ଦେଶବ୍ୟାପୀ ଧର୍ମଘଟର ବନ୍ଦ ଡାକରା ଗଜପତି ଜିଲ୍ଲାରେ ଆଂଶିକ ପ୍ରଭାବ 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ରସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଏବଂ ସମସ୍ତ ଟ୍ରେଡ ୟୁନିୟମ ସମେତ ସମସ୍ତ ବାମପନ୍ଥୀ ଦଳ ଗୁଡିକ ଏହି ବନ୍ଦ ପାଳନରେ ସାମିଲ ରହିଥିବା ଯୋଗୁଁ ପାରଳାଖେମୁଣ୍ଡି ସମେତ ଜିଲ୍ଲାର ବିଭିନ୍ନ ବ୍ଲକାଞ୍ଚଳରେ ଏହି ବନ୍ଦ ଡାକରାର ଆଂଶିକ ପ୍ରଭାବ…

ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଫଳ କର

 ବ୍ୟାସନଗରରୁ ବିଶ୍ୱଜିତ ମାଝୀ ଓ ଚଣ୍ଡିଖୋଲରୁ ପ୍ରଫୁଲ୍ଲ କୁମାର ସାହୁ :  ଦେଶର ସମସ୍ତ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ତରଫରୁ ସର୍ବଭାରତୀୟ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି। ଦେଶରେ ବର୍ତ୍ତମାନ ଶ୍ରମିକମାରଣ ନୀତି ଏକ ଉଗ୍ର ରୂପଧାରଣ କରିଛି।କେନ୍ଦ୍ର ସରକାର ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ…

ମହାରଥୀଙ୍କ ବିଦାୟ ପରେ ବିଜେପି ଆଗରେ ପ୍ରଶ୍ନ : ମହାରଥୀ ଗଲେ, ପାଙ୍ଗି କଣ ତୁଳସୀ 

ଗୁଣୁପୁର(ସିଦ୍ଧାର୍ଥ ଦାଶ) :  ପିପିଲି ପୀଡିତା ଘଟଣାରେ ବିବାଦୀୟ ବୟାନ ଦେଇ ମନ୍ତ୍ରୀପଦ ହରାଇଛନ୍ତି ପ୍ରଦୀପ ମହାରଥୀ ।  ଆଉ ମହାରଥୀଙ୍କୁ ମନ୍ତ୍ରୀପଦରୁ ହଟାଇବା ପାଇଁ ସରକାରଙ୍କ ଉପରେ ଅଧିକ ଚାପ ପକାଇଥିଲା ବିଜେପି ।  ଗୋଟିଏ ପଟେ ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚା ପିପିଲି ପୀଡିତା…

ପାରଳାଖେମୁଣ୍ଡି ମାଟିର ଯୁବକ ତାମିଲ ସିନେମାରେ ହିରୋ ଭୁମିକାରେ

ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଗଣ୍ଡାହାତୀ ଜଳ ପ୍ରପାତ ଅଞ୍ଚଳର ପାଦଦେଶରେ ରାମୋଜୀ ଫିଲିମ ସିଟି ଢାଞ୍ଚାରେ ଏକ ବୃହତ ସିନେମା ଷ୍ଟୁଡିଓ କରିବେ ତିରୁପତି   ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ) ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଜୟଜଗନ୍ନାଥ ଡେନ୍‍ସ ଷ୍ଟୁଡିଓର ମାଷ୍ଟର ଜଗନ…

କାଳିଆ ହେଲାଣି କାଳ

ନୟାଗଡ (ବିଶ୍ୱଜିତ ନାୟକ)-ରାଜ୍ୟ ସରକାର ଚାଷ ନିମନ୍ତେ ଚାଷୀ ମାନଙ୍କୁ ଆର୍ଥିକ  ସହାୟତା ଯୋଗେଇ ଦେବା ଉଦ୍ଦେଶ୍ୟରେ କାଳିଆ ଯୋଜନା ଆରମ୍ଭ କରିଛନ୍ତି I ସେଥିମଧ୍ୟରୁ ନୟାଗଡ ଜିଲ୍ଲାରୁ ୬୫ ହଜାର ୯୧୯ ଚାଷୀଙ୍କୁ ପ୍ରାରମ୍ଭିକ  ଭାବରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି I  ବାଦ ପଡିଥିବା …

ଅଚାନକ ପଂଚାୟତ କାର୍ଯ୍ୟାଳୟରେ ପଶି ଖାତା ଯାଞ୍ଚ କଲେ ବିଧାୟକ ଜାକବ

ଲୋକଙ୍କୁ ଭେଟିଲେ, ଅଭିଯୋଗ ପାଇବା ପରେ କର୍ମଚାରୀଙ୍କୁ ତାଗିଦ କଲେ  ଘୁ ଉଦୟଗିରି/ ଗଗନ କୁମାର ପ୍ରଧାନ :  ଘୁ  ଉଦୟଗିରି ବିଧାୟକ ଜାକବ ପ୍ରଧାନ ୭ ତାରିଖରେ ଘୁ ଉଦୟଗିରି ବ୍ଲକର ତୋଲରୀମାହା ଗ୍ରାମ ପଞ୍ଚଯାତର ବିଭିନ୍ନ ଅଂଚଳ ବୁଲି ଜନସାଧାରଣଙ୍କ ସମସ୍ୟା ଅନୁଧ୍ୟାନ କରିଛନ୍ତି |  ଏହି ସମୟରେ…

ମୋଦି ହଟାଓ ଓ ଶ୍ରମିକ ବଞ୍ଚାଓ ଓ ଦେଶ ବଞ୍ଚାଓ ଦାବି ରେ ଆଜି ଭାରତ ବନ୍ଦ

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ମୋଦି ହଟାଓ ଓ ଶ୍ରମିକ ବଞ୍ଚାଓ ଓ ଦେଶ ବଞ୍ଚାଓ ଦାବି ରେ ଆଜି ଭାରତ ବନ୍ଦ କୁ ସଫଳ କରିବା ନିମନ୍ତେ ସି ପି ଆଇ ଏମ ଏଲ ଲିବେରେସନ୍ ପକ୍ଷରୁ ଗୁଣପୁର ଠାରେ ବନ୍ଦ ପାଳନ କରାଯାଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନ , ସ୍ଵାଧୀନ ଫେଡ଼େରେସନ ଓ ଆସୋସିଏସନ ମାନଙ୍କ ପକ୍ଷରୁ…

ରାଉରକେଲା ଇସ୍ପାତ କାରଖାନାର ବାର୍ଷିକ ଉଦ୍ୟାନକୃଷି ପ୍ରଦର୍ଶନୀରେ ବିପୁଳ ସଂଖ୍ୟକ ପରିଦର୍ଶକଙ୍କ ସମାଗମ  

ରାଉରକେଲା(ଶାସକ ପ୍ରଶାସକ) : ସେଲ ରାଉରକେଲା ଇସ୍ପାତ କାରଖାନାର ଉଦ୍ୟାନକୃଷି ବିଭାଗ ଦ୍ଵାରା ଜାନୁଆରୀ ୫ ଓ ୬ ତାରିଖରେ ମନୋରମ ଜୁବୁଲି ପାର୍କ, ସେକ୍ଟର-୮ ଠାରେ ଆୟୋଜିତ  ୫୩ ତମ ବାର୍ଷିକ ଉଦ୍ୟାନକୃଷି ପ୍ରଦର୍ଶନୀରେ ବିପୁଳ ସଂଖ୍ୟକ ପରିଦର୍ଶକଙ୍କ ସମାଗମ ପରିଲକ୍ଷିତ ହୋଇଥିଲା ।…

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବୀରେ  ଆରମ୍ଭ ହେଲା ଗଣଧାରଣା  ।

ପଦ୍ମପୁର/ନିଳ ଦୀପ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀ ରେ ଆନେ୍ଦାଳନ ଯୋର ଧରିବାରେ ଲାଗିଛି । ଏ ନେଇ ଆଜି ମିଳିତ କ୍ରିୟାନୁଷ୍ଠାନ  କମିଟି ତରଫରୁ ପଦ୍ମପୁର ଠାରେ ଏକ ବିଶାଳ ର୍ୟାଲି ର ଡାକରା ଦିଆଜାଇଥିଲା । ଅଂଚଳର ବିଭିନ୍ନ ଅନୁଷ୍ଠାନ  ତଥା ରାଜନୈତିକ ଦଳ ଏବଂ ଜନ…

ନିର୍ବାଚନରେ ଇଭିଏମ୍ ଓ ଭିଭିପାଟର ବ୍ୟବହାରକୁ ନେଇ ମତଦାତା ସଚେତନତା ରଥର ଶୁଭାରମ୍ଭ

ବାରିପଦା(ଅରବିନ୍ଦ ଦାସ )- ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଅନୁସାୟୀ ଭାରତର ସମସ୍ତ ରାଜ୍ୟରେ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଇଭିଏମ୍ ଓ ଭିଭିପାଟ ମେସିନ ମାଧ୍ୟମରେ ଭୋଟ ଗ୍ରହଣ ହେବ । ମତଦାତାମାନଙ୍କୁ  ଇଭିଏମ୍ ଓ ଭିଭିପାଟ ମେସିନର ବ୍ୟବହାର ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରାଇବା…