Sign in
Sign in
Recover your password.
A password will be e-mailed to you.
ବିଜୁ ଯୁବ ବାହିନୀକୁ ଦିଆଯାଉଥିବା ସରକାରୀ ଅନୁଦାନ ତୁରନ୍ତ ବନ୍ଦ କରାଯାଉ
ଭୁବନେଶ୍ୱର ( ଯେବେ ଠାରୁ ବିଜୁ ଯୁବ ବାହିନୀ ଗଠନ ହୋଇଛି ସେବେଠାରୁ ସମଗ୍ର ରାଜ୍ୟରେ ଗୁଣ୍ଡାଗିରି, ଲୁଟ ଓ ହତ୍ୟା ଆଦି ବଢି ବଢି ଚାଲିଛି । ଯୁବ ବାହିନୀ ବର୍ତମାନ ରାଜ୍ୟରେ ଗୁଣ୍ଡା ଓ ଲୁଟେରା ବାହିନୀ ନାମରେ ପରିଣତ ହୋଇଗଲାଣି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା…
ଏଠି ଭାଷଣବାଜିରେ ସୀମିତ ରହିଯାଇଛି ଆମ ଗାଁ ଆମ ଵିକାଶ
ବଡଚଣାରୁ ପ୍ରଫୁଲ୍ଲକୁମାର ସାହୁ : ସାରା ରାଜ୍ୟରେ ଚାଲିଛି ଆମ ଗାଁ ଆମ ଵିକାଶ | ହେଲେ ସୀହା ପଚାଂୟତରେ ଚାଲିଛି ୟା ର ବିପରିତ | ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଆଲୋକକୀକରଣ, ଗ୍ରାମ୍ୟ ଜଗଂଲର ଅବକ୍ଷୟ ରୋକିବା ଠାରୁ ଆରମ୍ଭ କରି ,ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ଏହିସବୁ…
ସରକାରଙ୍କ ସାବତ ସନ୍ତାନ ଏଙ୍ଗାରସିଂ ଗାଁ, ପ୍ରଶାସନ ଭୁଲି ଯାଇଛି ଯାର ନାଁ
ଯୋଜନା ଏଠି ବାଟବଣା ପଡୁନି ବିକାଶର ଛାଇ : ୭୦ ବର୍ଷ ସ୍ୱାଧୀନତା ପରେ ବି ମୌଳିକ ସୁବିଧା ସୁଯୋଗ ନାହିଁ
ଏମିତି ଗୋଟେ ଗାଁ , ଯେଉଁଠି ଯୋଜନା ବାଟବଣା ହୋଇଯାଇଛି | ପ୍ରଶାସନ ଭୁଲି ଯାଇଛି ଏମିତି ଗୋଟେ ଗାଁ ଅଛି ବୋଲି | ବିକାଶର ଛାଇ ପଡୁନି ଏଇ ଗାଁରେ ସ୍ୱାଧୀନତାର ୭୦ ବର୍ଷ ପରେ | ସତେ…
ବଲାଙ୍ଗିର ବ୍ଲକ ଅଫିସ ସମ୍ମୁଖରେ ବଂଚିତ ରହିଥିବା ରେସନକାର୍ଡ ହିତାଧିକାରୀଙ୍କ ଧାରଣା
ବଲାଙ୍ଗିର : ଭିଲେଜର୍ସ ଇଣ୍ଡିଆପାର୍ଟି, ଆଦିବାସୀ ଅଧିକାର ମହାସଂଘ/ ଆଦିବାସୀ/ ଦଳିତ/ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଏକତା ପରିଷଦ/ ପଶ୍ଚିମ ଓଡିଶା ଲକ୍ଷେ ଘର ଗଣ୍ଡା ସମାଜ ବିକାଶ ମହାସଂଘ/ କନ୍ଧ ସମାଜ ମହାସଂଘ / ସଦାଇପାଲି ଗ୍ରା.ପ. ୱାର୍ଡମେମ୍ବର ସଂଘ/ ସଦାଇପାଲି ମହିଳା ସ୍ୱଂୟ ସହାୟିକା…
ପାରଳାଖେମୁଣ୍ଡି ସହରକୁ ସମ୍ପୁର୍ଣ୍ଣ ବାହ୍ୟ ଶୌଚମୁକ୍ତ ସହର ଭାବେ ଘୋଷିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ
ପାରଳାଖେମୁଣ୍ଡି ସହରକୁ ଗତକାଲି ରାତିରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପୌରପରିଷଦ ପକ୍ଷରୁ ଆୟୋଜିତ ବର୍ଣ୍ଣାଢ୍ୟ ପୂର୍ଣ୍ଣ ଏକ ସାଧାରଣ ସଭାରେ ସମ୍ପୁର୍ଣ୍ଣ ବାହ୍ୟ ଶୌଚମୁକ୍ତ ସହର ଭାବେ ଘୋଷଣା କରାଯାଇଛି । ଏହି ଅବସରରେ ବିଭିନ୍ନ…
ଶାନ୍ତି ମୈତ୍ରୀ ଓ ଏକତା ହିଁ ବିକାଶ ପାଇଁ ଉର୍ଜା ଦିଏ – ନରସିଂହ
ବଲାଙ୍ଗିର(ନିରୋଜ ମିଶ୍ର ) ବଲାଙ୍ଗିରର ସର୍ବାଙ୍ଗିନ ବିକାଶ କରିବାକୁ ହେଲେ ସମସ୍ତ ଜାତି ବର୍ଣ୍ଣ ଧର୍ମ ଭିତରେ ଏକତାଭାବ ନିହାତି ଜରୁରି । ସମ୍ବିଧାନ ଦେଶକୁ ଏକ ଧର୍ମ ନିରପକ୍ଷେ ଦେଶ ହିସାବରେ ସ୍ୱିକୃତି ଦେଇଛି ଯାହାକି ଦେଶ ଭିତରେ ରହୁଥିବା ପ୍ରତ୍ୟେକ ଲୋକଙ୍କ ଧର୍ମିୟ ଭାବନା ଉପରେ…
ଦକ୍ଷିଣ ଓ ପଶ୍ଚିମାଞ୍ଚଲ ରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ : ମୁହଁ ଖୋଲିଲେ ସରକାର
ଭୁବନେଶ୍ୱର : ଦକ୍ଷିଣ ଓ ପଶ୍ଚିମାଞ୍ଚଲ ରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ କରିବା ପାଇଁ ରାଜ୍ୟସରକାର ପ୍ରତିଶ୍ରୁତିବଦ୍ଧ | ରାଜ୍ୟ ସରକାର ଏ ଦିଗରେ ଉଦ୍ୟମ କରି ଆସିଛନ୍ତି | କେନ୍ଦ୍ର ସରକାର ଓ ହାଇକୋର୍ଟଙ୍କୁ ମଧ୍ୟ ଏ ସମ୍ପର୍କରେ ରାଜ୍ୟ ସରକାର ଅନୁରୋଧ କରିବା ସହ ସବୁ ପ୍ରକାର…
ନୃସିଂହନାଥ ପୀଠରେ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ
ଜିଲ୍ଲା,ଜିଲ୍ଲା ବାହାର ତଥା ପଡୋଶୀ ରାଜ୍ୟରୁ ପ୍ରତ୍ୟେକ ଦିନ ହେଉଛି ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ।
ବରଗଡ/ନିଳ ଦୀପ
ରାଜ୍ୟରେ ଥଣ୍ଡାବଢିବା ସାଙ୍ଗେସାଙ୍ଗେ ,ରାଜ୍ୟରବିଭିନ୍ନ ପର୍ଯଟନସ୍ଥଳୀ ଗୁଡିକରେ ଯମୁଛି ଲୋକଙ୍କ ବଣଭୋଜିର ଆସରା । ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ କିଛି ସମୟ…
ଦିବ୍ୟାଙ୍ଗ ଶିଶୁମାନଙ୍କ ସମ୍ପର୍କରେ ନିୟତି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଏକମାତ୍ର ମାନସିକ ଅନଗ୍ରସର ପିଲାଙ୍କ ପାଇଁ ଅହରହ ସେବାରତ/ତାଲିମ ଅନୁଷ୍ଠାନ ନିୟତୀ ଅନୁଷ୍ଠାନ, ଇଁରେଜୀ ନବବର୍ଷ୨୦୧୯ ପାଳନ ଅବସରରେ ନିୟତୀ ପରିସର ଆମ୍ବତୋଟା ଠାରେ ଏକ ବନବିହାର କାର୍ଯକ୍ରମ ସହ, ଦିବ୍ୟାଙ୍ଗଙ୍କ ପାଇଁ ଭୌତିକ…