Sign in
Sign in
Recover your password.
A password will be e-mailed to you.
ସୋହେଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଂଶତମ ବାର୍ଷିକ କ୍ରୀଡା
ସୋହେଲା(ଶାସକପ୍ରଶାସକ)-ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବିଂଶତମ ବାର୍ଷିକ କ୍ରୀଡା ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବରେ ଅବସରପ୍ରାପ୍ତ ଡାକ୍ତର ଶିଶିର କୁମାର ସାହୁ ଯୋଗଦେଇ ଗତକାଲି ଏହାକୁ ଉଦଘାଟନ କରିଥିଲେ । ଆଜି ଶନିବାର ଏହାର ଉଦଯାପନୀ…
ଇଭିଏମ ଓ ଭିଭିପେଟର ବ୍ୟବହାର ଉପରେ ପ୍ରତି ଗ୍ରାମସ୍ତରରେ ସଚେତନତା ନିମନ୍ତେ ନିଆଯାଉଛି
ଇଭିଏମ ଓ ଭିଭିପେଟ ସଚେତନତା କାର୍ଯ୍ୟକ୍ରମ ପାଇଁ ଉପଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ।
ପଦ୍ମପୁର/ନିଳ ଦୀପ-ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଭୋଟର ସଚେତନତା ସହ ଇଭିଏମ ଓ ଭିଭୋପେଟର ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇଛି । ଏହି କ୍ରମରେ ଆଜି…
ବାରିପଦାରେ ପ୍ରଧାନମନ୍ତ୍ରୀ : ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ୪୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ
ବାରିପଦା/ଦିଲ୍ଲୀପ ମହାନ୍ତି : ବିକାଶର ବାର୍ତା ନେଇ ପୂର୍ବ ଭାରତର ନୂତନ ସୂର୍ଯ୍ୟଦ୍ୟୋୟ ପାଇଁ ବିିଭନ୍ନ ପ୍ରକଳ୍ପ ଏବଂ ଶିଳାନ୍ୟାସ ସହ ଉଦଘାଟନ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କରିଛନ୍ତି । ଏହି ଅବସରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି , ମୟୂରଭଞ୍ଜରୁ ପୂର୍ବ…
‘PABUK’ TO CROSS ANDAMAN ISLANDS ON SUNDAY
Bhubaneswar, Jan. 5: The cyclonic storm ‘Pabuk’, positioned above the Gulf of Thailand, moved west-north-westwards at a speed of 17 km per hour and lay centrered over Andaman Sea and its neighbourhood, about 1800 km south-east of…
ଚାଷ କାମରେ ଡ୍ରୋନ : ଚାଷୀ ବାବୁଙ୍କ ଉଦ୍ୟମକୁ ଜିଲ୍ଲା ପ୍ରଶାସନର ପ୍ରଶଂସା
ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ଅଗ୍ରଣୀ ଚାଷୀ ବାବୁ ରାଓ ନିଜ ଘର ଗୁଡାରି ବ୍ଲକର ସନ୍ୟାସୀଗୁଡା ଗ୍ରାମରେ ଧାନ, କପା, ପରିବା ଓ ଫୁଲ ଚାଷ କରିଥାନ୍ତି। ନିଜ ଉଦ୍ୟମରେ ଆଜି ସେ ରାୟଗଡା ଜିଲ୍ଲାରେ ଉନ୍ନତ ପଦ୍ଧତିରେ ଧାନ ଚାଷକରି ସଫଳ ହୋଇଛନ୍ତି।
ଆଜିକାଲିର ଚାଷପଦ୍ଧତିରେ ବିଭିନ୍ନ ବୈଜ୍ଞାନିକ…
ମୋହନା ନିର୍ବାଚନ ମଣ୍ଡଳୀର ରାୟଗଡ ବ୍ଲକ ଜିରାଙ୍ଗ ଠାରେ ବିଜୁ ଜନତାଦଳର ମହାସମାବେଶ
ନବୀନ ସରକାର ଶାସନକୁ ଆସିଲା ପରଠୁ ଲୋକଙ୍କ ଦୁଃଖ ଖୋଜି ବିଭିନ୍ନ ଯୋଜନା କରିଛନ୍ତି
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ନବୀନ ସରକାର ରାଜ୍ୟରେ ଶାସନ ଭାର ଗ୍ରହଣ କରିବା ଦିନ ପରଠାରୁ ରାଜ୍ୟରେ ଲୋକଙ୍କ ଦୁଃଖ ଓ ସମସ୍ୟାକୁ ଖୋଜି ଦୁଃଖ ଓ ସମସ୍ୟାର ଦୂର ହେଲା ଭଳି ଯୋଜନା ପରେ ଯୋଜନା…
ହାତ ଟେକିଦେଲା ପ୍ରଶାସନ, ପୁଣି ରକ୍ତ ରଞ୍ଜିତ ହେବ ସୁଲିଆ ପିଠ
ଆଲୋଚନା ନାଁକୁ ଗୋଟାଏ ଫାର୍ସ. କେବଳ କୋର୍ଟକୁ ଫାଙ୍କିବା ପାଇଁ !!
ବାରମ୍ବାର ପ୍ରଶାସନଦିର୍ଘ ଦିନ ଧରି ସୁଲିଆ ପିଠ ଉପରେ ଲୋଙ୍କୁ ସଚେତନତା କରିଆସୁଛନ୍ତି । କିନ୍ତୁ ଲୋକେ ବୁଝିବାକୁ ନାରାଜ । ଲୋକଙ୍କର ଜିଦ ଆଗରେ ମୁଣ୍ଡନୁଆଇଁ ଦେଇଛି ପ୍ରଶାସନ | ବୈଠକ ଲାଗୁଥିଲା କେବଳ ଔପଚାରିକତା, କେବଳ…
ଗଢ଼ାହେଲା ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗ ରାଜ୍ୟ କମିଟି
ଭୁବନେଶ୍ୱର (ମାନସୀ ମିଶ୍ର ) ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗ (Legal Department) ଅଧ୍ୟକ୍ଷ ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ପ୍ରସ୍ତାବ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଓ ନିଖିଳ ଭାରତ କଂଗ୍ରେସ କମିଟି ଆଇନ୍ ବିଭାଗର ଅଧ୍ୟକ୍ଷ ସାଂସଦ ଶ୍ରୀ…
ପଦ୍ମପୁର ଜିଲ୍ଲା ଦାବୀ ପାଇଁ ସର୍ବସାଧାରଣ ବୈଠକ: ଗଢ଼ା ହେଲା ୨୪ ଜଣିଆ କମିଟି, ଏକ ସପ୍ତାହ ମଧ୍ୟରେ ବିରାଟ ରାଲି ଓ…
ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀରେ ଶୁକ୍ରବାର ଦିନ ପଦ୍ମପୁର ସହରର ରାଜାଜୀ ଟାଉନହଳ ଠାରେ ନାଗରିକ କମିଟିର ସମ୍ପାଦକ ଶ୍ରୀ ଅଜିତ ଶତପଥିଙ୍କ ସଭାପତିତ୍ବରେ ଏକ ସର୍ବସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳ ଯଥା ପୂର୍ବତନ…
2 nd National Chilika Bird Festival, Mangalajodi,Odisha on 27th & 28th January
Bhubaneswar : Forest Department & Dept of Tourism, Govt of Odisha will host the 2nd National Chilika Bird Festival, Mangalajodi on 27th & 28th January this year at Mangalajodi. The 2 day programme includes exhibitions, seminars and…