Sign in
Sign in
Recover your password.
A password will be e-mailed to you.
ସେଲ୍ଫି ଗାର୍ଲ ମୃତ୍ୟୁ ରହସ୍ୟ : ଅପମୃତ୍ୟୁ ମାମଲା ମୁହାଉଁଛି ହତ୍ୟା ମାମଲା ଆଡକୁ
ବଲାଙ୍ଗୀର/ନିରୋଜ ମିଶ୍ର : ସେଲଫି ଗାର୍ଲ ସିମ୍ରନ ସିଂଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଏକ ହତ୍ୟା ଘଟଣା ରୂପ ନେବାକୁ ଯାଉଛି | ସିମ୍ରନ ପ୍ରେମିକ ଯୁବରାଜ ସୁନାକୁ ପୋଲିସ ଗିରଫ କରି ତଦନ୍ତ ଚଳାଇବା ଘଟଣାରୁ ଏହା ପ୍ରେମ ଆଉ ପ୍ରତାରଣାର କରୁଣ ପରିଣତି ହୋଇପାରେ ବୋଲି ଆଶଙ୍କା କରାଯାଉଛି | …
ନବୀନଙ୍କ କାଳିଆ ସହ ଯୋଡି ହେବ ପାଇଁ ତାରିଖ ଧାର୍ଯ୍ୟ : ସମୟ ସୀମା ଜାନୁଆରୀ ୧୦
ଭୁବନେଶ୍ୱର, ଆସନ୍ତା ଜାନୁଆରୀ ୧୦ ତାରିଖ ମଧ୍ୟରେ କାଳିଆ ଯୋଜନାରେ ଚାଷୀମାନେ ସେମାନଙ୍କ ନାମକୁ ହିତାଧିକାରୀ ତାଲିକାରେ ଯୋଗ କିମ୍ବା ବାଦ୍ ଦେବା ପାଇଁ ସବୁଜ ତଥା ନାଲି ଫର୍ମ ପୂରଣ କରି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଜମା କରିବେ । ଜାନୁଆରୀ ମାସ ୨ ତାରିଖରୁ ସମସ୍ତ ଗ୍ରାମ ପଂଚାୟତରେ ଚିଠା…
ଧର୍ମେନ୍ଦ୍ର ଦୋହରାଇଲେ ପ୍ରଶ୍ନ : ଦୁର୍ନୀତିର ଦାନବକୁ ଦାନା ପାଣି କିଏ ଦେଉଛି, ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ
ଭୁବନେଶ୍ୱର - କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଜଳସେଚନ ପାଇଁ ରାଜ୍ୟ ସରକାରଙ୍କର ବଡ ପ୍ରତିଶ୍ରୁତି ପ୍ରତାରଣାର ରୂପ ନେଇଥିବା କାରଣରୁ ରାଜ୍ୟର ଚାଷୀ ଭାଇ ମାନେ ସବୁଠୁ ବଡ ସମସ୍ୟାର ସାମନା କରୁଛନ୍ତି ବୋଲି କହିଛନ୍ତି |ଜଳସେଚନ ନେଇ ପ୍ରଧାନମନ୍ତ୍ରୀଙ୍କୁ…
ପ୍ରଧାନମନ୍ତ୍ରୀଙ୍କ ପାଇଁ ଉତ୍ସାହର ମାହୋଲ : ଲୋକାର୍ପଣ ଅପେକ୍ଷାରେ ୪,୫୦୦ କୋଟିରୁ ଉର୍ଧ୍ଵ ଟଙ୍କାର ପ୍ରକଳ୍ପ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେଲେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ଵ ପ୍ରସ୍ତୁତିର ଜାଇଜା
Baripada
Dillip Mohanty/Arabinda Das
ମାତ୍ର ୧୨ ଦିନର ବ୍ୟବଧାନରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଶନିବାର ପ୍ରଧାନମନ୍ତ୍ରୀଙ୍କ ଏ ଲଗାତାର…
କୃଷିି ଓ କୃଷକଙ୍କ ସମସ୍ୟା ପ୍ରତି ସମ୍ବେଦନଶିଳ ହୁଅନ୍ତୁ ଅଧିକାରୀ-ନରସିଂହ
ନରସିଂହଙ୍କ ନିର୍ବାଚନମଣ୍ଡଳି ସ୍ତରୀୟ ସମୀକ୍ଷା
ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି ସରକାର - ନରସିଂହ
ବଲାଙ୍ଗିର –(ନିରୋଜ ମିଶ୍ର) – ଫସଲବୀମା ହେଉ କି ମରୁଡି ସହାୟତା କୌଣସି ଫାଇଦା ଆମର ·ଷୀମାନେ ପାଇପାରୁନାହାନ୍ତି । ସରକାର ନିଯୁକ୍ତ ବୀମା କଂପାନୀ…
ବିଜୁ ଜନତା ଦଳ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ , ଭୁବନେଶ୍ୱରପୁର ଚମ୍ପିୟାନ
ଝାରବନ୍ଧ ରୁ ସଦାନନ୍ଦ ବେହେରା : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ର ସଲଡ଼ିହି ଗ୍ରାମରେ ବିଜୁ ଜନତା ଦଳ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି। ଏହି ତୁଣ୍ଡ।ମେଣ୍ଟ ରେ 26 ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ରେ ଭୁବନେଶ୍ୱରପୁର ଓ ଦୁଡୁକିଝର ମଧ୍ୟରେ ଖେଳା ଯାଇଥିଲା ଓ…
ବେଆଇନ୍ ମଦକାରବାର ବିରୋଧରେ ,ଜାନୁଆରୀ ୩୦ ରେ ଥାନା ଘେରାଉ
ରେଢ଼ାଖୋଲ (ଯଶୋବନ୍ତ ନରାୟଣ ସାହୁ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବେଆଇନ୍ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି l ହେଲେ ପୋଲିସ ଓ ଅବକାରୀ ବିଭାଗର ଅପାରଗତା କାରଣରୁ ଏହା ବେଆଇନ୍ କାରବାର ଥମିବାର ନାଁ ନେଉନାହିଁ l ଉପଖଣ୍ଡ ଅଞ୍ଚଳରେ ଏହି ବେଆଇନ୍ ମଦ…
ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡ଼ାତ୍ସୋବ ଉଦଘାଟିତ
ରେଢ଼ାଖୋଲ (ଯଶୋବନ୍ତ ନାରାୟଣ ସାହୁ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡ଼ାତ୍ସୋବ ଶୁକ୍ରବାର ଉଦଘାଟିତ ହୋଇଯାଇଛି l ଏହା ୨ ଦିନ ଧରି ଚାଲିବ l ଏହି କ୍ରୀଡ଼ାତ୍ସୋବକୁ ସ୍କୁଲ ପରିଚାଳନା କମିଟୀ ସଭାପତି…
କଂଗ୍ରେସ ୮ରେ କରିବନି “ଚାଷୀ ଗର୍ଜନ”: ହେଲା ବାତିଲ, ଗଡ଼ିଲା ଦିନ
ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ ଆସନ୍ତା ଜାନୁଆରୀ ୮ ତାରିଖ, ମଙ୍ଗଳବାର ଦିନ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାସ୍ଥ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା “ଚାଷୀ ଗର୍ଜନ ସମାବେଶ”କୁ ସାମୟିକ…
ବଢ଼ା ଦରମା ବିଲ ପାଇଁ ଚଢା ଲାଞ୍ଚ
ଭିଜିଲାନ୍ସ ଜାଲରେ ବଙ୍ଗିରିପୋଷି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଏକାଉଣ୍ଟେଣ୍ଟ
ବାରିପଦା(ଦିଲ୍ଲୀପ ମହାନ୍ତି) ମୟୁରଭଞ ଜିଲା ବାଙ୍ଗିରିପୋଷୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଏକାଉଣ୍ଟେଣ୍ଟ ମନୋରଞନ ବେହେରା ଆଜି ଶୁକ୍ରବାର ଅପରାହ୍ନ ୩ ଟା ପାଖାପାଖି ସମୟରେ କାର୍ଯ୍ୟାଳୟରେ…