ବଡ଼ବିଲ ଜେଏମଏଫସି କୋର୍ଟ ପରିସରରେ ଜଳଛତ୍ର

0

ବଡ଼ବିଲ: ବଡ଼ବିଲ ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ନିଳାଦ୍ରୀ ତରଫରୁ ସ୍ଥାନୀୟ ଜେଏମଏଫସି କୋର୍ଟ ସମ୍ମୁଖରେ ଆଜି ଏକ ଜଳଛତ୍ର ଖୋଲାଯାଇଛି। ଆଗାମୀ ଗ୍ରୀଷ୍ମ ପ୍ରଭାବକୁ ଆଖି ଆଗରେ ରଖି ଏହି ଜଳଛତ୍ର ଖୋଲା ଯାଇଛି ବୋଲି ନିଳାଦ୍ରୀର ସଭାପତି ବଳରାମ ମହାନ୍ତି କହିଛନ୍ତି।  ଏହି ଜଳଛତ୍ର ଉଦଘାଟନ ସମୟରେ ଜେଏମଏଫସି ଜଜ ଆଲୋକ ପଣ୍ଡା  ଉପସ୍ଥିତ ରହି ପାଣି ପିଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କାରୋବା ସହ  ସହ ନିଳାଦ୍ରୀର ଉଦ୍ୟମକୁ ପ୍ରଶଂସା କରିଥିଲେ |

Leave A Reply

Your email address will not be published.