ଝାରବନ୍ଧ ମହାବିଦ୍ୟାଳୟରେ ବେଆଇନ ନିଯୁକ୍ତି ବିରୁଦ୍ଧରେ ଦାବୀପତ୍ର ପ୍ରଦାନ  ।

ପଦ୍ମପୁର/ନୀଳ ଦୀପ : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ମହାବିଦ୍ୟାଳୟରେ ବେଆଇନ ଭାବରେ କର୍ମଚାରୀ ନିଯୁକ୍ତିର ଅଭିଯୋଗରେ ସ୍ଥାନିୟ ଯୁବକ ପଦ୍ମପୁର ଉପ-ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ପଦ୍ମପୁର ଉପ-ଜିଲ୍ଲାପାଳ ଝାରବନ୍ଧ ବ୍ଲକ କାର୍ଯ୍ୟାଳୟକୁ ଜନ ଅଭିଯୋଗ ଶୁଣାଣି ପାଇଁ ଆସିଥିବା…

ବିଲେଇପଦାରେ ଟାଟା ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର

ଯୋଡା(ଚିତ୍ତରଞ୍ଜନ କର ) ଟାଟା ଷ୍ଟିଲର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ମହତ ଉଦ୍ଦେଶ୍ୟ  ରଖି  ଯୋଡା ବ୍ଲକର ବିଲେଇପଦା ସାମାଜିକ କେନ୍ଦ୍ର ଠାରେ ଏକ ବିଶାଳ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି  ।  ଟାଟା…

ଜିଲ୍ଲାସ୍ତରୀୟ  ଅଭିଯୋଗ ଶୁଣାଣି  ଶିବିର ଅନୁଷ୍ଠିତ 

ଯାଜପୁର(ଜୟଶଙ୍କର ଦାଶ ):  ସୋମବାର ପୂର୍ବାହ୍ନରେ ଜିଲ୍ଲା  ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ  ଠାରେ ଜିଲ୍ଲା  ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ  ଶିବିରଅନୁଷ୍ଠିତ  ହୋଇଥିଲା । ଏଥିରେ ଜିଲ୍ଲା  ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଅଧ୍ୟକ୍ଷତା…

କେନ୍ଦ୍ର ସରକାରଙ୍କୁ ଝଟକା : ରାତି ଅଧିଆ ନିୟମ ବାତିଲ, ଫେରିଲେ ସିବିଆଇ ନିର୍ଦ୍ଦେଶକ ଆଲୋକ 

ନୂଆଦିଲ୍ଲୀ : ରାତି ଅଧିଆ ବଦଳି ହୋଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ମିଳିଛି ରାହତ ଆଉ କେନ୍ଦ୍ର ସରକାରଙ୍କୁ ଶକ୍ତ ଝଟକା |ଆଲୋକଙ୍କ ବଦଳିକୁ ଅବୈଧ ସିଦ୍ଧ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ | ଏହାର ପରିଣାମ ସ୍ୱରୂପ ଆଲୋକ ବର୍ମା ପୁଣି ସିବିଆଇ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ…

ଜିଲ୍ଲା କୃଷକ ସଂଘ ଓ ରାଜ୍ୟ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷ ଓ ଚାଷୀ ବଞ୍ଚାଅ -ଦେଶ ବଞ୍ଚାଅ ନେଇ ବ୍ଲକ…

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କୃଷି ଓ କୃଷକ ମାନଙ୍କ ବିଭିନ୍ନ ଦାବୀ ଏବଂ ସମସ୍ୟା ଗୁଡିକ ନେଇ ପାରଳାଖେମୁଣ୍ଡି ସ୍ଥିତ ନିତ୍ୟାନନ୍ଦ ପାଠାଗାର ଠାରେ ଗତକାଲି ସନ୍ଧ୍ୟାରେ ଜିଲ୍ଲା କୃଷକ ସଂଘ ଓ ରାଜ୍ୟ ନବନିର୍ମାଣ  କୃଷକ ସଂଗଠନ ପକ୍ଷରୁ ମିଳିତ ଭାବେ ଏକ ସାମ୍ୱାଦିକ ସମ୍ମିଳନୀ…

ଲୋକଙ୍କୁ ସଚେତନ କରିବାକୁ ବାହାରିଲା ରଥ : ଇଭିଏମ ଭିଭି ପାଟ ଉପରେ ଭୋଟରଙ୍କୁ ସଚେତନ ପାଇଁ ୧୪ଟି ଏବଂ କାଳିଆ ପାଇଁ ୫ଟି 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆସନ୍ତା ସାଧାରଣ ନିର୍ବାଚନ ସମୟରେ ନୂତନ ଭାବେ ପ୍ରଥମ କରି ବ୍ୟବହାର ହେବାକୁ ଥିବା ଇଭିଏମ ଭିଭି ପାଟ ମେସିନ ଉପରେ ସମସ୍ତ ଭୋଟରଙ୍କୁ ଜିଲ୍ଲାବ୍ୟାପି ୨ଟି ବିଧାନ ସଭା ନିର୍ବାଚନ…

ପାଞ୍ଚଶହରୁ ଉର୍ଧ୍ଵ  ଅଙ୍ଗନଵାଡି କର୍ମୀ ଓ ସହାୟିକା ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ…

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅଲଓଡିଶା ଅଙ୍ଗନଵାଡି ଲେଡିସ୍‍ ୱାର୍କରସଁ  ଆସୋସିଏସନ, ଗଜପତି ଜିଲ୍ଲା ଶାଖା ପକ୍ଷରୁ  ବିଭିନ୍ନ ମୌଳିକ ଦାବୀ ଗୁଡିକ ନେଇ   ଜିଲ୍ଲାପାଳଙ୍କ କାର୍ଯ୍ୟାଳ ଘେରାଉ କରିବା ସହ ସଭା ଓ…

ବଢୁଛି ମାୟାଧରଙ୍କ ଶୀତବିପ୍ଳବର ଆଦର ” ଥିଲେ ଦିଅ ନଥିଲେ ନିଅ”

ଭୁବନେଶ୍ୱର-ଏ ଶୀତରେ ଓଡ଼ିଶା ଥରୁପଛେ, କିନ୍ତୁ ହାରି ନଯାଉ କଦାପି-ଏହା ହିଁ ହେଉ ନିଆରାପଣ ଆମ ସମସ୍ତଙ୍କର । ଦୁଃଖୀ ଜନତାର ଶୁଖିଲା ଓଠରେ ଚେନାଏ ସ୍ମିତହସ ଫୁଟାଇବା ପାଇଁ ସମସ୍ତେ ଆମେ ଶୀତ ଋତୁର ମିତ-ଗାଇଯିବା ଚିରବସନ୍ତର ଉଷୁମ ଗୀତ । ‘ଥିଲେ ଦିଅ-ନଥିଲେ ନିଅ’ ନିଆରା ନାରା ଦେଇ ବିଶିଷ୍ଟ…

ଜିଲ୍ଲା ଦାବି ନେଇ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ଜାରି, ୬୬ତମ ଦିବସରେ ସିରୋଲ ଗ୍ରାମବାସୀ  ସାମିଲ

ଟିଟିଲାଗଡ଼,(ସୁନୀଲ ବେହେରା)  ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ  କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ତାଲା ପକାଇ ଆରମ୍ଭ କରିଥିବା ଗଣଧାରଣା ଆଜି ୬୬ ତମ ଦିବସରେ ପହଞ୍ଚିଛି । ଆନେ୍ଦାଳନକୁ ସମର୍ଥନ ଜଣାଇ ଆଜି ମୁରିବାହାଲ…

ବୁଢାରଜା କ୍ରିକେଟ କପ ଉଦଯାପିତ,ଗୌଡପାଳି ଦଳ ଚମ୍ପିୟାନ  ।

ପଦ୍ମପୁର/ନିଳ ଦୀପ- ପଦ୍ମପୁର ଉପଖଣ୍ଡସ୍ଥ କନସିଂହା ଗ୍ରାମପଂଚାୟତ ଅନ୍ତର୍ଗତ ରମେଡେଗା ଗ୍ରାମରେ ଦୀର୍ଘ ଚାରିଦିନ ଧରି ଚାଲିଥିବା ବୁଢାରଜା କ୍ରିକେଟ କପ ଉଦଯାପିତ ହୋଇଯାଇଛି  । ଏହି କ୍ରିକେଟ କପରେ ଆଖପାଖ ଅଂଚଳର ୨୦ଗୋଟି ଦଳ ଅଂଶଗ୍ରହଣ କରିଥିଲେ  । ଉଦଯାପନୀ ମ୍ୟାଚ ଗୌଡପାଲି ଓ ଆୟୋଜକ…