜ୍ୟ ସାଧାରଣ ସମ୍ପାଦକ

Paralakhemundi/Balakrishna Panigrahi ଗଜପତି ଜିଲ୍ଲାର ଧାନମଣ୍ଡି ଖୋଲିବାରେ ବିଳମ୍ୱ, ଅଭାବି ଧାନବିକ୍ରି ଏବଂ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ନିର୍ଦ୍ଧାରିତ ୧୭୫୦ଟଙ୍କା ନ ମିଳିବା ବେଳେ ରାଜ୍ୟ ସରକାର କେତେବେଳେ କାଳିଆ ଯୋଜନାରେ ଭଣ୍ଡାଉଛନ୍ତି ତ କେତେବେଳେ ମଣ୍ଡି ନଖୋଲି ଚାଷୀମାନଙ୍କୁ…

ବଡ଼ବିଲରେ ଚାଞ୍ଚଲ୍ୟ : ପିତ୍ତଳ ଦେଇ ମାରିନେଲେ ସୁନା 

 ୨ ଲକ୍ଷ ଟଙ୍କାର ସୁନାଗହଣା ନେଇ ଚମ୍ପଟ ମାରିଲା ଦୁର୍ବୁତ୍ତ  ବଡ଼ବିଲ/ଚିତ୍ତରଞ୍ଜନ କର   ବଡ଼ବିଲ ମୁଖ୍ୟ ବଜାର ହନୁମାନ ମନ୍ଦିର ନିକଟରେ ଥିବା ଭଗବାନ ଦାସ ଜୁଏଲରରେ ଆଜି ଅଭିନବ ଉପାୟରେ ୬୦ ଗ୍ରାମର ସୁନାଗହଣା ଠକେଇ ହୋଇଛି। ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଜଣେ…

ଭିନ୍ନକ୍ଷମ ସମାନତା, ସଂରକ୍ଷଣ ଓ ସଶକ୍ତିକରଣ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱ ବ୍ରେଲି ଦିବସ ଅବସରରେ ଆଜି ଭୁବନେଶ୍ୱର,ୟୁନିଟ୍ ୮ ସ୍ଥିତ ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟଠାରେ ବ୍ରହ୍ମାକୁମାରୀ ଏବଂ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଭିନ୍ନକ୍ଷମ ସମାନତା, ସଂରକ୍ଷଣ ଓ ସଶକ୍ତିକରଣ ଅଭିଯାନର…

 ତ୍ରୁଟିଶୂନ୍ୟ ଓ ଗୁଣାତ୍ମକ ଭୋଟର ତାଲିକା ଏବଂ ଭୋଟ ପରିଚୟ ପତ୍ର ପ୍ରସ୍ତୁତି ନିମନ୍ତେ କର୍ମଚାରୀମାନଙ୍କୁ ତାଲିମ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ରାଜ୍ୟସ୍ତରରେ ପ୍ରଥମ ବୁଥ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିା ରାଜ୍ୟର ୩୦ଟି ଜିଲ୍ଲାରୁ ଦୁଇ ଜଣ ଲେଖାଏଁ କର୍ମଚାରୀ ଫଟୋ ପରିଚୟ ପତ୍ର ଏବଂ ଭୋଟର ତାଲିକା ପ୍ରସ୍ତୁତ…

ଫକୀର ମୋହନ ସାହିତ୍ୟ ପରିଷଦକୁ  “ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ’ 

ଭୁବନେଶ୍ୱର: ଓଡ଼ିଆ ଗଦ୍ୟ ସାହିତ୍ୟର ଅନୁପମ ଉଦ୍ଗାତା  , କଥାସମ୍ରାଟ ବ୍ୟାସକବି ଫକୀର ମୋହନଙ୍କ ସ୍ମୃତିରେ ଓଡ଼ିଶା ସରକାର ୨୦୧୮ ବର୍ଷ ନିମନ୍ତେ "ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ' ଘୋଷଣା କରିଛନ୍ତିା ଓଡ଼ିଆ ଭାଷା, ସାହିତ୍ୟର ପ୍ରଚାରପ୍ରସାର ଦିଗରେ ନିରନ୍ତର ପ୍ରୟାସ ଜାରି…

ଯୁବ ସାମ୍ବାଦିକଙ୍କ ସ୍ବର୍ଗତ ସୁରେଶ ପାଢ଼ୀଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା

 ରାୟଗଡ଼ାରୁ ସରୋଜ କୁମାର ସାହୁ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରାୟଗଡ଼ା ଜିଲ୍ଲା ସମାଜ ଖବର କାଗଜର ପ୍ରତିନିଧି ତଥା ଯୁବ ସାମ୍ବାଦିକ ସୁରେଶ ପାଢ଼ୀଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସୁରେଶ ପାଢ଼ୀ ଜଣେ ନିର୍ଭୀକ ସାମ୍ବାଦିକ ଭାବେ ସମସ୍ତଙ୍କ ଠାରେ…

ଯୋଡ଼ାରେ ସ୍କୁଲ ବସ ଦୁର୍ଘଟଣାଗସ୍ତ, ବେପରୁଆ ଡ୍ରାଇଭିଂ ଅଭିଯୋଗ। 

ଯୋଡ଼ା(ଚିତ୍ତରଞ୍ଜନ କର) : ଯୋଡ଼ା ଡିଏଭି ସ୍କୁଲ ନିକଟରେ ଏକ ପରିବା ଵୋଝେଉ ପିକଅପ୍ ଭ୍ୟାନକୁ ଧକ୍କାଦେଇ ଏକ  ସ୍କୁଲବସ୍ ଦୁର୍ଘଟଣା ଗସ୍ତ ହୋଇଛି । ପିକଅପ୍ ଭ୍ୟାନରେ ଥିବା ୩ ଜଣ ଆହତ ହୋଇଥିବା ବେଳେ ବସରେ ଥିବା ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ବସର ହେଲପର ଆହତ ହୋଇଥିବା…

ସ୍ତନ କର୍କଟ ରୋଗକୁ ନେଇ ମହିଳାମାନେ ସଙ୍କୋଚ କରିବା ଅନୁଚିତ୍ : ଡାକ୍ତର ପ୍ରୀୟା

ଭୁବନେଶ୍ୱର : କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗ ଦ୍ରୁତ ମାତ୍ରାରେ ବଢ଼ିବାରେ ଲାଗିଛି । ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ଅର୍ଥାତ୍ ବ୍ରେଷ୍ଟ କ୍ୟାନ୍ସର ଭଳି ବ୍ୟାଧି ବେଶ ମାତ୍ରାରେ ମାଡିଚାଲିଛି । ତେବେ ଏଭଳି ରୋଗକୁ ପ୍ରତିରୋଧ କରିବା ପାଇଁ ମହିଳାମାନଙ୍କ କ୍ଷେତ୍ରରେ ବିଶେଷ…

ଜାନୁଆରୀ ୬ ତାରିଖରୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲିବ ।

ଭୁବନେଶ୍ୱର: ରାଜଭବନ ଉଦ୍ୟାନ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଜାନୁଆରୀ ୬ ତାରିଖରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଛୁଟିଦିନ ଓ ରବିବାର ସହିତ ପ୍ରତ୍ୟେହ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଉଦ୍ୟାନ ପରିଦର୍ଶନ କରିପାରିବେ । ତେବେ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ…