Sign in
Sign in
Recover your password.
A password will be e-mailed to you.
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ବୁଢାବୁଢୀଆଣୀର ଅପରୂପ ପ୍ରାକୃତିକ ଶୋଭାରାଜି
ଓଡଗାଁ( ଶ୍ରୀକାନ୍ତ କୁମାର ମିଶ୍ର ): ଓଡ଼ିଶାର ଅନ୍ୟତମ ଅଧ୍ୟାତ୍ମ ପର୍ଯ୍ୟଟନସ୍ଥଳୀ ଶ୍ରୀରଘୁନାଥ ଜୀଉଙ୍କ ବିଜେସ୍ଥଳୀ ଓଡଗାଁ ଠାରୁ ୧୦କି.ମି ତଥା ଭୁବନେଶ୍ୱର ଠାରୁ ଭଞ୍ଜନଗର ଯିବା ରାସ୍ତାରେ ୧୧୫କି.ମି. ଅତିକ୍ରମ କଲାପରେ କେନାଲ ଛକଠାରୁ ମାତ୍ର ୭କି.ମି. ଦୂରରେ ପଡିଥାଏ ପ୍ରକୃତିର ଅପରୂପ…
ରଘୁନାଥ ଅଟୋ ଚାଳକ ସଂଘ ତରଫରୁ ସଡକ ସୁରକ୍ଷା ସଚେତନତା ରାଲି
ଓଡ଼ଗାଁ( ଶ୍ରୀକାନ୍ତ କୁମାର ମିଶ୍ର ): ସ୍ଥାନୀୟ ରଘୁନାଥ ଅଟୋ ଚାଳକ ସଂଘ ତରଫରୁ ସଭାପତି ଦାସରଥି ସାହୁଙ୍କ ନେତୃତ୍ୱରେ ସଡକ ସୁରକ୍ଷା, ଜୀବନ ରକ୍ଷା ସମ୍ପର୍କିତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ରବିବାର ସକାଳେ ସଂଘର ୬୮ ଜଣ ଅଟୋ ଚାଳକ ସେମାନଙ୍କ ଅଟୋରେ ବ୍ୟାନର ଓ ପ୍ଲାକାର୍ଡ…
ପାଲଟା ଜବାବ ଦେଲା ବିଜେଡି : ଗୋଦାରୀ ଲୋ ତୋଗୋଡ ତଳକୁ ଟିକେ ଅନା
ଭୁବନେଶ୍ୱର : ପିପିଲି ଘଟଣାର ସିବିଆଇ ତଦନ୍ତ ଦାବି କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ନୈତିକତାକୁ ଦେଖିବାର ଆବଶ୍ୟକତା ରହିଛି । ଅତୀତରେ ଅପରାଧୀମାନଙ୍କ ସହିତ ଶ୍ରୀ ପ୍ରଧାନଙ୍କ କୋଳାକୋଳିକୁ ସମଗ୍ର ରାଜ୍ୟ ଦେଖିଛି । ଗ୍ୟାଙ୍ଗଷ୍ଟର ଧଳସାମନ୍ତଙ୍କୁ ବାଇମୁଣ୍ଡି…
ପିପିଲିର ଗଣଦୁଷ୍କର୍ମ ପୀଡିତା ବେବିନାଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର
ପିପିଲି ପୀଡିତାର ବାପା ବାବୁଲି ବେହେରାକୁ କେହି ବଂଚାଇ ପାରିବେ ନାହିଁ ବୋଲି ଦୟାନଦୀ ବନ୍ଧ ଉପରେ ବିଜେଡି ଗୁଣ୍ଡାଙ୍କ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧମକ
ଭୁବନେଶ୍ୱର -ଗଣବଳକ୍ରାର ପରେ ମୃତ୍ୟୁବରଣ କରିଥିବା ପିପିଲିର ଦଳିତ ଝିଅ ବେବିନାର ବାପା, ମା ଓ ଭାଇଙ୍କୁ ସାକ୍ଷାତ ପରେ…
ଛଉ ପଡିଆରୁ ବହିଲା ବାତ୍ୟା , ରାତିଏ ପରେ ଭୁବନେଶ୍ୱରରେ ଲ୍ୟାଣ୍ଡଫଲ
ପିପିଲି ମାମଲାରେ ଇସ୍ତଫା ଦେଲେ ମହାର୍ଥୀ
ଶଶୀ ବେହେରା ଓ ରମେଶ ମାଝୀଙ୍କୁ ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର(MANASI MISHRA) - ଛଉ ପଡିଆରୁ ବହିଲା ବାତ୍ୟା , ବେଗ ଯଦିଓ ସେତେ ଅଧିକ ନଥିଲା, ରାତିଏ ପରେ ଭୁବନେଶ୍ୱରରେ ଲ୍ୟାଣ୍ଡଫଲ କରି ମହାରଥୀଙ୍କ ମୁହଁଟାଣ ଭାଙ୍ଗି ଦେଲା, ଉଜାଡି ଦେଲା…
ଶିଦ୍ଧ ବାବା ମେମୋରିଆଲ କ୍ରିକେଟ କପ ଉଦଯାପିତ,ସରାଇପାଲି ଚମ୍ପିୟାନ ।
ଝାରବନ୍ଧ/ସଦାନନ୍ଦ ବେହେରା-ପଦ୍ମପୁର ଉପଖଣ୍ଡସ୍ତ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡାରପୁରୀ ଗ୍ରାମରେ ଶିଦ୍ଧ ବାବା ମେମୋରିଆଲ କ୍ରିକେଟ କପ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟରେ ଆଖପାଖ ଅଂଚଳର ତଥା ପଡୋଶୀ ରାଜ୍ୟ ଛତିଶଗଡର ୧୪ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନେଲ ମ୍ୟାଚ ସରାଇପାଲି…
ଆଦିବାସୀ ନେତା ହୋଇଥିବାରୁ ବିଜେପି ନେତାଙ୍କ ଆକ୍ଷେପର ଶିକାର ପାଲଟିଛି-ସାଂସଦ ରାମଚନ୍ଦ୍ର
ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲଥିବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ସଙ୍ଗୀନ ଆରୋପ ଆଣିଛନ୍ତି ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ରାମଚନ୍ଦ୍ର ହାଁସଦାଃ । କେନ୍ଦ୍ର ସରକାର ତାଙ୍କ ବିରୋଧରେ ଚକ୍ରାନ୍ତ କରି ସିବିଆଇ ଲଗାଇ…
୩୦୦ରୁ ଉର୍ଧ୍ଵ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ ରାଜରାସ୍ତାରେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ
ସ୍କୁଲ ଗୁଡିକ ଉଠାଇ ଦିଆଯାଇ ଅନ୍ୟ ସ୍କୁଲରେ ମିଶାଇ ଦିଆଯିବା ପ୍ରତିବାଦ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରlହୀ : ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଡମ୍ୱାଳ ପଞ୍ଚାୟତ ଅନ୍ତର୍ଗତ ସିଣ୍ଡିବା ଓ ବଡସଗାଁ ଗ୍ରାମ ସମେତ ବିଭିନ୍ନ ଗ୍ରାମରେ ବିଦ୍ୟାଳୟ ଗୁଡିକ ସମ୍ପୁର୍ଣ୍ଣ ଉଠାଇ ଦିଆଯାଇ ଅନ୍ୟ…
ଗ୍ରାମାଞ୍ଚଳରସ୍ତରରେ ୭ ତାରିଖରୁ ୧ମାସ ବ୍ୟାପି ଲୋକଙ୍କୁ ସଚେତନ କରାଯିବା : ଜିଲାପାଳ
ଇଭିଏମ - ଭିଭିପାର୍ଟର ନୂତନ ବ୍ୟବହାର ଉପରେ ଗଠିତ ଟିମ୍ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୨୦୧୯ରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ପ୍ରଶାସନର ନିର୍ବାଚନ ବିଭାଗ ପକ୍ଷରୁ ନିର୍ବାଚନ ସମୟରେ ଚଳିତ ଥର ନୂତନ ଭାବେ…
ସିଜିରେଲ ଟୁ ଡେନ୍ସ ଷ୍ଟୁଡିଓ ଉଦ୍ଘାଟିତ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ କୋର୍ଟ ନିକଟସ୍ଥ ଅନ୍ନପୁର୍ଣ୍ଣା ନଗର ଠାରେ ସିଜିରେଲ ଟୁ ଡେନସ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରଳା ବିଧାୟକ କେ.ସୁର୍ଯ୍ୟାରାଓ ଉଦ୍ଘାଟନ କରିଥିବା ବେଳେ ଆବାହିକ ରୁପାଞ୍ଜଳି ମହାନ୍ତି ଓ ପ୍ରଦୀପ କୁମାର…