କେନ୍ଦ୍ର ଯୋଜନା ଚାଲିଛି, ରାଜ୍ୟ କାଳିଆ ଯୋଜନା ବନ୍ଦ ହେଉଛି କାହିଁକି ?

0 1

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପାତରଅନ୍ତର ଅଭିଯୋଗ ଆଣିଲେ ନବୀନ

ଭୁବନେଶ୍ୱର  / ବରଗଡ :- ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରାସ୍ତ ହେଇ କାଳିଆ ଯୋଜନା ବନ୍ଦ କରାଯିବା ଉଚିତ ନୁହେଁ ବୋଲି ଅଭିଯୋଗ କରିଥିଲେ । ସୂଚନା ମୁତାବକ କାଳିଆ ଯୋଜନାର ପରେ ଆରମ୍ଭ ହେଇଥିବା କେନ୍ଦ୍ର ସରକାରଙ୍କ ଙ୍କର ଯୋଜନା ଚାଲୁ ରହିଥିବା ବେଳେ ଉଦେଶ୍ୟ ମୂଳକ ଭାବରେ ଗରିବ ଚାଷୀ କୁ ହଇରାଣ କରିବା ପାଇଁ କାଳିଆ ଟଙ୍କା କୁ ଅଟକାଇ ଦେଇଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । ବିଜେପି କୁ ଚାଷୀ ସମାଜ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.