Sign in
Sign in
Recover your password.
A password will be e-mailed to you.
ଆରମ୍ଭ ହେଲା ମକ ଭୋଟିଂ , ଇଭିଏମ ଓ ଭିଭିପାଟର ବ୍ୟବହାର ନେଇ ଭୋଟର ସଚେତନତା ଅଭିଯାନର ଶୁଭାରମ୍ଭ
ପଦ୍ମପୁର/ନିଳ ଦୀପ-ଆଉ ମାସ କେଇଟା ପରେ ପୂରା ଦେଶରେ ହେବ ସାଧାରଣ ନିର୍ବାଚନ । ଏଥିପାଇଁ ରାଜ୍ୟ ମୁଖ୍ୟ ନିବାର୍ଚନୀ ଅଧିକାରୀ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଖାସକରି ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଭିଭିପାଟର ବ୍ୟବହାର କରାଯିବ । ପୂର୍ବରୁ ଭୋଟର ମାନେ କେବଳ ଇଭିଏମରେ ଭୋଟ…
ବିଜେପୁର ୟୁଜିବି ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
ଟିିଟିଲାଗଡ଼,(ସୁନୀଲ ବେହେରା ) ଗତ ମାସ ଟିଟିଲାଗଡ଼ ବ୍ଲକ ବିଜେପୁର ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଘଟିଥିବା ଗୁଲିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଟିଟିଲାଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଟିଟିଲାଗଡ଼ ଜିଲ୍ଲା ଦାବି ନେଇ କୋର୍ଟ ବନ୍ଦ ରହିଥିବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ…
ବାରିପଦା ସଦର ଏସଡିପିଓ ଙ୍କ କାର୍ଯ୍ୟରେ ଯୋଗଦାନ
ବାରିପଦା (ଦିଲ୍ଲୀପ ମହାନ୍ତି) ବାରିପଦା ସଦର ଏସଡିପିଓ ଭାବେ କୃଷ୍ନପ୍ରସାଦ ପଟ୍ଟନାୟକ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବରୁ ସଦର ଏସଡିପିଓ ଥିବା ଅଭିମନୁ୍ୟ ନାଏକ ଙ୍କ ଅନ୍ୟତ୍ର ବଦଳି ପରେ ତାଙ୍କ ସ୍ଥାନରେ ଉଦଳା ଏସଡିପିଓ ଭାବେ କାର୍ଯ୍ୟରତ ଥିବା ଶ୍ରୀ ପଟ୍ଟନାୟକ ଙ୍କୁ ରାଜ୍ୟ…
ମୁଣ୍ଡରୀ ଭାଷାର ସମ୍ବିଧାନିକ ସ୍ୱୀକୃତୀ ନେଇ କେନ୍ଦ୍ରମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ
ବାରିପଦା(ଦିଲ୍ଲୀପ ମହାନ୍ତି) ଭାରତ ମୁଣ୍ଡା ସମାଜର ଏକ ପ୍ରତିନିଧର ଦଳ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱିକୃତୀ ଦାବୀ ସମ୍ବଳିତ ଏକ ସ୍ମରକ ପତ୍ର ପ୍ରଧାନମନ୍ତ୍ରୀ ଙ୍କ ଉଦେ୍ଧଶ୍ୟରେ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମ ଙ୍କୁ ପ୍ରଦାନ କରିଛନ୍ତି । ଭାରତ ମୁଣ୍ଡା ସମାଜର…
ବାରିପଦାଠାରେ ମିଳିତ ଜନଅଭିଯୋଗ ଶୁଣାଣୀ ଶିବିର
ବାରିପଦା(ଦିଲ୍ଲୀପ ମହାନ୍ତି )
ମୟୁରଭଞ ଜିଲା ସଦର ମହକୁମା ବାରିପଦା ଠାରେ ଜିଲା ପ୍ରଶାସନ ପକ୍ଷରୁ ଚଳିତ ଜାନୁଆରୀ ମାସ ପ୍ରଥମ ସୋମବାର ୭-୧୨-୨୦୧୮ ରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନିଷ୍ଠିତ ହୋଇଯାଇଅଛି । ଜିଲାପାଳ ମୟୁରଭଞ ବିନୀତ ଭରଦ୍ୱାଜ ଓ…
ଜୟପାଲ ସିଂ ମୁଣ୍ଡା ଏକାଧାରାରେ ଜଣେ ସୁଦକ୍ଷ ରାଜନୈତିକ ନେତା , କ୍ରୀଡାବିତ , ସମଜ ସଂସ୍କାରକ
ଜୟପାଲ ସିଂ ମୁଣ୍ଡା ଙ୍କ ୧୧୫ ତମ ଜୟନ୍ତୀ ପାଳିତ
ବାରିପଦା-(ଦିଲ୍ଲୀପ ମହାନ୍ତି) ସ୍ୱର୍ଗତ ଜୟପଲ ସିଂ ମୁଣ୍ଡାଙ୍କ ୧୧୫ ତମ ଜୟନ୍ତୀ ସ୍ଥାନୀୟ ମଧୁବନ ପଡିଆ ଠାରେ ଭାରତ ମୁଣ୍ଡା ସମାଜର ସଭାପତି ରବିନ୍ଦ୍ର ନାଥ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ପ୍ରାରମ୍ଭିକ ସୂଚନା…
୫ମ ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଚମ୍ପିଆନସିପ୍ :ସିଆଳିଯୋଡାକୁ ପରାସ୍ତ କରି ଗୋବିନ୍ଦପୁର ଚମ୍ପିଆନ୍
ଯୋଡା,(ଚିତ୍ତ ରଞ୍ଜନ କର ) ସିଆଳିଯୋଡା ଠାରେ ଚାଲିଥିବା ୫ମ ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଚମ୍ପିଆନସିପ ପ୍ରତିଯୋଗିତାରେ ବିରିକଳା ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଦଳ ଟାଇଟଲରେ ବିଜୟୀ ହୋଇଛି । ରବିବାର ଅନୁଷ୍ଠିତ ଚିତାକର୍ଷକ ମ୍ୟାଚରେ ଗୋବିନ୍ଦପୁର ଦଳ ସିଆଳିଯୋଡାକୁ ୩-୨ ଗୋଲରେ ପରାସ୍ତ…
ଓଡ଼ିଶାରେ ପଂଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ
ଭୁବନେଶ୍ୱର : ଓଡିଶା ଗସ୍ତରେ ଆସିଛନ୍ତି ପଂଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଶ୍ରୀ ଏନ କେ ସିଂ | ଭୁବନେଶ୍ୱରରେ ପହଂଚିବା ପରେ ବିମାନ ବନ୍ଦର ଠାରେ ତାଙ୍କୁ ସ୍ୱାଗତ କରିଛନ୍ତି ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଓ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କାଲୁରାମ ମୀନା |
ତିତିଲି କ୍ଷତିଗ୍ରସ୍ତ ଧାନ, କପା ଓ କାଜୁ ବଗିଚା ଚାଷୀଙ୍କୁ କ୍ଷତି ପୂରଣ ମିଳୁନି, ଚାଷୀ ଅସନ୍ତୋଷ
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ତିତିଲି କ୍ଷତିଗ୍ରସ୍ତ ଧାନ, କପା ଓ କାଜୁ ବଗିଚା ଚାଷୀ ଙ୍କୁ କ୍ଷତି ପୂରଣ ପୈଠ କରିନଥିବା ବିରୋଧ କରି ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ୧୯ ଗ୍ରାମପଞ୍ଚାୟତ ର ଗ୍ରାମ ମୁଖିଆ ଏବଂ ୱାର୍ଡ ମେମ୍ବର ଙ୍କୁ ନେଇ ଏକ…
ଭାରତୀୟ ଜନତା ପାର୍ଟିର ଯୁବ ସଂଗଠକ ଙ୍କ ପକ୍ଷରୁ ରବି ଗମାଙ୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଭାରତୀୟ ଜନତା ପାର୍ଟିର ଯୁବ ସଂଗଠକ ଙ୍କ ପକ୍ଷରୁ ଶ୍ରୀ ରବି ଶଙ୍କର ଗମାଙ୍ଗ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ଶ୍ରୀ ରବି ଶଙ୍କର ଗମାଙ୍ଗ ଗତ ୨୦୧୮ ମସିହା ଡିସେମ୍ବର ମାସ ୨୩ ତାରିଖ ଦିନ ଆନୁଷ୍ଠାନିକ ତଥା ବିଧିବଦ୍ଧ…