ହଟହଟା ପ୍ରଦୀପ ପୁରୋହିତ, ଲୋକଙ୍କ ପ୍ରଶ୍ନବାଣରେ ଜର୍ଜରିତ : ଦେଖନ୍ତୁ ଭିଡିଓ

0 1

 ଜାମସେଠ:-(ରାଜେନ୍ଦ୍ର କୁମାର ପ୍ରଧାନ):-ପଦ୍ମପୁର ନିର୍ବାଚନ ମଣ୍ଡଲି ର ବିଧାୟକ ତଥା ବିଜେପିର ବିଧାୟକ ପ୍ରାର୍ଥୀ  ପ୍ରଦିପ ପୁରୋହିତ ଙ୍କୁ ନିର୍ବାଚନ ପ୍ରଚାର ସମୟରେ ବିଭିନ୍ନ ପ୍ରକାର ପ୍ରଶ୍ନ ବାଣରେ ଘାଇଲା ହେବାକୁ ପଡ଼ୁଛି ନିଜ ଅଞ୍ଚଳର ଭୋଟର ମାନଙ୍କର ଠାରୁ ।ଆଗରୁ ଭାଷଣ ମାରି ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇ ଥିଲେ ଏବେ ତାହା ତାଙ୍କ ପାଇଁ ବୁମେରାଂ ହେଉଛି।କିଛି ଦିନ ଆଗର ଓ ଏବେର ଭିଡିଓ ସୋସିଆଲ ମିଡିଆ ରେ ଭାଏରାଲ ହେବାରେ ଲାଗୁଛି।ପଦ୍ମପୁର ନିର୍ବାଚନ ମଣ୍ଡଲି ର ଘେସରା, ଗୁଠୁଲା’ ସ୍ଥାନ ମାନଙ୍କର ଭିଡିଓ ଭାଏରାଲ ହେଉଛି।

Leave A Reply

Your email address will not be published.