Sign in
Sign in
Recover your password.
A password will be e-mailed to you.
ଭଦ୍ରକରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ରଦିବସ – ୨୦୧୯ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) ଭଦ୍ରକ ଜିଲ୍ଳାସ୍ତରୀୟ ସାଧାରଣନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଜିଲ୍ଲା ସଂସ୍କୁତିଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକର ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ପଣ୍ଡିତ ରାଜେଶ ଉତ୍ତମ ରାଓ,…
କନ୍ଧମାଳରେ ଏସ ସି ସେଲ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ
କନ୍ଧମାଳରୁ ଗଗନ ପ୍ରଧାନ : ବୈଠକକନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସର୍କିଟ ହଉସଠାରେ ଏସ ସି ସେଲ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ରାଜ୍ୟସଭାପତି ବିଭୁ ପ୍ରସାଦ ତରାଇ, ବିଧାୟଜ ଘୁ ଉଦୟଗିରି ଜାକବ ପ୍ରଧାନ ଜ଼ିଲ୍ଲା କଂଗ୍ରେସ ସଭାପତି ବରୁଣ ଭୋଇ, କାର୍ଯ୍ୟକାରୀ…
ଆଠ ଗୋଟି ଚୋରି ବାଇକ ସହ ଛଅ ଜଣ ଚୋରକୁ ଗିରଫ କଲା ପଦ୍ମପୁର ପୋଲିସ ।
ପଦ୍ମପୁର/ନିଳ ଦୀପ
ପଦ୍ମପୁର ପୋଲିସ କୁ ଏକ ବଡ଼ଧରଣର ସଫଲତା ମିଲିଛି। ବିଗତ ଦିନରେ ପଦ୍ମପୁର ଅଞ୍ଚଳରେ ହେଉଥିବା ବାଇକଚୋରୀର ପର୍ଦାଫାଶ କରିଛି ପଦ୍ମପୁର ପୋଲିସ ,ଏ ନେଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଲକ୍ଷ୍ମୀନାରାୟଣ ପଣ୍ଡା ଏକ ସମ୍ବାଦିକ ସମ୍ମିଲନୀ ଜରିଆରେ ଆଠଟି ବାଇକ ଓ ଚୋରିରେ…
ରାଉରକେଲା ଇସ୍ପାତ କାରଖାନାର ସର୍ବକାଳୀନ ଶ୍ରେଷ୍ଠ ରେକର୍ଡ ପ୍ରଦର୍ଶନ
ରାଉରକେଲା/ ସୁଶାନ୍ତ ବେହେରା : ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିଟି ତ୍ରୟୋମାସରେ ସମସ୍ତ ପ୍ରମୁଖ କ୍ଷେତ୍ରରେ ସର୍ବକାଳୀନ ଶ୍ରେଷ୍ଠ ରେକର୍ଡ ପ୍ରଦର୍ଶନ ହାସଲ କରିଛି। ଆଲୋଚ୍ୟ ବର୍ଷର ଅପ୍ରେଲରୁ ଡିସେମ୍ବର ମାସ ମଧ୍ୟରେ କାରଖାନା…
ପୁସ୍ତକ ଏତେ ଶକ୍ତିଶାଳୀ ଯେ ଏହା କୌଣସି ମନୁଷ୍ୟର ଜୀବନରେ ପରିବର୍ତନ ଆଣିପାରେ: ଅନିମେଶ ବିଶ୍ୱାସ
ଏନ୍ଆଇଟି ରାଉରକେଲାରେ ତ୍ରିଦିବସୀୟ ବିପିସିଏଲ୍ ପୁସ୍ତକ ମେଳାର ଆରମ୍ଭ
ରାଉରକେଲା/Susant Behera : ଆଜିର ଯୁବପିଢିଙ୍କ ମଧ୍ୟରେ ପୁସ୍ତକ ପ୍ରତି ପ୍ରେମ ବଢାଇବା ପାଇଁ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ରାଉରକେଲାରେ ବିଜୁ ପଟ୍ଟନାୟକ ସେଂଟ୍ରାଲ ଲାଇବ୍ରେରି ତରଫରୁ ୧୦ମ ପୁସ୍ତକ…
ପ୍ରଶାସନ-ଗଣମାଧ୍ୟମ ପ୍ରତିନିଧିଙ୍କ ନବବର୍ଷ ବନ୍ଧୁମିଳନ
ବାଲେଶ୍ୱର/ଉଜ୍ଜ୍ୱଳ କର : ଜିଲ୍ଲାପ୍ରଶାସନ ପକ୍ଷରୁ ସଦର ମହକୁମାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏଥିରେ ଯୋଗଦେଇ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । …
‘ତାଇକୋଣ୍ଡୋ’ରେ ଆଦିବାସୀ ଛାତ୍ରୀ ‘ମେରୀ’ଙ୍କ କୃତିତ୍ୱ
ବାଲେଶ୍ୱର (ଉଜ୍ଜ୍ୱଳ କର ) : ଆନ୍ତର୍ଜାତିକ ତାଇକୋଣ୍ଡୋ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସହର ଉପକଣ୍ଠ ବାମପଦା ଅଂଚଳର ଆଦିବାସୀ ଛାତ୍ରୀ ମେରୀ ସୋରେନଙ୍କୁ ଏବେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର…
ବିଜେପି କୃଷକ ମୋର୍ଚ୍ଚାର ସଚିବାଳୟ ଘେରାଓ ୮ରେ
ବାଲେଶ୍ୱର/ଉଜ୍ଜ୍ୱଳ କର : କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଜାନୁଆରୀ ୮ ତାରିଖରେ ନବୀନ ନିବାସ ସହ ସଚିବାଳୟ ଘେରିବାର ଚେତାବନୀ ଦେଇଛି ବିଜେପି କୃଷକ ମୋର୍ଚ୍ଚା । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ…
ଜୁନିୟର ରେଡ଼କ୍ରସ ସୋସାଇଟି ତାଲିମ ଶିବିର ଉଦ୍ଘାଟିତ
ବାଲେଶ୍ୱର(ଉଜ୍ଜ୍ୱଳ କର) ବାଲେଶ୍ୱର ଜିଲ୍ଲା ଜୁନିୟର ରେଡ଼କ୍ରସ ସୋସାଇଟି ପକ୍ଷରୁ ରେଡ଼କ୍ରସ ଶିକ୍ଷା ଓ ୩ ଦିନିଆ ତାଲିମ ଶିବିର ସ୍ଥାନୀୟ ଜିଲ୍ଲା ସ୍କୁଲ ପରିସରରେ ଆଜି ଉଦ୍ଘାଟିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ…
‘ପ୍ରେସ କ୍ଲବ’ ଓ ‘ଇଲେକ୍ଟେ୍ରାନିକ୍ସ ମିଡିଆ କ୍ଲବ’ ପକ୍ଷରୁ ନବବର୍ଷ ବନ୍ଧୁ ମିଳନ
ବାଲେଶ୍ୱର,(ଉଜ୍ଜ୍ୱଳ କର )
ନବବର୍ଷ ଅବସରରେ ବାଲେଶ୍ୱର ସାମ୍ବାଦିକ ସଂଗଠନ ‘ପ୍ରେସ କ୍ଲବ’ ଓ ‘ଇଲେକ୍ଟେ୍ରାନିକ୍ସ ମିଡିଆ କ୍ଲବ’ ପୃଥକ ପୃଥକ ସ୍ଥାନରେ ବନ୍ଧୁମିଳନ ପର୍ବ ୩ ତାରିଖ ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଲବ ପକ୍ଷରୁ ଉତ୍ସବ ସ୍ଥାନୀୟ କ୍ଲବ ପରିସରରେ ଆୟୋଜିତ ସାଂସ୍କୃତିକ…